ସୋଶିଆଲ ମିଡିଆରେ ଏବେ କିଛି ନା କିଛି ଭାଇ-ରାଲ ହୋଇଥାଏ। ଏହି ସମୟରେ ଫଟୋରେ ଥିବା କିଛି ଖାସ ଜିନିଷକୁ ଖୋଯିବାର ଟ୍ରେଣ୍ଡ ଏବେ ବହୁତ ଚାଲିଛି। ଏମିତିରେ ଆମେ ମଧ୍ୟ ଆପଣଙ୍କ ଦିମାଗ ଏବଂ ଆଖିକୁ ବାୟ୍ୟାମ କରୁଥିବା ଗେମ ନେଇ ଆସିଛୁ। ଏହି ଗେମରେ ଆପଣ ଫଟୋରେ ଲୁଚିଥିବା ଏକ ସାପକୁ ଖୋଜିବାକୁ ହେବ।
ସାପ ଏକ ବିଷାକ୍ତ ଜୀବ ଅଟେ। ଏ ଲୁଚିକି ତା ଶୀକାର କରିଥିାଏ। ଏହାର ଗୋଟିଏ ଖାସ କଥା ଅଛି କି ସେ ପ୍ରତ୍ୟକ ବାତାବରଣରେ ମିଳି ମିଶି ଯାଇଥାଏ। ଏପରି ଏକ ଫଟୋ ଆପଣ ଏଠି ଦେଖିପାରିବେ। ଜଙ୍ଗଲର ଏହି ଫଟୋରେ ଏକ ସାପ ଲୁଚିକି ଅଛି। ଏବେ ଆପଣ ଖୋଜନ୍ତୁ କି ଏହି ବଡ ଜଙ୍ଗଲରେ ସେ ସାପ କେଉଁଠି ଲୁଚି ଅଛି। ଆସନ୍ତୁ ପ୍ରଥମେ ଏହି ଫଟୋ ଆମେ ଆପଣଙ୍କୁ ଦେଖାଉଛୁ।
ଆପଣ କେଉଁଠି ସାପ ଦେଖିଲେ କି ନାହିଁ? ଆପଣ ଟିକେ ଭଲ ସେ ଭାବନ୍ତୁ। ନଚେତ ଆଖିରେ ଚଷମା ପିନ୍ଦି ଦେଖନ୍ତୁ। ଆଉ ଥରେ ଭଲ ସେ ଦେଖନ୍ତୁ ଆପଣଙ୍କୁ ସାପ ଦେଖା ଯିବ। ସୋଶିଆଲ ମିଡିଆରେ ଲୋକମାନେ ବହୁତ ଖୋଜିଥିଲେ। ସେମାନଙ୍କ ମେସଜରୁ ଆପଣ ଜାଣିପାରିବେ।
ଆମେ ଜାଣିଛୁ ଏହା ବହୁତ କଠିନ କିନ୍ତୁ ଏହାକୁ କରିବାରେ ବହୁତ ମଜା ଲାଗେ। ଯଦି ଆପଣ ଆଜି ଏହି ସାପକୁ ଖୋଜି ଦେବେ ତାହାଲେ ଆପଣ କେବେବି କୌଣସି ବଡ ଜଙ୍ଗଲରେ ଯିବା ସମୟରେ ଏପରି ସାପ ମାନଙ୍କ ଠାରୁ ଦୂରେଇ ଯାଇ ପାରିବେ। ମାନେ ଆପଣ ଆପଣଙ୍କ ଜୀବନ ବଞ୍ଚେଇ ପାରିବେ।
ଏହା ହେଉଛି ସାପ
ଦେଖନ୍ତୁ ସାପ ଏଇଠି ଲୁଚିକି ବସିଥିଲା। ସାପର ସ୍ବଭାବ ହେଉଛି ଏପରି,ସେ ଦୁନିଆର ସବୁଠାରୁ ବିଷାକ୍ତ ଜୀବ ହେବା ପରେ ମଧ୍ୟ ସେ ଲୁଚିକି ରହିବା ପସନ୍ଦ କରିଥାଏ। ସେମାନେ ନିଜର ବାତାବରଣରେ ଏପରି ନିଜକୁ ସାମିଲ କରି ଦେଇଥାନ୍ତି ଯେ ତାଙ୍କୁ ଖୋଜିବା ବହୁତ ଅସମ୍ଭବ ହୋଇ ଯାଇଥାଏ। ଏଥିପାଇଁ ସାପକୁ କେହି ଦେଖି ପାରନ୍ତି ନାହିଁ। ଯାହା ପାଇଁ ସମସ୍ତେ ତା ଶୀକାର ହୋଇଥାନ୍ତି।
ଆଶା କରୁଛୁ ଏହି ମାଇଣ୍ଡ ଗେମ ଆପଣଙ୍କୁ ପସନ୍ଦ ଆସିଥିବ , ଯଦି ଆପଣଙ୍କୁ ଏହି ଗେମ ପସନ୍ଦ ଆସିଛି ତେବେ ଏହାକୁ ନିଶ୍ଚିତ ସେୟାର କରନ୍ତୁ। ଏପରି ମାଇଣ୍ଡ ଗେମ ଖେଳିବା ପାଇଁ ଯୋଡି ହୋଇ ରୁହନ୍ତୁ।