ମଧ୍ୟ ପ୍ରଦେଶର ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଏହା କହି ଘରୁ ବାହାର କରିଦେଲେ କି ତାଙ୍କୁ ତାଙ୍କ ମୁହଁ ପସନ୍ଦ ଆସୁନାହିଁ। ଏହି ଅଜବପ୍ରକାର ଘଟଣା ରାଜ୍ୟର ଇନ୍ଦୌର ସହରର ପିବଡାୟ ଅଞ୍ଚଳର ଅଟେ।ଖବର ମୁତାବକ ଏଠାର ରହୁଥିବା ଜଣେ ବ୍ୟକ୍ତି ବାହାଘରର ପାଞ୍ଚବର୍ଷ ପରେ ନିଜ ସ୍ତ୍ରୀଙ୍କୁ ଘରୁ ବାହାର କରିଦେଲେ। ସ୍ତ୍ରୀଙ୍କୁ ଘରୁ ବାହାର କରିବା ସମୟରେ ସ୍ବାମୀ ତାଙ୍କୁ କହିଥିଲେ କି ତାଙ୍କ ସୁନ୍ଦରତା ଭଲ ନୁହେଁ। ଏହା ସହିତ ସ୍ତ୍ରୀଙ୍କ ସାମ୍ନାରେ ଏକ ସର୍ତ୍ତ ମଧ୍ୟ ରଖିଥିଲେ ଏବଂ ତାଙ୍କୁ କହିଥିଲେ କି ଯଦି ସେ ଘରକୁ ଫେରି ଆସିବାକୁ ଚାହୁଁଛନ୍ତି। ତାହେଲେ ନିଜ ସହିତ ଟଙ୍କା ଏବଂ ବାଇକ ନେଇ ଆସନ୍ତୁ।
ପି-ଡିତା ମହିଳା ପୋଲି-ସଙ୍କୁ ସାହାଯ୍ୟ ମାଗିଛନ୍ତି ଏବଂ ସ୍ଵାମୀଙ୍କ ବିରୋ-ଧରେ ପୋ-ଲିସ ଆଗରେ ଦରଖାସ୍ତ ମଧ୍ୟ ଜମା କରିଛନ୍ତି। ଏହି ପୂରା ଘଟଣା ଉପରେ ପୋ-ଲିସ କହିଛନ୍ତି କି, ଘଟଣା ଯୌତୁକ ପ୍ରତାରଣା ଜନିତ ଅଟେ ଏବଂ ଆମେ ତର୍ଜମା କରୁଛୁ। ପୋ-ଲିସଙ୍କ ଅନୁସାରେ ତାଙ୍କ ବାହାଘରକୁ ପାଞ୍ଚବର୍ଷ ହୋଇସାରିଛି। ସ୍ବାମୀ ସ୍ତ୍ରୀଙ୍କୁ ଏହା କହି ଘରୁ ବାହାର କରିଦେଲେ କି ତାଙ୍କ ସୁନ୍ଦରତା ଭଲ ନୁହେଁ। ଏହା ସହିତ ସ୍ବାମୀ ସ୍ତ୍ରୀଙ୍କୁ ଯୌତୁକରେ ବାଇକ ଏବଂ ଦୁଇଲକ୍ଷ ଟଙ୍କା ଆଣିବାକୁ କହିଛନ୍ତି।
ପୋଲି-ସଙ୍କ ଅନୁସାରେ ପିଡି-ତାଙ୍କ ନାମ ଆରତୀ ଅଟେ। ସେ ପୋ-ଲିସ ସାମ୍ନାରେ ସ୍ବାମୀ ଦିନେଶଙ୍କ ବ୍ୟତୀତ ଶାଶୁ ଦେବା ବାଈ, ଦେଢଶୁର ରବି ଏବଂ ବଡ଼ଯା ମୀନାଙ୍କ ବିରୋ-ଧରେ କେସ ଜମା କରିଛନ୍ତି। ଦରଖାସ୍ତ ଜମା କରିବା ସମୟରେ ଆରତୀ ପୋଲି-ସଙ୍କୁ କହିଥିଲେ କି ତାଙ୍କ ବାହାଘର ଦିନେଶଙ୍କ ସହ ବର୍ଷ ୨୦୧୫ରେ ହୋଇଥିଲା। ବାହାଘରର କିଛିଦିନ ପରେ ଦେଢଶୁର-ଯା, ଶାଶୁ ଏବଂ ସ୍ବାମୀ ଯୌତୁକ ପାଇଁ ତାଙ୍କୁ ବିରକ୍ତ କରିବାକୁ ଲାଗିଥିଲେ। ସେମାନେ ଆରତୀଙ୍କୁ ଟଙ୍କା ମାଗିଥିଲେ ଏବଂ ତାଙ୍କୁ ମାଡ଼ ମଧ୍ୟ ଦେଇଥିଲେ।ଆରତୀଙ୍କ ଅନୁସାରେ ତାଙ୍କ ଉପରେ ବହୁତ ଦାବି କରାଯାଇଛି ଏବଂ ତାଙ୍କୁ କୁହାଯାଇଛି କି ସେ ତାଙ୍କ ଘରଲୋକଙ୍କ ଠାରୁ ବାଇକ ଏବଂ ଦୁଇଲକ୍ଷ ଟଙ୍କା ନେଇ ଆସନ୍ତୁ।
ଝଗଡ଼ା କରିବା ସମୟରେ ଦିନେଶ ଆରତୀଙ୍କୁ ଏହା ମଧ୍ୟ କହିଥିଲେ କି ତାଙ୍କୁ ତାଙ୍କର ସୁନ୍ଦରତା ପସନ୍ଦ ଆସୁନାହିଁ। ଯେତେବେଳେ ଯୌତୁକ ଆଣିବେ, ସେତେବେଳେ ଘରେ ରହିବେ। ଆରତୀ ଏକବର୍ଷରୁ ବାପଘରେ ରହୁଛନ୍ତି। ପୋ-ଲିସ କହୁଛନ୍ତି କି, ଘଟଣା ଯୌତୁକ ପ୍ରତାରଣା ଜନିତ ଅଟେ ଏବଂ ଆମେ ତର୍ଜମା କରୁଛୁ। ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଧରାଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।