LIC ର ନୂଆ ପଲିସି, ପ୍ରତ୍ୟକ ଦିନ ୧୬୦ ଟଙ୍କା ଜମା କରି ୨୩ ଲକ୍ଷ ଟଙ୍କା ପାଆନ୍ତୁ

LIC ଦେଶର ସବୁଠାରୁ ବଡ ସରକାରୀ ବୀମା ପଲିସି କମ୍ପାନୀ ଅଟେ। ଏହାର ନେଟଓ୍ବାର୍କ ଗାଁ ଠାରୁ ସହର ପର୍ଯ୍ୟନ୍ତ ରହିଛି। LICରେ ନିବେଶ କରିବା ସବୁଠାରୁ ଭଲ। ଏଥିରେ ପଲିସିର ମେଚ୍ୟୋରିଟୀ ହେବାପରେ ଭଲ ବୋନସ ମିଳିଥାଏ । ଏହା ସହିତ ଯଦି କୌଣସି ର୍ଦୁଘଟଣାରେ ପଲିସି କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ଆର୍ଥିକ ସୁରକ୍ଷା ମିଳିଥାଏ।

LIC ଲୋକମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଅଲଗା ଅଲଗା ପଲିସି ଆଣିଥାଏ। ଏବେ LICରେ ଅନ ଲାଇନିରେ ମଧ୍ୟ ପଲିସି ନେଇ ପ୍ରିମିୟମ ଜମା କରି ପାରିବେ। LICରେ ଜମା କରା ଯାଇଥିବା ପଇସା ସୁରକ୍ଷିତ ରହିଥାଏ। LIC ଯୋଜନାରେ ଜମା କରାଯାଇ ଥିବା ପଇସା ସରକାରଙ୍କ Sovereign Guarantee ମିଳିଥାଏ। ଆଜି ଆମେ ଆଣଙ୍କୁ ଏପରି ଏକ ପଲିସି ବିଷୟରେ କହିବାକୁ ଯାଉଛୁ।

ଆଜି କାଲି ସବୁ ଲୋକମାନଙ୍କର ଟଙ୍କା ପଇସାର ସମସ୍ୟା ହେଉଛି। କୋରୋନା ମହାମାରୀ ପାଇଁ ପ୍ରତ୍ୟକ ବର୍ଗର ଲୋକମାନଙ୍କ ଆମଦାନୀ ଉପରେ ପ୍ରଭାବ ପଡିଛି। ଏମିତିରେ ଅଧିକ ପ୍ରିମିୟମର ପଲିସି ନେବା ପାଇଁ ସବୁ ଲୋକମାନେ ସର୍ମଥ ନୁହଁନ୍ତି । ଏହାକୁ ଦେଖି LIC କମ ପ୍ରିମିୟମ ବାଲା ପଲିସି ଆରମ୍ଭ କରିଛି, ଯେଉଁଥିରେ ସମସ୍ତେ ନିବେଶ କରି ପାରିବେ। ଏହି ପଲିସିରେ ରିଟର୍ନ ମଧ୍ୟ ବହୁତ ଭଲ ମିଳୁଛି।

LICର ଏହି ନୂଆ ମନି ବ୍ୟାକ ପଲିସିରେ ଟ୍ୟାକ୍ସ ଛାଡ ସହିତ କେତେକ ପ୍ରକାରର ଫାଇଦା ମିଳିଥାଏ। ଏହି ପଲିସିରେ ମାତ୍ର ୧୬୦ ଟଙ୍କା ଜମା କରିବେ। ଏହି ନିବେଶରେ ପଲିସି ମେଚ୍ୟୋରିଟୀ ହେବା ପରେ ୨୩ ଲକ୍ଷ ଟଙ୍କା ପାଇ ପାରିବା।

LIC ର ନ୍ୟୁ ମନି ବ୍ୟାକ ପଲିସି ନନ-ଲିଙ୍କଡ ଲାଇଫ ଇନ୍ଶୁୟୋରେନ୍ସ ପଲିସି ଅଟେ। ଏଥିରେ ଗ୍ୟାରେଣ୍ଟି ରିଟର୍ନ ସହିତ ବୋନସ ବି ମିଳିଥାଏ। ଏହି ପ୍ଲାନର ଖାସ ହେଉଛି ଏହା କି, ବୀମା କରିଥିବା ଲୋକକୁ ପ୍ରତ୍ୟକ ୫ ବର୍ଷରେ ମନି ବ୍ୟାକ, ମେଚ୍ୟୋରିଟୀରେ ଭଲ ରିଟର୍ନ ସହିତ ଟ୍ୟାକ୍ସ ଇନ୍ଶ୍ୟୋରେନ୍ସର ଲାଭ ମଧ୍ୟ ମିଳିବ।

LIC ର ଏହି ପଲିସି ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି ଅଟେ। ଏହି ଟ୍ୟାକ୍ସରେ ମିଳୁଥିବା ସୁଧ , ପ୍ରିମିୟମ ପେମେଣ୍ଟ ଏବଂ ମେଚ୍ୟୋରିଟୀରେ ମିଳୁଥିବା ରାଶି ଉପରେ କୌଣସି ପ୍ରକାରର ଟ୍ୟାକ୍ସ ଲାଗେ ନାହିଁ। ଏହି ପ୍ଲାନରେ ଯଦି କିଏ ୨୫ ବର୍ଷ ପର୍ଯ୍ୟନ୍ତ ପତ୍ରିଦିନ ୧୬୦ ଟଙ୍କା ନିବେଶ କରାଯିବ। ତେବେ ମେଚ୍ୟୋରିଟୀ ପରେ ୨୩ ଲକ୍ଷ ଟଙ୍କା ମିଳିବ।

LICର ଏହି ପଲିସି ୧୩-୫୦ ବର୍ଷ ବୟସର ଲୋକ କରି ପାରିବେ। ଏହି ଫ୍ଲାନର ୫ବର୍ଷ, ୧୦ବର୍ଷ, ୧୫ବର୍ଷ ଏବଂ ୨୦ବର୍ଷ ପରେ ୧୫-୨୦ ପ୍ରତିଶଦ ମନି ବ୍ୟାକ ମିଳିବ। କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ପ୍ରିମିୟମ ୧୦ ପ୍ରତିଶଦ ଯମା ହୋଇ ସାରିଥିବ।

LICର ଏହି ପଲିସର ମେଚ୍ୟୋରିଟୀରେ ବୋନସ ମିଳିଥାଏ। ମୋଟ ୧୦ ଲକ୍ଷ ଟଙ୍କାର ଏହି ପ୍ଲାନରେ ର୍ଦୁଘଟଣାରେ ମୃତ୍ୟୁ ହେବା ପରେ ମଧ୍ୟ ଲାଭ ମିଳିଥାଏ। ଏହା ବ୍ୟତିତ ମେଚ୍ୟୋରିଟୀରେ ସୁଧ ଯୋଡି ତାର ପୁରା ମୂଲ୍ୟ ଦିଆଯାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *