ଶୋଶିଆଲ ମିଡ଼ିଆରେ ଏକ ଏମିତି ଭିଡିଓ ଭାଇ-ରାଲ ହେଉଛି, ଯେଉଁଥିରେ ଗୋଟିଏ ଛୋଟ ପୁଅ ସଡ଼କ ଉପରେ ଲ୍ୟାଣ୍ଡ କ୍ରୁଜର ଚଲାଉଥିବାର ନଜର ଆସିଛି। ଏହି ଭିଡିଓ ଶୋଶିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି ଏବଂ ଲୋକ ଏହି ଭିଡିଓକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଆମେ ଦେଖିଛୁ କି ଛୁଆଙ୍କର ବୋଧହୁଏ ବହୁତ କମ ବୟସରୁ ହିଁ ମୋଟର ସାଇକେଲ ଏବଂ କାର ଚଲାଇବାର ସୌକ ଥାଏ। କିନ୍ତୁ, ତାଙ୍କର କେତେ ବି ସୌକ ଥାଉ ନା କାହିଁକି, ମାଆ-ବାପା କେବେବି ନିଜ ଛୁଆଙ୍କୁ ଛୋଟ ବୟସରେ ଡ୍ରାଇଭ କରିବାକୁ ଅନୁମତି ଦିଅନ୍ତି ନାହିଁ। ପୁଣି ଛୁଆ କେତେ ବି ଜିଦି କରନ୍ତୁ ନା କାହିଁକି। ଆପଣ ବହୁତ ଥର ଛୁଆଙ୍କୁ ଛୋଟ ବୟସରେ ସାଇକେଲ ଚଲାଉଥିବାର ତ ନିଶ୍ଚିତ ଦେଖିଥିବେ। କିନ୍ତୁ, କଣ ଆପଣ କେବେ ଏକ ଛୋଟ ଛୁଆକୁ ଲ୍ୟାଣ୍ଡ କ୍ରୁଜର ଭଳି ବଡ଼ ଗାଡ଼ି ଚଳାଉଥିବାର ଦେଖିଛନ୍ତି। ଲ୍ୟାଣ୍ଡ କ୍ରୁଜର ନାମ ଶୁଣିବା ମାତ୍ରେ ହିଁ ଆପଣ ତ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ କି ଛୋଟ ଛୁଆ ଏତେ ବଡ଼ ଗାଡ଼ି କେମିତି ଚଲାଇ ପାରୁଛି।
କିନ୍ତୁ, ଶୋଶିଆଲ ମିଡ଼ିଆରେ ଏକ ଏମିତି ଭିଡିଓ ଭାଇ-ରାଲ ହେଉଛି, ଯେଉଁଥିରେ ଏକ ଛୋଟ ଛୁଆ ସଡ଼କ ଉପରେ ଲ୍ୟାଣ୍ଡ କ୍ରୁଜର ଚଲାଉଥିବାର ନଜର ଆସିଛି। ଏହି ଭିଡିଓ ଶୋଶିଆଲ ମିଡ଼ିଆରେ ବହୁତ ଜୋରରେ ଭାଇ-ରାଲ ହେଉଛି ଏବଂ ଲୋକ ଏହି ଭିଡିଓକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି। ଲୋକମାନେ ଏହି ଭିଡିଓକୁ ବିଶ୍ଵାସ ମଧ୍ୟ କରିବା ବହୁତ କଷ୍ଟସାଧ୍ୟ ହେଉଛି। ଏହି ଭିଡିଓରେ ଦେଖାଯାଉଛି କି ଏକ ୫ବର୍ଷର ଛୋଟ ଛୁଆ କଳା ରଙ୍ଗର ଲ୍ୟାଣ୍ଡ କ୍ରୁଜର ସହିତ ବଡ଼ ମଜାରେ ସଡକରେ ଦୌଡୁଛି। ଛୋଟ ଛୁଆକୁ ଲ୍ୟାଣ୍ଡ କ୍ରୁଜର ଚଲାଉଥିବାର ଦେଖି ଲୋକମାନଙ୍କର ହୋଶ ଉଡି ଯାଇଛି।
ଏହି ଭିଡିଓକୁ ଯେଉଁ ୟୁଜର ଶୋଶିଆଲ ମିଡ଼ିଆରେ ଶେୟାର କରିଛନ୍ତି, ସେ ଏହାକୁ ମୁଲ୍ତାନ ସହରର ବୋଲି କହିଛନ୍ତି। ଛୁଆଟି ମୁଲ୍ତାନ ସହରର ସବୁଠାରୁ ଭିଡ ଥିବା ରାସ୍ତା ଉପରେ ଲ୍ୟାଣ୍ଡ କ୍ରୁଜର ଭଳି ବଡ଼ ଗାଡ଼ି ନିର୍ଭୟରେ ଚଲାଉଛି। ଏହି ଭିଡିଓ ଦେଖିବା ପରେ କେତେ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାରଣ ସମସ୍ତେ ଏହା ଭାବୁଛନ୍ତି କି ବାସ୍ତବରେ ଏହା କେମିତି ସମ୍ଭବ ହୋଇପାରିଛି। ସେହି, ଭାଇ-ରାଲ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି କି ଛୁଆଟିର ପାଦ ରେସ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ଏଥିପାଇଁ ସେ କାରର ଫର୍ଶ ଉପରେ ଠିଆ ହୋଇଛି। ବାସ୍ତବରେ ଏଥିରେ କେତେ ପରିମାଣର ସତ୍ୟତା ରହିଛି, ଏହି କଥାର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ।
A small kid driving Landcruiser in Multan 😳 how’s his feet even touching pedals. Whose kid is this 😂 pic.twitter.com/h5AXZztnYb
— Talha (@No_where8000) January 26, 2021