ପୁଣି ଏକ ନାରୀ ଉପରେ ଅତ୍ୟା-ଚାର, ରେପ ପରେ ଗୁପ୍ତା-ଙ୍ଗରେ ବୋତଲ ଭର୍ତ୍ତୀ କଲେ ର୍ଦୁ-ବୁତ

ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢି ଚାଲିଛି। ଏମିତି ଏକ ଲୋମ ଟାଙ୍ଗୁରା ଘଟଣା ସାମ୍ମନାକୁ ଆସିଛି ରାଜସ୍ଥାନର ନାଗୌର ଜିଲ୍ଲାରୁ। ସେଠାକାର ଜଣେ ମିଳାଙ୍କୁ ରେ-ପ କରିବା ପରେ ତାଙ୍କ ଗୁପ୍ତା-ଙ୍ଗରେ ବୋତଲ ଭର୍ତ୍ତୀ କରି ଦେଇଥିଲେ ର୍ଦୁ-ବୁତମାନେ।

ନାଗୌର ଜିଲ୍ଲାରେ ଥିବା ଗୋଟିଏ ଗାଁର ମହିଳା ତାଙ୍କ ନୂଆ ଘର ତିଆରି ହେଉଥିବା ସ୍ଥାନକୁ ଯାଉଥିଲେ, ସେହି ସମୟରେ ତିନି ଜଣ ଯୁବକ ମିଶି ମହିଳା ଜଣଙ୍କୁ ରେ-ପ କରିଥିଲେ । ମହିଳା ଜଣଙ୍କ ଯେତେ ବିରୋଧ କଲାପରେ ମଧ୍ୟ ସେମାନେ ମାନି ନଥିଲେ।

ଏହା ସହିତ ସେହି ତିନି ଜଣ ଯୁବକ ମହିଳାଙ୍କୁ ରେ-ପ କରିବା ପରେ ତାଙ୍କ ଗୁପ୍ତା-ଙ୍ଗରେ ବୋତଲ ଭର୍ତ୍ତୀ କରି ତାଙ୍କୁ ଧମକେଇ ଥିଲେ କି ଯଦି ସେ ଏ ବିଷୟରେ କାହାକୁ କହିବେ ତେବେ ତାଙ୍କୁ ଜୀବନରୁ ମାରି ଦେବେ। ଏହି ଘଟଣା ଘଟିଥିଲା ଜାନୁଆରୀ ୧୯ ତାରିଖରେ କିନ୍ତୁ ମହିଳା ଜଣଙ୍କ ଲଜ୍ୟା ଭ-ୟରେ ଘରେ କାହାକୁ କହି ନଥିଲେ। ଯେତେବେଳେ ଏହି ଘଟଣା ବିଷୟରେ ପି-ଡୀତା ମହିଳାଙ୍କ ପରିବାର ଲୋକ ଜାଣିଲେ ସେତେବେଳେ ସେମାନେ ତୁରନ୍ତ ଯାଇ ପୋଲି-ସରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗରେ ପୋ-ଲିସି ମା-ମଲା ରୁଜୁ କରିଛି କିନ୍ତୁ ଏପର୍ଯ୍ୟନ୍ତ ପୋଲି-ସି କୌଣସି ଅଭି-ଯୁକ୍ତଙ୍କୁ ଗି-ରଫ କରି ନାହିଁ। ସେହି ଗାଁର କାନାରାମ ଜାଟ , ପାଞ୍ଚୁ ରାମ ଜାଟ ଏବଂ ଆଉ ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତମାନେ ବର୍ତ୍ତମାନ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋ-ଲିସ ତ-ଦନ୍ତ କରୁଛି ଏବଂ ମହିଳା ଜଣଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠା ଯାଇଛି।

Leave a Reply

Your email address will not be published. Required fields are marked *