ମୁମ୍ବାଇ : ଇଣ୍ଟରନେଶନାଲ ପପ ସିଙ୍ଗର ରିହାନା ଭାରତରେ ଚାଲୁଥିବା କୃଷକ ଆନ୍ଦୋଳନର ସପକ୍ଷରେ ଏକ ଟ୍ବିଟ ପାଇଁ ବାରମ୍ବର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ଲେଖିଥିଲେ କି କୃଷକ ଆନ୍ଦୋଳନ ବିଷୟରେ କ’ଣ କିଛି କୁହାଯାଉ ନାହିଁ? ତାଙ୍କର ଏହି ଟ୍ବିଟର ଜବରଦସ୍ତ ଜବାବ ଦେଇଥିଲେ କଙ୍ଗନା ରନାଓତ। କଙ୍ଗନା ଟ୍ବିଟରେ ରିହାନାଙ୍କୁ ମୁର୍ଖ ବୋଲି କହିଥିଲେ। କଙ୍ଗନା ଲେଖିଥିଲେ କି ପ୍ରଦର୍ଶନ କରୁଥିବା ଲୋକମାନେ କୃଷକ ନୁହଁନ୍ତି ବଂର ସେମାନେ ଆତଙ୍କବାଦୀ। ଆମେ ଦେଶକୁ ଦୁଇ ଭାଗ କରି ପାରିବୁ ନାହିଁ କି ଚୀନ ଆମ ଦେଶ ଉପରେ କବ୍ଜା କରିବାକୁ ଦେବୁ ନାହିଁ। କଙ୍ଗନାଙ୍କ ଏହି ଜବାବ ପରେ ରିହାନା ଭାରତରେ ଟ୍ରେଣ୍ଡ ହେଉଛନ୍ତି। କଙ୍ଗନାଙ୍କ ପରେ ଏବେ କେତେକ ବଲିଉଡ ଷ୍ଟାର ରିହାନାଙ୍କ ଏହି ଟ୍ବିଟ ଉପରେ ଜବାବ ଦେଉଛନ୍ତି। ଅକ୍ଷୟ କୁମାର , ଅଜୟ ଦେବଗନ ଏବଂ ସୁନୀଲ ସେଠି ଟ୍ବିଟ କରି ଲେଖିଛନ୍ତି କି – ଭାରତକୁ ଭାଙ୍ଗନ୍ତୁ ନାହିଁ। ନିଜର ଟ୍ବିଟ ପରେ ବଲିଉଡର ସ୍ଟାର ମାନେ #India Together #IndiaAgainstPropaganda ପରି ହୈଶଟୈଗ ମଧ୍ୟ ବ୍ୟବହାର କରୁଛନ୍ତି।
https://twitter.com/akshaykumar/status/1356884526815842304?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1356884526815842304%7Ctwgr%5E%7Ctwcon%5Es1_&ref_url=https%3A%2F%2Fhindi.asianetnews.com%2Fbollywood%2Fafter-kangana-ranaut-ajay-devgn-akshay-kumar-stand-by-government-says-false-propaganda-against-india-on-rihanna-support-farmers-kpj-qnyck2
ଅକ୍ଷୟ କୁମାର ଲେଖିଲେ କି-ଆମ୍ଭମାନଙ୍କ ମଧ୍ୟରେ ଦୂରତ୍ବ ଜନ୍ମାଉ ଥିବା ଲୋକମାନଙ୍କ କଥା ଶୁଣନ୍ତୁ ନାହିଁ। କୃଷକ ଆମ ଦେଶର ଅଂଶୀଦାର ଅଟନ୍ତି ଏବଂ ଠିକ ଭାବରେ ଏହି ସମସ୍ୟାର ସମାଧାନ କରାଯିବ। ଅକ୍ଷୟ କୁମାର ଦେଶବାସୀମାନଙ୍କ ଉପରେ ଆଶା ରଖି କହିଛନ୍ତି କି ଦେଶ ବାଣ୍ଟୁଥିବା ଲୋକମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ପରସ୍ପସ ସହିତ ବସି କଥା ହୋଇ ସମସ୍ୟାର ସମାଧାନ କରନ୍ତୁ।
https://twitter.com/ajaydevgn/status/1356892548837502977?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1356892548837502977%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fhindi.asianetnews.com%2Fbollywood%2Fafter-kangana-ranaut-ajay-devgn-akshay-kumar-stand-by-government-says-false-propaganda-against-india-on-rihanna-support-farmers-kpj-qnyck2
ଅଜୟ ଦେବଗନ ଟ୍ବିଟ କରି ଲେଖିଲେ କି – ଭାରତ ବା ଭାରତୀୟ ନୀତି ଗୁଡିକର ବିପକ୍ଷରେ ସଂଗଠିତ ହେଉଥିବା ଏହି ମିଛ ଆନ୍ଦୋଳନର ସପକ୍ଷ ନିଅନ୍ତୁ ନାହିଁ। ଏହି ସମୟରେ ଏହା ଜରୁରୀ କି ଆମେ ଏକାଠି ରହିବା ।
We must always take a comprehensive view of things, as there is nothing more dangerous than half truth. #IndiaTogether #IndiaAgainstPropaganda @hiteshjain33 https://t.co/7rNZ683ZAU
— Suniel Shetty (@SunielVShetty) February 3, 2021
ସୁନୀଲ ସେଠି ବିଦେଶ ମନ୍ତ୍ରାଳୟଙ୍କ ଟ୍ବିଟ କୁ ରି-ଟ୍ବିଟ କରି ଲେଖିଲେ – କୌଣସି ବି କଥାର ସମ୍ପୁର୍ଣ୍ଣ ପକ୍ଷ ଦେଖିବା ଆବଶ୍ୟକ କାରଣ ଅଧା ସୂଚନା ବିପଦ ଜନକ ଅଟେ। ଅନୁପମ ଖେର ଟ୍ବିଟ କରି ଲେଖିଲେ – ଆମ ଦେଶାନ୍ତର କଥାରେ ଦଖଲ ଦେଉଥିବା କିଛି ବିଦେଶୀମାନଙ୍କ ପାଇଁ ଏକ ସାୟେରି କହିଛନ୍ତି କି ନିଜେ ନିଜ ଦେଶ କଥା ଦେଖନ୍ତୁ ଅନ୍ୟ ଦେଶ କଥାରେ ଦଖଲ ଦିଅନ୍ତୁ ନାହିଁ।
We live in turbulent times and the need of the hour is prudence and patience at every turn. Let us together, make every effort we can to find solutions that work for everyone—our farmers are the backbone of India. Let us not let anyone divide us. #IndiaTogether
— Karan Johar (@karanjohar) February 3, 2021
କରନ ଜୋହାର ମଧ୍ୟ ସରକାରଙ୍କ ସର୍ମଥନରେ ଟ୍ବିଟ କରିଛନ୍ତି। ସେ ଲେଖିଛନ୍ତି ଯେ – ଆମେ ଅଶାନ୍ତ ସମୟରେ ରହୁଛୁ ଏବଂ ସମୟର ଆବଶ୍ୟକତା ପ୍ରତ୍ୟକ ମୋଡରେ ବିବେକ ଏବଂ ଧର୍ଯ୍ୟ ଅଟେ। ଆସନ୍ତୁ ଆମେ ମିଶି ପ୍ରତ୍ୟକ ସମ୍ଭବ ପ୍ରୟାସ କରିବା ଏବଂ ଏମିତି ସମାଧାନ ବାହାର କରିବା ଯାହା ସମସ୍ତଙ୍କ ପାଇଁ ଭଲ ହେବ, ଆମ କୃଷକ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଆମେ କୌଣସି ବି ପରିସ୍ଥିତିରେ ବିଭାଜନ ହେବାକୁ ଦେବୁ ନାହିଁ।
ବିଦେଶ ମନ୍ତ୍ରାଳୟର ବୟାନ
#IndiaTogether #IndiaAgainstPropaganda https://t.co/TfdgXfrmNt pic.twitter.com/gRmIaL5Guw
— Anurag Srivastava (@MEAIndia) February 3, 2021
ରିହାନାଙ୍କ ଟ୍ବିଟ ପରେ ଟ୍ବିଟରରେ ଏବେ ଚହଳ ପଡିବାଛି। ପରେ ବିଦେଶ ମନ୍ତ୍ରାଳୟ ବୟାନରେ ଲେଖିଥିଲେ କି – ଭାରତର ସଂସଦ ସମ୍ପୁର୍ଣ୍ଣ କଥା ବାର୍ତ୍ତା ପରେ କୃଷି ସେକ୍ଟରର ସୁଧାରବାଦୀ କାନୁନ ପାସ କରାଇଛନ୍ତି। ଏହି ସୁଧାର କୃଷକମାନଙ୍କୁ ବଡ ମାର୍କେଟ ଏବଂ ସୁଗମତା ଦେବ । ଭାରତର କିଛି ଅଂଶ ଗୁଡିକର କୃଷକମାନଙ୍କର ବହୁତ ଛୋଟ ଅଂଶକୁ ଏହି ସୁଧାର ଗୁଡିକ ଉପରେ ସନ୍ଧେହ ଅଛି। ଏହି ଆନ୍ଦୋଳନରେ କେତେକ ଗ୍ରୁପ ନିଜ ବିଷୟ ଆଗକୁ ଆଣି ତାଙ୍କୁ ଉତ୍ତେଜିତ କରୁଛନ୍ତି।
ରିହାନ ମିୟା ଖଲିଫା କରିଲେ ଟ୍ବିଟ
why aren’t we talking about this?! #FarmersProtest https://t.co/obmIlXhK9S
— Rihanna (@rihanna) February 2, 2021
ସେ ଲେଖିଥିଲେ କି – ଆମେ ଏହି ବିଷୟରେ କ’ଣ ପାଇଁ କଥା ହେଉ ନାହୁଁ? ଏହା ସହିତ #FarmerProtest। ଖଲିଫା ଟ୍ବିଟ କରି ଲେଖିଲେ କି ମାନବାଧିକାର ଉଲ୍ଲଙ୍ଘନକୁ ନେଇ ଶେଷରେ କ’ଣ ଚାଲଛି? ସେ ନୂଆ ଦିଲ୍ଲୀର ଆଖପାଖର ଇଣ୍ଟରନେଟ କାଟି ଦେଇଛନ୍ତି।
हमारे देश के अंदरूनी मामलों में दख़ल देने वाले कुछ विदेशियों के लिए यह शेर अर्ज़ है…
रिंदे ख़राब हाल को ज़ाहिद ना छेड तू ,
तुझको परायी क्या पड़ी अपनी नबेड तू.. 🙂#IndiaTogether #IndiaAgainstPropaganda— Anupam Kher (@AnupamPKher) February 3, 2021
What in the human rights violations is going on?! They cut the internet around New Delhi?! #FarmersProtest pic.twitter.com/a5ml1P2ikU
— Mia K. (@miakhalifa) February 3, 2021