ରୂଷର ରାଷ୍ଟ୍ରପତି ବ୍ଲାଦିମୀର ପୁଟିନ ବୁଧବାରକୁ ସତର୍କ କରି କହିଛନ୍ତି କି କ୍ଷତ୍ରୀୟ ଲଢେଇ ବହୁତ ତିବ୍ରରେ ବୃଦ୍ଧି ହେବା କାରଣରୁ ଅନ୍ତରରାଷ୍ଟ୍ରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି, ଯେଉଁଥିରେ ଗ୍ଲୋବାଲ ବିକାଶର ପତନ ଏବଂ ସମସ୍ତେ ପରସ୍ପର ସହିତ ଲଢେଇ କରିବା ପାଇଁ ପ୍ରସ୍ତୁତ ରହିବାର ବିପଦ ତିବ୍ରରେ ବଢି ଚାଲିଛି।
ପୁଟିନ ବିଶ୍ବ ଆର୍ଥିକ ମଞ୍ଚର ସାପ୍ତାହ ସାରାର ଡିଜିଟାଲ ‘ଦାବୋସ ଏଜେଣ୍ଡା ସମିଟ ‘ ରେ ନିଜ ବିଶେଷ ସମ୍ଭୋଧନାରେ କଟ୍ଟୁ ଶବ୍ଦର ବ୍ୟବହାର କରି ଏବଂ ବଢୁଥିବା ସାମାଜିକ ବିଭାଜନ ତଥା ଅଂଶୀଦାର ଆହ୍ବାନ ଗୁଡିକ ବିଷୟରେ ଥିବା ଆହ୍ବାନ ଏବଂ ୧୯୩୦ ଦଶକର ଆରମ୍ଭ ବର୍ଷ ଭିତରର ସମାନତାକୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଥିଲେ କି ସେଥିରୁ ବାମପନ୍ଥୀ ଏବଂ ଦକ୍ଷିଣ ପନ୍ଥୀ ଦୁଇ ପ୍ରକାରର ଲୋକଲୁଭାବନବାଦକୁ ବଢାଇ ଦିଆଯାଇଛି ଏବଂ ଚରମପନ୍ଥୀ ଗତିବିଧିରେ ବୃଦ୍ଧି ହୋଇଛି।
ପୁଟିନ ପର-ମାଣୁ ହଥିଆର ବିଷୟରେ କହିଛନ୍ତି କି ଏହା ଠିକ ପଦକ୍ଷପ ଅଟେ କିନ୍ତୁ ଲଢେଇ କେତେ ଗୁଣ ବଢୁଛି, ତଥା ପରିସ୍ଥିତି ଅନିୟନ୍ତ୍ରଣ ହୋଇପାରେ ଯଦି ଆମେ କିଛି ନ କରି ଚୁପ ଚାପ ବସି ରହୁ। ରୂଷୀ ଜିଡିପିରେ ୨୦୨୦ରେ ଅଭାବ ଆସିବା ପରେ ଏହି ବର୍ଷ ତିନି ପ୍ରତିଶଦର ବୃଦ୍ଧି ହେବାର ଅନୁମାନ କରା ଯାଉଛି। ଗତ ଜିଡିପିରେ ଅଭାବ ଆସିବାର ମୁଖ୍ୟ କାରଣ କରୋନା ମହାମାରୀ ଏବଂ ବସ୍ତୁର ଅର୍ଥବ୍ୟବସ୍ଥାରେ ବ୍ୟବଧାନ।
ପୁଟିନ କହିଛନ୍ତି କି ଅନ୍ତରରାଷ୍ଟ୍ରିୟ ଅର୍ଥବ୍ୟବସ୍ଥା ର୍ଦୁବଳ ହୋଇ ଚାଲିଛି, କ୍ଷତ୍ରୀୟ ଲଢେଇ ବଢି ଚାଲିଛି। ଗ୍ଲୋବାଲ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି। ଗ୍ଲୋବାଲ ବିକାଶର ପତନ ହେବାର ବିପଦ ରହିଛି ଏବଂ ସମସ୍ତଙ୍କୁ ପରସ୍ପର ସହିତ ଲଢେଇ କରିବା ପାଇଁ ପ୍ରସ୍ତୁତ ରହିବାର ବିପଦ ରହିଛି। ପୁଟିନ IMF ବିଷୟରେ ଅନୁମାନ କରି କହିଛନ୍ତି କି ସାର୍ବଜାନିକ ଏବଂ ନିଜ କ୍ଷେତ୍ରର ମୋଟ ଋଣ ସ୍ତର ଗ୍ଲୋଲାବ ଜିଡିପିର ୨୦୦ ପ୍ରତିଶଦ ପାଖାପାଖି ଅଟେ, ଯେତେବେଳେ କିଛି ଅର୍ଥବ୍ୟବସ୍ଥାରେ ଏହା ୩୦୦ ପ୍ରତିଶଦ ଅଛି।
ସେ କହିଛନ୍ତି କି ବାସ୍ତବିକ ଏବଂ ଭର୍ଚୁଆଲ ଅର୍ଥବ୍ୟବସ୍ଥା ଭିତରେ ବଢୁଥିବା ବାସ୍ତବିକ ବିପଦକୁ ଉଜାଗର କରେ। ପୁଟିନ କହିଛନ୍ତି କି କରୋନା ଭାଇରସ ମହାମାରୀରୁ ଟେକନିକ ବିକାଶ ବହୁତ ତିବ୍ର ହୋଇଯାଇଛି। କିନ୍ତୁ ଏହି ପ୍ରକ୍ରିୟା ଶ୍ରମ ବଜାରରେ ନୂଆ ସଂରଚନାତ୍ମକ ପରିବର୍ତ୍ତନ ମଧ୍ୟ ଆଣୁଛି।
ସେ କହିଛନ୍ତି କି ଏଥିପାଇଁ ଦେଶର କୁଶଳ ଚେଷ୍ଟା ବିନା କେତେକ ଲୋକମାନଙ୍କ ମଧ୍ୟରେ ଚାକିରୀ ହରାଇବାର ବିପଦ ଏବଂ ଏହା ସବୁଠାରୁ ଅଧିକ ମଧ୍ୟବର୍ଗକୁ ପ୍ରଭାବିତ କରିଥାଏ। ଯିଏ କୌଣସି ବି ଆଧୁନିକ ସମାଜର ମହତ୍ବପୂର୍ଣ୍ଣ ଅଂଶ ଅଟେ। ସେ କହିଛନ୍ତି କି ବଢୁଥିବା ଆର୍ଥିକ ସମସ୍ୟା ଗୁଡିକ ଏବଂ ଅସମାନତା ସମାଜକୁ ବିଭାଜିତ କରୁଛି ତଥା ସାମାଜିକ ଏବଂ ଜାତିଗତ ଅହସିଷ୍ଣୁତାକୁ ବଢାଉଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।