ଝିଅକୁ ଗାଧୁଆଘରକୁ ନେଇଗଲେ ମାଆ, ପ୍ରଥମେ ତାଡ଼ିଲେ ଆଖି ପୁଣି କଇଁଚିରେ ଜିଭ କାଟି ଚୋବେଇ-ଚୋବେଇ ଖାଇଲେ

ଦୁନିଆରେ ଅପ-ରାଧର କେତେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥାଏ। କିଛି ଘଟଣା ଏତେ ବିଭତ୍ସ ଜନକ ହୋଇଥାଏ ଯେ ଏହାକୁ ବିଶ୍ଵାସ କରିବା ଏତେ ସହଜ ହୋଇନଥାଏ। ଏମିତି ହିଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ବ୍ରାଜିଲରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ମହିଳା ନିଜ ପାଞ୍ଚବର୍ଷର ଝିଅକୁ ମା-ରି ତାର ଆଖି ଏବଂ ଜିଭ କାଟି ଖାଇ ଦେଇଥିଲେ। ମହିଳା ଜଣଙ୍କ ଭାବୁଥିଲେ କି ତାଙ୍କ ଝିଅ ଉପରେ କୈାଣସି ଭୂତର ଛାଇଥିଲା। ଏହି କାରଣରୁ ସେ ନିଜ ଝିଅକୁ ମା-ରି ଖାଇଦେଲେ। ଯେତେବେଳେ ପୋ-ଲିସ ମହିଳାଙ୍କୁ ଗି-ରଫ କରିଥିଲେ, ସେତେବେଳେ ସେ ଝିଅର ଶରୀର ପାଖରେ ବସି ମନ୍ତ୍ର ପଢୁଥିଲେ। ପୋ-ଲିସ ଛୁଆର ଶରୀରକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଦେଇଛନ୍ତି।

ବ୍ରାଜିଲର ଏକ ପାଞ୍ଚବର୍ଷୀୟ ଛୁଆର କଷ୍ଟଦାୟକ ହ-ତ୍ୟା ସମସ୍ତଙ୍କୁ ଦୋହଲାଇ ଦେଇଛି। ଛୁଆର ମାଆ ହିଁ ତାର ଆଖି ତାଡି ଦେଇଥିଲେ ଏବଂ ଜିଭ କାଟି ଦେଇଥିଲେ। ଏହାପରେ ଚୋବେଇ-ଚୋବେଇ ମାଂସ ଖାଇଥିଲେ।

ମହିଳାଙ୍କ ପରିଚୟ ଜୋସୀମାରେ ଗୋମ୍ସଙ୍କ ରୂପରେ ହୋଇଛି। ମହିଳା ବ୍ରାଜିଲର ମାରବିଲ୍ହାରେ ନିଜ ପାଞ୍ଚବର୍ଷର ଝିଅ ବ୍ରେଣ୍ଡା ଦା ସିଲ୍ବା ଏବଂ ନିଜ ବାପାଙ୍କ ସହିତ ରହୁଥିଲେ। ଘଟଣା ଦିନ ଜୋସୀମାରେ ନିଜ ଝିଅକୁ ନେଇ ଗାଧୁଆ ଘରକୁ ଯାଇଥିଲେ ଏବଂ ଅଧଘଣ୍ଟା ପର୍ଯ୍ୟନ୍ତ ତା’ର ମାଂସ ଖାଇଥିଲେ।

ଜୋସୀମାରେଙ୍କ ମାଆ ହିଁ ପୋଲି-ସକୁ ସକାଳ ଚାରିଟାରେ ଫୋନକରି ଘରକୁ ଡ଼ାକିଥିଲେ। ଯେତେବେଳେ ପୋ-ଲିସ ସେଠାରେ ପହଞ୍ଚିଥିଲେ ସେତେବେଳକୁ ଜୋସୀମାରେ ନିଜ ଝିଅର ହ-ତ୍ୟା କରି ସାରିଥିଲେ। ସେ ଛୁଆର ଆଖି ତାଡି ଦେଇଥିଲେ ଏବଂ ତା’ର ଜିଭକୁ ଅଧା ଖାଇ ସାରିଥିଲେ।

ରିପୋର୍ଟ ମୁତାବକ, ଯେତେବେଳେ ଜୋସୀମାରେଙ୍କୁ ପୋ-ଲିସ ଗାଧୁଆଘରୁ ବାହାର କରିଥିଲେ ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ମୁହଁରେ ତାଙ୍କ ଝିଅର ଜିଭ ଥିଲା। ଏହା ସହିତ ଦେଖିବାକୁ ସେ ବହୁତ ଅସୁସ୍ଥ ନଜର ଆସୁଥିଲେ।

ପୋ-ଲିସ ଦ୍ବାରା ଧରାହେବା ପରେ ଜୋସୀମାରେ କହିଥିଲେ କି ସେ ନିଜ ଝିଅକୁ ମାରି ନାହାନ୍ତି। ତାଙ୍କ ଝିଅ ଜିବିତ ଅଛି। କେବଳ ତା ଭିତରେ ଥିବା ସଇତାନର ହ-ତ୍ୟା ସେ କରିଛନ୍ତି।

ଜୋସୀମାରେଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣା ଯାଉଛି କି ମହିଳା ଜଣଙ୍କ ମାନସିକ ସ୍ତରରେ ଦୁର୍ବଳ ଅଟନ୍ତି। ସେ ଦୁଃଖରେ ଅଛନ୍ତି ଏବଂ ତାଙ୍କୁ ପାନିକ ଆଟାକ ହୋଇଛି।

ଜୋସୀମାରେଙ୍କ ବାପା ଯେତେବେଳେ ଗାଧୁଆଘରୁ ର-କ୍ତ ବାହାରୁଥିବାର ଦେଖିଲେ ସେତେବେଳେ ସେ ସଙ୍ଗେସଙ୍ଗେ ପୋଲି-ସକୁ ଜଣାଇଥିଲେ। ସେ ହିଁ କବାଟ ଭାଙ୍ଗି ଖୋଲିଥିଲେ। ଭିତର ପାର୍ଶ୍ଵରେ କଇଁଚି ପଡ଼ିଥିଲା ଏବଂ ଛୁଆର ଆଖି ବାହାରି ଯାଇଥିଲା। ଏମିତି ଦୃଶ୍ୟ ଦେଖି ଜୋସୀମାରେଙ୍କ ବାପାଙ୍କର ହାତ-ପାଦ ଫୁଲି ଯାଇଥିଲା।

ଏପରି ରାକ୍ଷସ ମା କୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *