ଝରାଫୁଲଙ୍କ ହ-ତ୍ୟା ପଛରେ ପ୍ରେମ, କାହିଁକି ପ୍ରେମିକ ରାକେଶ ନେଇ ଫୋପାଡି ଥିଲା ଝରାଫୁଲଙ୍କ ମୃ-ତ ଦେହକୁ

ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କୁ ଭୁବନେଶ୍ବରରେ ହ-ତ୍ୟା କରି ଆଣି ଯାଜପୁରରେ ଫୋପାଡି ଦେଇଥିଲେ ଆରୋ-ପୀ। ମୁ-ଖ୍ୟ ଅଭି-ଯୁକ୍ତ ରାକେଶ ସ୍ବାଇଁଙ୍କୁ ପୋ-ଲିସ ଭୁବନେଶ୍ବରରୁ ଗି-ରଫ କରିଛି। ଝରାଫୁଲଙ୍କ ହ-ତ୍ୟା ଘଟ-ଣାରୁ ଧିରେ ଧିରେ ପ-ରଦା ଉଠୁଛି। ସେମାନଙ୍କର ପ୍ଲାନ ଥିଲାକି ଝରାଫୁଲଙ୍କୁ ଭୁବନେଶ୍ବରରେ ହ-ତ୍ୟା କରି ପ୍ର-ମାଣ ନ-ଷ୍ଟ କରିବା ପାଇଁ ମୃ-ତ ଦେ-ହକୁ ନେଇ ଯାଜପୁରରେ ଫୋପାଡିବେ। ଝରାଫୁଲଙ୍କ ମୃ-ତ ଦେ-ହକୁ ଦୁଇ ଜଣ ବ୍ୟକ୍ତି ସ୍କୁଟିରେ ନେଇ ଯାଜପୁରରେ ଫୋପାଡି ଥିଲେ , ଏହି ଘ-ଟଣା ସି-ସିି-ଟିଭି ରେ ରେ-କର୍ଡ ହୋଇଥିଲା। ଯାହାପରେ ପୋ-ଲିସ ଏହି ଭି-ଡିଓକୁ ଦେଖି ଘଟ-ଣାର ଖୋ-ଳ ତା-ଡ କରି ଭୁବନେଶ୍ବର ସ୍ଥିତ ସୁନ୍ଦରପଦାରେ ପୋଲି-ସ ଜାଞ୍ଚ କରିଛି।

ସଂନ୍ଧ୍ୟା ସମୟରେ ଆ-ରୋପୀ ରାକେଶଙ୍କୁ କମିସନରେଟ ପୋ-ଲିସ ଗି-ରଫ କରି ଏୟାରଫିଲ୍ଡ ଥା-ନାକୁ ନେଇ କୁଆଖାଇ ପୋ-ଲିସକୁ ହସ୍ତା-ନ୍ତର କରିଛି। ରାକେଶ ହେଉଛନ୍ତି ଝରା ଫୁଲଙ୍କ ବୟେଫ୍ରେଣ୍ଡ। ଭିଡି-ଓରେ ସ୍କୁଟି ପଛରେ ବସିଥିବା ବ୍ୟକ୍ତି ଜଣକ ହେଉଛି ରାକେଶ। ହ-ତ୍ୟା ପରେ ପ୍ର-ମାଣ ଲୁଚେ-ଇବାକୁ ଯାଇ ସେମାନେ ଝରାଫୁଲର ମୃ-ତ ଦେହକୁ ଭୁବନେଶ୍ବରରୁ ନେଇ ଯାଜପୁରରେ ଫୋ-ପାଡି ଥିଲେ। ସି-ସି-ଟିଭି ଫୁ-ଟେ-ଜରୁ ଜଣା ପଡିଛି ଯେ ସ୍କୁଟି ଚଲାଉ ଥିବା ପିଲାଟି ରାକେଶର ସାଙ୍ଗ ଶେଖର। ଶେଖର ବର୍ତ୍ତମାନ ଫେ-ରର ଅଛି। ପୋ-ଲିସ ତାକୁ ଖୋଜୁଛି।

୨୬ ତାରିଖ ଦିନ ୧୧ଟା ରେ ଝରାଫୁଲ ଭୁବନେଶ୍ବର ବସରେ ତାଙ୍କ ଗାଁ ମୟୁରଭଞ୍ଜରେ ଥିବା ଯଶୀପୁରକୁ ବାହାରି ଥିଲେ। କିନ୍ତୁ ସେ ତାପରେ ବାଣୀବିହାରରୁ ବସରୁ ଓହ୍ଲାଇ ଥିଲେ ଆଉ ୨୭ ତାରିଖ ଦିନ ଝରାଫୁଲର ମୃ-ତ ଦେ-ହ ମିଳିଥିଲା। ଏହି ଘ-ଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଆଶା କରାଯାଉଛି ଅଭି-ଯୁକ୍ତକୁ ଧରି-ବା ପରେ ସବୁ ସନ୍ଧେହ ଦୂର ହେବ।

ସୂଚନା ଅନୁସାରେ ରାକେଶ ଜଣେ ପାଇପ ମିସ୍ତ୍ରୀ । ଝରାଫୁଲଙ୍କ ହ-ତ୍ୟା ଘଟ-ଣାରେ ପୋ-ଲିସ ରାକେଶ ସ୍ବାଇଁଙ୍କୁ ଗି-ରଫ କରିଛି। ସେ ମୟୁରଭଞ୍ଜର ଯଶୀପୁରରେ ଝରାଫୁଲଙ୍କ ଗାଁରେ ପାଇପ କାମ କରୁଥିଲେ। ସେବେଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଥିଲା। ଝରାଫୁଲ ଭୁବନେଶ୍ବର ଆସିବା ବେଳେ ଦୁଇ ଜଣଙ୍କର ମିଳା-ମିଶା ହୋଇଥାଏ। ଗତ ୨୬ ତାରିଖ ଦିନ ଝରାଫୁଲ ଯଶୀପୁର ଯିବା ପାଇଁ ଝାଡେଶ୍ବର ବସରେ ବସିଥିଲେ କିନ୍ତୁ ସେ ପୁଣି ବାଣୀବିହାରରେ ବସରୁ ଓହ୍ଲାଇ ପଡି ଚାଲିଚାଲି ସେ ରୂପାଲି ଛକ ଯାଏ ଯାଇଥିଲେ। ସେଠି ଝରାଫୁଲର ବୟେଫ୍ରେଣ୍ଡ ରାକେଶ ଅପେକ୍ଷା କରିଥିଲା ଏବଂ ତାପରେ ସେ ତାଙ୍କୁ ସ୍କୁଟିରେ ହୋଟେଲ ନେଇ ଯାଇଥିଲା। ଦୁଇ ଜଣ ଏକାଠି ରାତି ବିତାଇ ଥିଲେ କିନ୍ତୁ ସକାଳୁ ରାକେଶ ଦେଖିଲା ବେଳକୁ ଝରାଫୁଲ ଅ-ଚେ-ତ ହୋଇ ପଡି-ଛନ୍ତି, ତାପରେ ତାଙ୍କ ମୁ-ଣ୍ଡ କାମ କରି ନଥିଲା। ସେ ତାଙ୍କ ସାଙ୍ଗ ଶେଖରଙ୍କୁ ଡାକି ସ୍କୁଟିରେ ନେଇ ଯିବା ସମୟରେ ଝରାଫୁଲଙ୍କର ବାଟରେ ମୃ-ତ୍ୟୁ ହୋଇ ଯାଇଥିଲା। ସେମାନେ ଭୟରେ ଶ-ବ କୁ କୁଆଖିଆ ପାଖରେ ଫୋ-ପାଡି ଦେଇ ପଳାଇ ଆସିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *