ଆମ ଦେଶରେ ସ୍କୁଲକୁ ପିଲାମାନଙ୍କ ଶିକ୍ଷାର ମନ୍ଦିର ବୋଲି କୁହାଯାଏ କିନ୍ତୁ ଏବେ ଲାଗୁଛି କି ବିହାରରେ ଏହା ବାର ଡାନ୍ସର ମାନଙ୍କର ଜାଗା ହୋଇଯାଇଛି। ବିହାରର ସରକାରୀ ସ୍କୁଲରେ ଏବେ ଲୋକମାନେ ବାର୍ଥଡେ ପାର୍ଟି ଆୟୋଜନ କରୁଛନ୍ତି ଏବଂ ବାର ଡାନ୍ସରଙ୍କୁ ଡାକି ସେଠି ଅ-ଶ୍ଳୀ-ଳ ଡାନ୍ସ କରାଉଛନ୍ତି।
ପାଟନାର ସଟେ ହାଜୀପୁରର ମହନାରରେ କିଛି ଲୋକ ସ୍କୁଲକୁ ହିଁ ଅ-ଶ୍ଳୀ-ଳ ଡାନ୍ସର ଆ-ଡ୍ଡା ବନେଇ ଦେଇଛନ୍ତି। କାଲ୍ସରୂମର ପଛରେ ପିଲାଙ୍କ ଭବିଷ୍ୟ ଗଢୁଥିବା ବ୍ଲାକ ବୋର୍ଡ ଦେଖା ଯାଉଛି ତ ନାଲି ଓ ନୀଳ ରଙ୍ଗର ଲାଇଟିରେ ବାର ଡାନ୍ସର ମାନେ ଲୋକମାନଙ୍କ ମନୋରଞ୍ଜନ କରୁଥିବାର ଦେଖିବାକୁ ମିଳିଛି।
ଆଶ୍ଚର୍ଯ୍ୟକର କଥା ଏହାକି ଏହି ସ୍କୁଲର ପାର୍ଟିରେ ନାଇଟି ଗାର୍ଡ ଏବଂ ସ୍କୁଲର ହେଡମାଷ୍ଟରଙ୍କ ପୁଅ ସାମୀଲ ଥିବାର ଦାବି କରାଯାଉଛି। ରାଜ୍ୟରେ ମଦ ନି-ଶେ-ଧ ହେବା ପରେ ମଧ୍ୟ କୁହାଯାଉଛି ଯେ ସେଠାରେ କେବଳ ବାର ବାଲା ଡାନ୍ସ କରୁ ନଥିଲେ ତା ସହିତ ମଦ ର ଶେବନ ମଧ୍ୟ ହେଉଥିଲା। ସ୍କୁଲରେ ବାର ବାଲାଙ୍କ ସହ ଯୁବକମାନଙ୍କର ଡାନ୍ସର ଭିଡିଓ ଏବେ ସୋଶି-ଆଲ ମିଡିଆରେ ଭା-ଇ-ରାଲ ହେଉଛି।
ଭିଡିଓକୁ ଦେଖି ଯେତେବେଳେ ଅଧିକାରୀଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ଏହି ଘଟଣା ଅନ୍ୟ ରାଜ୍ୟର ବୋଲି କହିଥିଲେ। ବୈଶାଳୀ ଜିଲ୍ଲାର ଅଧିକାରୀ କହିଛନ୍ତି କି ଏହା ଆମ ଜିଲ୍ଲାର ନୁହେଁ ଏବଂ ଆମକୁ ଏପରି କୌଣସି ପ୍ରକାରର ସୂଚନା ମିଳି ନାହିଁ। ଏହାପରେ ଅଧିକାରୀ ରିପୋର୍ଟରଙ୍କୁ ଠିକ ଅଛି ଧନ୍ୟବାଦ କହି ସେଠାରୁ ପଳାଇ ଥିଲେ। କିନ୍ତୁ ଭିଡିଓରେ ସମ୍ପୁର୍ଣ୍ଣ ଭାବରେ ସ୍କୁଲର ନାଁ ଦେଖା ଯାଉଛି।
ପ୍ରଥମରୁ ହିଁ ପ୍ରଶ୍ନ ଘେରରେ ଥିବା ବିହାରର ଶିକ୍ଷା ବ୍ୟବସ୍ଥା ଉପରେ ଏହି ଘଟଣା ପ୍ରଶ୍ନବାଚୀ ଲଗାଇ ଦେଇଛି। ଭିଡିଓ ଆସିବା ପରେ ସ୍ଥାନିୟ ଲୋକ ବହୁତ ଅସନ୍ତୁଷ୍ଟ ଅଛନ୍ତି। ଲୋକମାନେ କହୁଛନ୍ତି କି ଶିକ୍ଷା ମନ୍ଦିରରେ ଏପରି କାର୍ଯ୍ୟ ଲଜ୍ୟାଜନକ ଅଟେ ଏବଂ ଦୋ-ଷୀ-ଙ୍କ ବି-ରୋ-ଧ-ରେ କାଯ୍ୟ-ଅ-ନୁ-ଷ୍ଠାନ ନେବା ଉଚିତ୍।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।