ପ୍ରେମୀକାର ତ-ଣ୍ଟି କା-ଟି ହ-ତ୍ୟା କରିଥିବା ଆରୋ-ପୀ ସୌରଭକୁ ପୋ-ଲିସ ପଚରା ଉଚରା କରୁଛି, ଯେଉଁଥିରେ ତାଙ୍କ ଲଭ ଷ୍ଟୋରୀ ସାମ୍ମନାକୁ ଆସିଛି। ଏହା ସହିତ ଏହି କଥାର ଖୁଲାସା ହୋଇଛି ତିନି ବର୍ଷର ଏହି ସମ୍ପର୍କକୁ କ’ଣ ପାଇଁ ଏମିତି ଶେଷ କରାଗଲା, ଯାହା କୌଣସି ଫିଲ୍ମ ଷ୍ଟୋରୀରୁ କମ ନୁହେଁ। ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ।
ନିଜ ପ୍ରେମିକର ହ-ତ୍ୟା କରିଥିବା ସୌରଭ ପୋଲି-ସଙ୍କୁ କହିଛନ୍ତି କି ପ୍ରିୟା ଅଗ୍ରୋବାଲ (25) ଙ୍କ ସହିତ ତାଙ୍କର ଦେଖା ତିନି ବର୍ଷ ପୂର୍ବେ ପରଦେଶୀପୁରା ଚୌରାହେରେ ହୋଇଥିଲା। ଯେଉଁଠି ଦୁଇ ଜଣଙ୍କର ଧକ୍କା ହେବାପରେ ସାଙ୍ଗ ହୋଇଥିଲେ ଏବଂ ପରେ ଏହି ବନ୍ଧୁତ୍ବ ପ୍ରେମରେ ବଦଳି ଯାଇଥିଲା।
ମିଡିଆ ରିପୋର୍ଟ ଅନୁସାରେ ସୌରଭ ପୋଲି-ସଙ୍କୁୁ କହିଛି କି ପ୍ରିୟା ଲକଡାଉନ ସମୟରେ ମୋ ସହ ରହୁଥିଲା ବୋଲି। ଘର ନ ମିଳିବାରୁ ତାକୁ ଛାଡିବାକୁ ପଡିଲା। ଆମର କେତେଥର ରିଲେସନ ରହିଛି। ନା ସେ ତା ସ୍ବାମୀଙ୍କୁ ଛାଢୁଥିଲା ନା ମତେ ଛାଡୁଥିଲା।
କିଛି ଦିନ ପୂର୍ବେ ସେ ମତେ କହିଥିଲା କି ମୁଁ ମୋ ସ୍ବାମୀଙ୍କୁ ଛାଡି ଦେବି କିନ୍ତୁ ଝିଅକୁ ସାଙ୍ଗରେ ରଖିବି। ଏତିକି ହିଁ ନୁହେଁ ସେ ତା ଝିଅକୁ କହି ମତେ ବାପା ଡାକିବାକୁ କହୁଥିଲା କିନ୍ତୁ ମୁଁ ଝିଅକୁ ରଖିବାକୁ ଚାହୁଁ ନଥିଲି।
ତିନି-ଚାରି ଦିନ ପୂର୍ବେ ମୁଁ ତା ସ୍ବାମୀର ସ୍ଟାଟସରେ ଦେଖିଲି ପ୍ରିୟା ସହିତ ତା ସ୍ବାମୀ କିସିଙ୍ଗ କରୁଥିବାର ଫଟୋ। ଏହାକୁ ଦେଖି ମୁଁ ବହୁତ ରାଗି ଯାଇଥିଲି ସେଥିପାଇଁ ମୁଁ ତାକୁ ଡକାଇ ଥିଲି। ସେ ମୋ ସହ ଯୁକ୍ତି କରି କହିଲା ମୁଁ ସ୍ବାମୀଙ୍କୁ ଛାଡି ଦେବି କିନ୍ତୁ ଝିଅକୁ ନୁହେଁ। ଏହି କଥାରେ ବ-ହୁତ ଝ-ଗଡା ହେଲା। ବଗିଚାରେ ଗୋଟିଏ କ-ଇଁଚି ପଡିଥିଲା।
ମୁଁ ସେହି କ-ଇଁଚି ନେଇ ତା ତ-ଣ୍ଟିରେ ପୁ-ରାଇ ଦେଇଥିଲି। ମତେ ଲାଗିଲା କି ସେ ବଞ୍ଚି ଯିବ ଏବଂ ତା ସ୍ବାମୀ ଡରି ଯିବ କିନ୍ତୁ ସେ ମରିଗଲା। ମୁଁ ତା ଠାରୁ ଗହଣା ନେଇଥିଲି ସତ କିନ୍ତୁ ମୁଦି ଛାଡି ସବୁ ଫେରାଇ ଦେଇଥିଲି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।