ଯେତେବେଳେ ବାଇକବାଲାଙ୍କ ଉପରେ ଭୁକିବାକୁ ଲାଗିଲା..
ଏହି କାହାଣୀ ଆପଣଙ୍କୁ ସିନେମା ପରି ଲାଗିବ କିନ୍ତୁ ଏହା ସତ୍ୟ ଡିସେମ୍ବରର ମାସ ଥିଲା , ପ୍ରତି ଦିନ ପରି junrell fuentes revilla ନିଜ ବାଇକରେ ଫିଲୀପିଂସ ର ସେବୁ ପାହାଡ ଦେଇ ଆସୁଥିଲେ। ହଠାତ୍ କେଉଁଠୁ ଏକ କୁକୁର ଆସି ତାଙ୍କ ପଛରେ ଦୌଡିବାକୁ ଲାଗିଲା। ସେ ଲାଗାତାର ଭୁକୁଥିଲା ଯେମିତି ସେ junrellଙ୍କୁ ରୋକି କିଛି କହିବାକୁ ଚାହୁଁଥିଲା।
ଯେତେବେଳେ କୁକୁର ପଛରେ ଗଲେ..
ଯେତେବେଳେ କୁକୁର ଭୋକିବା ବନ୍ଦ ନ କଲା ସେତେବେଳେ junrell ବାଇକରୁ ଓହ୍ଲାଇ କୁକୁର ପଛରେ ଗଲେ। ସେତେବେଳେ କୁକୁର ତାଙ୍କୁ ଏକ ଡମ୍ଫସାଇଟକୁ ନେଇଗଲା ଏବଂ ସେଠାରେ ଏକ ଛୋଟ ବଣ୍ଡଲ ପଡିଥିଲା। ଯେତେବେଳେ junrell ତାକୁ ଯାଇ ପାଖରୁ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସେଥିରେ ଏକ ନବଜାତ ଶିଶୁ ଟିଏ ଥିଲା ଯାହାକୁ କିଏ ଏପରି ଏକୁଟିଆ ଛାଡି ଦେଇ ଯାଇଥିଲା। କିନ୍ତୁ ଏହି କୁକୁର ପାଇଁ ସେହି ପିଲା ମିଳିଥିଲା, ଯିଏ ସମ୍ପୁର୍ଣ୍ଣ ସ୍ବସ୍ଥ ଥିଲା।
ସବୁବେଳେ ମଣିଷ ହିରୋ ହୋଇ ନଥାଏ..
junrell ତୁରନ୍ତ ଏହି ଖବର ପୋଲି-ସକୁ ଦେଇଥିଲେ। ସମ୍ପୁର୍ଣ୍ଣ ଘଟଣା ପୋଲି-ସକୁ କହିଥିଲେ କି ସେ କିପରି ଏହି ନବଯାତ ଶିଶୁକୁ ପାଇଥିଲେ। ଯାହାପରେ ଖବର ସୋଶିଆଲ ମିଡିଆରେ ଭାଇ-ରାଲ ହୋଇଥିଲା। ଏହାପରେ ଲୋକମାନେ ସେହି କୁକୁର ର ପ୍ରଶଂସା କରିଥିଲେ , ତାର ବୁଦ୍ଧି ଏବଂ ସାହସ ପାଇଁ ଗୋଟେ ନଃସ୍ପାପ ଶିଶୁର ଜୀବନ ବଞ୍ଚିଥିଲା। ଜନସାଧାରଣ କହୁଛନ୍ତି କି ସବୁ ହିରୋ ଟୋପି ପିନ୍ଧନ୍ତି ନାହିଁ ଏବଂ ସବୁ ହିରୋ ମଣିଷ ହୋଇ ନଥାଏ।
କୁକୁରର ସାହାର୍ଯ୍ୟ ପାଇଁ ପହଁଚିଲେ ଲୋକ।
ପ୍ରଥମରୁ ଜଣା ପଡୁଥିଲା କି କୁକୁର (ବ୍ଲୈକୀ )ର କୌଣସି ପରିବାର ନାହିଁ ବୋଲି କିନ୍ତୁ ଯେତେବେଳେ ସେବୁର ପଶୁ ରେସ୍କ୍ୟୁ କରୁଥିବା ବେସରକାରୀ ସଂସ୍ଥା Hope for strayକୁ ବ୍ଲୈକୀର ଲୋକେଶନ ଜଣା ପଡିଲା ସେତେବେଳେ ସେମାନେ ତା ପାଖରେ ପହଁଚିଥିଲେ। ତାଙ୍କୁ ଜଣା ପଡିଲା କି ବ୍ଲୈକୀର ଏକ ପରିବାର ଅଛି। ସେମାନେ ବହୁତ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାଙ୍କୁ ସାହାର୍ଯ୍ୟ ଆବଶ୍ୟକ।
ସବୁ କୁକୁରଙ୍କ ଦେଖା ଶୁଣା କରନ୍ତି।
ସଂସ୍ଥାକୁ ଚଲାଉ ଥିବା Gea ybarita କହୁଛନ୍ତି କି ସେ ବ୍ଲୈକୀର ମଲିକର ଏହି କଥା କବେ ବି ଭୁଲିବେ ନାହିଁ – କିଛି ଫରକ ପଡେ ନାହିଁ ଜୀବନ କେତେ ଜଟିଳ ଅଟେ। ହୁଏତ ମୁଁ ଗରିବ ଅଟେ କିନ୍ତୁ ମୁଁ ମୋ ସବୁ କୁୁକୁରଙ୍କୁ ଖାଇବାକୁ ଦେଉଛି ଏବଂ ଦେଖାରଖା କରୁଛି। ସେ କହୁଥିଲେ କି ଯେତେବେଳେ ବ୍ଲୈକୀର ପରିବାର ସହିତ ଦେଖା ହେଲା ସେତେବେଳେ ତାଙ୍କୁ ଲାଗିଲା କି ଏହି କୁକୁର ଏତେ ବୁଦ୍ଧିମାନ କିପରି ହେଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।