ଅଧିକ ତଥ୍ୟ ଜାଣିବା ପାଇଁ ଯାଜପୁର ପୋଲିସର ଚେଷ୍ଟା ଚାଲିଛି।
ଓଡିଶା (ଭୁବନେଶ୍ବର): ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳର ଛାତ୍ରୀ ଝରାଫୁଲଙ୍କ ମୃ-ତ୍ୟୁ ଘଟ-ଣାରେ ଗୋଟିଏ ଗୋଟିଏ ରହସ୍ୟ ଖୋଲୁଛି। ଗି-ରଫ ହୋଇଥିବା ଅଭି-ଯୁକ୍ତ ରାକେଶଙ୍କୁ ଯାଜପୁର ପୋ-ଲିସ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେ-ଦନ କରିଛି। ଗତ ୨୭ ତାରିଖ ଦିନ ଯାଜପୁରର କୁଆଖିଆ ଠାରୁ ଝରାଫୁଲଙ୍କର ମୃ-ତ ଦେ-ହ ମିଳିଥିଲା। ସିସି-ଟିଭି ଆଧାରରେ ଏୟାରଫିଲ୍ଡ ଥାନା ପୋ-ଲିସି ଭୁବନେଶ୍ବରରୁ ଅଭି-ଯୁକ୍ତ ରାକେଶ ସ୍ବାଇଁଙ୍କୁ ଗି-ରଫ କରି କୁଆଖିଆ ପୋଲି-ସଙ୍କୁ ହସ୍ତା-ନ୍ତର କରିଥିଲେ।
ରାକେଶଙ୍କୁ ଗି-ରଫ କରିବା ପରେ କୋ-ର୍ଟ ଚାଲଣ କରି ଜେଲକୁ ପଠାଇ ଦିଆଯାଇଛି। ଯାଜପୁର ପୋ-ଲିସ ରେକେଶଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ନେବା ପାଇଁ ଚେଷ୍ଟା କରୁଛି। ଗୋଟିଏ ପରେ ଗୋଟିଏ ସିସି-ଟିଭି ଫୁଟେ-ଜର ଆଧା-ରରେ ପୋଲି-ସକୁ ତଥ୍ୟ ମିଳୁଛି। ୨୬ ତାରିଖ ଦିନ ରାକେଶ ଏବଂ ଝରାଫୁଲ ଏକ ଫାଷ୍ଟ-ଫୁଡ ଦୋକାନକୁ ଖାଇବା ପାଇଁ ଯାଇଥିଲେ , ଖାଇବା ଦେବା ମାତ୍ରେ ରାକେଶ ଝରାଫୁଲଙ୍କୁ ଖୁଆଇ ଦେଇଥିଲେ। ତାକୁ ଖାଇ ଝରାଫୁଲ ବାନ୍ତି କରି କାନ୍ଦୁ ଥିଲେ ଏବଂ କହୁଥିଲେ କି ପେଟ କାଟୁଛି ବୋଲି। ତାପରେ ରାକେଶ ଝରାଫୁଲଙ୍କୁ ସ୍କୁଟିରେ ବସାଇ ସେଠାରୁ କୁଆଡେ ପଳାଇ ଥିଲେ।