ଶୋଶିଆଲ ମିଡ଼ିଆରେ ଏକ ଭିଡିଓ ଜୋରରେ ଭାଇ-ରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କୈାଣସି ସମାରୋହରେ ଜଣେ ପ୍ରୋଫେଶନଲ ଡ୍ୟାନ୍ସରଙ୍କ ସହିତ ଅ-ଶ୍ଳୀଳ ବ୍ୟବହାର କରୁଥିବାର ନଜର ଆସିଥିଲେ। ଏହି ଭିଡିଓ ରାଜସ୍ଥାନର ଏକ ବିଜେପି ନେତାଙ୍କର ଅଟେ।
ବାସ୍ତବରେ ଏହି ଭିଡିଓ ଚିତ୍ତୌଡଗଡ ଜିଲ୍ଲାର ମାଙ୍ଗରୋଲ କ୍ଷେତ୍ରର ଏକ ବିବାହ ସମାରୋହର ବୋଲି ଜଣା ଯାଉଛି। ଯେଉଁଠାରେ କୈଳାଶ ଗୁର୍ଜର ଜଣେ ମହିଳାଙ୍କ ସହିତ ଅ-ଶ୍ଳୀଳ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।
ଏହି ଭିଡିଓ ୨୩ଜାନୁଆରୀର ବୋଲି ଜଣା ଯାଉଛି କିନ୍ତୁ ଶୋଶିଆଲ ମିଡ଼ିଆରେ ବର୍ତ୍ତମାନ ଏହା ଜୋରରେ ଭାଇ-ରାଲ ହେଉଛି।
ଏହି ଘଟଣାରେ କୈଳାଶ ଗୁର୍ଜର ସଫେଇ ଦେବା ସମୟରେ କହିଥିଲେ କି ସେ ତାଙ୍କ ପରିବାରର ବିବାହ ସମାରୋହରେ ଭାଗ ନେବାକୁ ଯାଇଥିଲେ। ଯେଉଁଠାରେ କୈାଣସି ରାଜନୈତିକ ଶତ୍ରୁ ଏହି ଭିଡିଓକୁ ଖରାପ କରିବା ପାଇଁ ଭାଇ-ରାଲ କରି ଦେଇଛନ୍ତି।
बीजेपी नेता के डांस का वीडियो वायरल, सफ़ाई में कही यह बात #ATVideo #Chittorgarh pic.twitter.com/MvuBHeLIwh
— AajTak (@aajtak) January 27, 2021
କୈଳାଶ ଗୁର୍ଜର, ପ୍ରତାପଗଡ ଜିଲ୍ଲାର ଛୋଟୀସାଦଡୀ କ୍ଷେତ୍ରର ବିଜେପି ଗ୍ରାମୀଣ ମଣ୍ଡଳ ଅଧକ୍ଷ ଅଟନ୍ତି। ଏହି ଭିଡିଓ ଏମିତି ସମୟରେ ଭାଇ-ରାଲ ହୋଇଛି ଯେତେବେଳେ କି ୨୮ ଜାନୁଆରୀରେ ଏଠାରେ ପାର୍ଥୀ ନିର୍ବାଚନ ପାଇଁ ଭୋଟିଂ ହେବାର ଅଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।