LICର ଗ୍ରହହମାନଙ୍କ ପାଇଁ ଖୁସି ଖବର, ମିଳିପାରେ IPOର ୧୦ ପ୍ରତିଶଦ ଅଂଶୀଦାର, ସରକାର କଲେ ବଡ ଘୋଷଣା ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣ କରିଛନ୍ତି କି ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଜୀବନ ବୀମା ନିଗମର ବିନିବେଶ କାମ ପୁରା କରାଯିବ।

LICର ଗ୍ରାହକ ମାନଙ୍କ ପାଇଁ ଭଲ ଖବର ଅଛି। କେନ୍ଦ୍ର ସରକାରଙ୍କ ଏକ ବରିଷ୍ଠ ଅଧିକାରୀ ସଙ୍କେତ ଦେଇଛନ୍ତି କି LICର IPOରେ ସେୟାରଗୁଡିକର ୧୦ ପ୍ରତିଶଦ ଅଂଶ ଏହାର ଗ୍ରାହକ ମାନଙ୍କ ପାଇଁ ସଂରକ୍ଷିତ କରାଯାଇ ପାରିବ।

ଉଲ୍ଲେଖନିୟ ଏହା କି ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ପେସ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣ କରିଛନ୍ତି କି ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଜୀବନ ବୀମା ନିଗମର ବିନିବେଶର କାମ ପୁରା କରାଯିବ। ସରକାର LICର IPO ଆଣିବେ ମାନେ ଏହାର କିଛି ଅଂଶ ଲୋକମାନଙ୍କୁ ସେୟାର ବଜାର ଦ୍ବାରା ବିକ୍ରି କରାଯିବ।

DIPAMର ସଚିବ କହିଛନ୍ତି

ଟାଇମ୍ସ ଅଫ ଇଣ୍ଡିଆକୁ ଦିଆ ଯାଇଥିବା ଇଣ୍ଟରବ୍ୟୁରେ ନିବେଶ ଏବଂ ଲୋକ ସମ୍ପତି ପ୍ରବନ୍ଧ ବିଭାଗର ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି କି LICର IPOରୁ ୧୦ ପ୍ରତିଶଦ ଅଂଶ ଏହାର ଗ୍ରାହକ ମାନଙ୍କୁ ଦିଆଯାଇ ପାରିବ। ସରକାରଙ୍କ ଉଦ୍ଦେଶ୍ୟ ଏହାର ନୀତି ଧାରକମାନଙ୍କୁ କମ୍ପାନୀର ଅଂଶିଦାର ବନେବା।

ସେ କହିଛନ୍ତି କି ସରକାର ସେଲ ଏବଂ ଭେଲ ପରି କମ୍ପାନୀ ଗୁଡିକରେ ରଣନୀତିକ ବିକ୍ରି କରି ପାରିବ। ଏହା ବ୍ୟତିତ ସରକାର ବହୁତ ଜଲଦି BPCL ଏବଂ AR ଇଣ୍ଡିଆକୁ ବିକ୍ରି କରିବାକୁ ଚାହୁଁଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି କହିଛନ୍ତି କି ୨୦୨୧-୨୨ ବର୍ଷରେ ବିନବେିଶ ଦ୍ବାରା ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିବାର ଲକ୍ଷ ରହିଛି। ଏହା ଅନୁସାରେ LICର କିଛି ଅଂଶଦାର ବିକ୍ରି କରିବାର ଘୋଷଣା କରିଛନ୍ତି।

ଗତ ବର୍ଷ ହୋଇଥିଲା ଘୋଷଣା

ଗତ ବର୍ଷ ହିଁ ସରକାର LIC , BPCL , AR ଇଣ୍ଡିଆ କମ୍ପାନୀର ବିନିବେଶର ଘୋଷଣା କରିଥିଲେ , କୋରୋନା ସଙ୍କଟ ପାଇଁ ଏହି ଯୋଜନା ସଫଳ ହୋଇ ନଥିଲା। ଗତ ବର୍ଷ ସରକାର ବିନିବେଶ ଦ୍ବାରା ୨.୧ ଲକ୍ଷ କୋଟି ଟଙ୍କା ଯୋଗାଡ କରିବାର ଲକ୍ଷ ରଖିଥିଲେ। କିନ୍ତୁ ଯୋଗାଡ ହୋଇଥିଲା ପାଖାପାଖି ୨୦ ହଜାର କୋଟି ଟଙ୍କା। ଏବେ ଅର୍ଥମନ୍ତ୍ରରୀ ଆସନ୍ତା ଅର୍ଥିକ ବର୍ଷ ମାନେ ୨୦୨୧-୨୨ରେ LICର IPO ଆଣିବାର ଘୋଷଣା କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *