ପ୍ରିନ୍ସିପାଲ ଦମ୍ପତି କଲେ ଝିଅଙ୍କୁ ହ-ତ୍ୟା, କହିଲେ-ସୋମବାର ଠାରୁ ସତ୍ୟଯୁଗ ଆରମ୍ଭ, ପୁଣି ଜିଇଁ ଉଠିବେ!

ଅନ୍ଧ-ବିଶ୍ୱାସ ଚକରରେ ପଡି ମାଆ-ବାପା ହିଁ ନିଜ ଦୁଇ ଯୁବା ଝିଅଙ୍କର ଜୀ-ବନ ନେଇଗଲେ। ଏହି ଘଟଣା ଚିତ୍ତୁର ଜିଲ୍ଲାର ମଦନାପଲ୍ଲେ ବସ୍ତିରେ ରବିବାର ଦିନ ରାତିରେ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଆରୋ-ପୀ ମାଆ-ବାପା ଦୁହେଁ ବହୁତ ଉଚ୍ଚ ଶିକ୍ଷିତ ଅଟନ୍ତି।

ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ଧ-ବିଶ୍ୱାସ ଚକରରେ ପଡି ମାଆ-ବାପା ହିଁ ନିଜ ଦୁଇ ଯୁବା ଝିଅଙ୍କର ଜୀ-ବନ ନେଇଯାଇଥିଲେ। ଏହି ଘଟଣା ଚିତ୍ତୁର ଜିଲ୍ଲାର ମଦନାପଲ୍ଲେ ବସ୍ତିରେ ରବିବାର ଦିନ ରାତିରେ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଏହା ଅଟେ କି ମାଆ-ବାପା ଦୁହେଁ ବହୁତ ଉଚ୍ଚ ଶିକ୍ଷିତ ଅଟନ୍ତି।

आंध्र प्रदेश के चित्तूर से हैरान कर देने वाली घटना (फाइल फोटो)

ଝିଅମାନଙ୍କ ପରିଚୟ ଅଲେଖ୍ୟା(୨୭ ବର୍ଷ) ଏବଂ ସାଈ ଦିବ୍ୟା(୨୨) ବର୍ଷର ଅଟନ୍ତି। ଏହି ପରିବାର ମଦନାପଲ୍ଲେର ଶିବ ମନ୍ଦିର ଗଳିରେ ରହୁଥିଲେ। ଆରୋ-ପ ହେଉଛି କି ମାଆ ଦୁଇ ଝିଅଙ୍କୁ ଡମ୍ବବେଲରେ ବାଡ଼େଇ ଛନ୍ତି।

ମାଆ ପଦ୍ମଜା ଏବଂ ବାପା ପୁଋଷତ୍ତୋମ ନାଇଡୁ ଦୁହେଁ ପ୍ରିନ୍ସିପାଲ ଅଟନ୍ତି। ବଡ଼ଝିଅ ଅଲେଖ୍ୟା ଭୋପାଳରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେହି ଛୋଟ ଝିଅ ସାଈ ଦିବ୍ୟା ବୀବୀଏ କରୁଥିଲେ। ସାଈ ଦିବ୍ୟା ମୁମ୍ବାଇର ଏଆର ରହମାନ ମ୍ଯୁଜିକ ସ୍କୁଲର ଛାତ୍ର ଥିଲେ ଏବଂ ଲକଡାଉନ ସମୟରେ ଘରକୁ ଫେରିଥିଲେ।

ପୋଲି-ସଙ୍କ କହିବା କଥା ହେଉଛି କି ଏହି ପରିବାର କୋଭିଡ-୧୯ ଲକଡାଉନ ସମୟରେ ଅଜବପ୍ରକାରର ବ୍ୟବହାର କରୁଥିଲେ। ପଡୋଶୀ ମାନଙ୍କୁ ଏହି ଘରୁ ରବିବାର ଦିନ ରାତିରେ ଚିତ୍କା-ରର ଶବ୍ଦ ଶୁଣିବାକୁ ମିଳିଥିଲା ତ ପୋଲି-ସକୁ ଏହାର ସୂଚନା ଦେଇଥିଲେ।

ଯେତେବେଳେ ପୋ-ଲିସ ଘର ଭିତରକୁ ଯିବାକୁ ଚାହିଁଲେ ତ ଆରୋପୀ ଦମ୍ପତି ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲି-ସବାଲା ଭିତରକୁ ଯାଇଥିଲେ ତ ସେଠାକାର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୋଟିଏ ଝିଅର ଶବ ଠାକୁର ଘରୁ ମିଳିଥିଲା। ଦ୍ଵିତୀୟ ଝିଅଟିର ଶବ ଅନ୍ୟ ଏକ କୋଠରୀରୁ ମିଳିଥିଲା। ଦୁଇଟି ଯାକ ଶବକୁ ନାଲି କପଡ଼ାରେ ଘୋଡା ହୋଇଥିଲା।

ଦୁଇ ଆରୋ-ପୀ ସ୍ଵାମୀ-ସ୍ତ୍ରୀ ଏହି ଆପରାଧକୁ କରିବା ପରେ ମଧ୍ୟ ଟିକିଏ ବି ଚିନ୍ତିତ ଦେଖା ଯାଉନଥିଲେ। ପୋଲି-ସ ଯେତେବେଳେ ତାଙ୍କୁ ପଚରାଉଚରା କରିଥିଲେ ତ ସେମାନେ କହିଥିଲେ କି ତାଙ୍କ ଦୁଇ ଝିଅ ସୂର୍ଯ୍ୟଙ୍କର ଉତ୍ତାପ ସହିତ ହିଁ ଜିବିତ ହୋଇଯିବେ କାରଣ ‘କଳିଯୁଗ’ ଶେଷ ହୋଇଯିବ ଏବଂ ସୋମବାର ଠାରୁ ‘ସତ୍ୟଯୁଗ’ ଆରମ୍ଭ ହେବ। ପୋଲି-ସ ସ୍ଵାମୀ-ସ୍ତ୍ରୀଙ୍କୁ ହାଜତକୁ ନେଇ ଯାଇଛନ୍ତି ଏବଂ ଦୁଇ ଶ-ବକୁ ପୋଷ୍ଟବଟମ ପାଇଁ ପଠାଇ ଦେଇଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *