ସମସ୍ତେ ସର୍ବଦା କୁକୁର ଓ ବିଲେଇର ଯୁଦ୍ଧ ଓ ଶତ୍ରୁତା ବିଷୟରେ ଶୁଣୁଛନ୍ତି। ଆପଣ ନିଶ୍ଚିତ ଭାବରେ ଆପଣଙ୍କ ସ୍ଥାନୀୟ କଲୋନୀ କିମ୍ବା ଘରେ ସେମାନଙ୍କର ଯୁଦ୍ଧ ଦେଖିଥିବା। ଏହା ପରେ ବି ବିଲେଇ ଓ କୁକୁର ମଧ୍ୟରେ ଥିବା ଭଲ ସମ୍ପର୍କର ଏକ ଭିଡିଓ ଭାଇ-ରାଲ୍ ହୋଇଛି ଯାହାକୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ କିପରି ଏକ କୁକୁର ବିଲେଇ ଛୁଆକୁ କ୍ଷୀର ଖାଇବାକୁ ଦେଉଛି।
ଏହି ଭିଡିଓଟି ନାଇଜେରିଆର ଏକ ଗାଆଁର। ଭିଡ଼ିଓରେ ଗୋଟିଏ କୁକୁର ଛୁଆଟି ଭୂମି ଉପରେ ଶୋଇଛି ଓ ତା’ର ବେକରେ କଳା ରଙ୍ଗର ବେଲଟ୍ ପିନ୍ଧିଛି। ବିଲେଇ ଛୁଆକୁ କ୍ଷୀର ପିଇବାକୁ ଦେଉଛି। ଏହି ଭିଡିଓ ଏକ ସମାଚାର ର କର୍ମଚାରୀ ଟୁଇଟରରେ ସେୟାର କରିଛନ୍ତି।୩୨ ସେକେଣ୍ଡର ଏହି ଭିଡ଼ିଓରେ ବିଲେଇ ଓ କୁକୁର ଚାରିପଟେ ଲୋକମାନେ ଘେରି ଅଛନ୍ତି। ଆଉ କିଛି ଲୋକ କ୍ୟାମେରାରେ ଏହାର ଭିଡିଓ କରୁଛନ୍ତି।
ଏହି ଭିଡିଓଟି ଅତି ଶୀଘ୍ର ଭାଇ-ରାଲ ହେବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ଏହି ଭିଡିଓ 383.5k ରୁ ଅଧିକ ଲାଇକ୍ ମିଳିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଅନେକ ପ୍ରଶ୍ନ ପଚାରୁଛନ୍ତି। ଯେମିତି କୁକୁରର ଛୁଆମାନେ କୋଉଠି ଅଛନ୍ତି? ବିଲେଇ ଛୁଆର ମାଆ କେଉଁଠି? ଅନ୍ୟ ପଟେ କିଛି ଲୋକ ଏହାର ପ୍ରଶଂସା କରୁଛନ୍ତି।
ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇଉଜର୍ ମାନେ ଏହାକୁ ଦେଖି ପ୍ରତିକ୍ରିୟା ମଧ୍ୟ କରିଛନ୍ତି। ଜଣେ ଇଉଜର୍ ମଧ୍ୟ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହି ଭିଡିଓ ଅତ୍ୟନ୍ତ ମନୋରମ ହୋଇଛି।
WATCH: It's a most unusual sight: a kitten was spotted feeding on milk from a nursing dog in a remote village in Nigeria pic.twitter.com/CmmVME3yFo
— Reuters India (@ReutersIndia) January 24, 2021
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।