Gold Rate Today: ତିବ୍ରତାର ସହ ସୁନାର ମୂଲ୍ୟର ପତନ, ପୁଣି ୪୯ ହଜାରରୁ ତଳକୁ ଖସିଲା ସୁନା

ସପ୍ତାହର ପ୍ରଥମ ଦିନରେ ସୁନାର ମୂଲ୍ୟରେ ପତନ ଦେଖିବାକୁ ମିଳିଛି। MCXରେ ଫେବୃଆରୀ ବିତରଣ ବାଲା ସୁନା ସୋମବାରକୁ ୧୫ ଟଙ୍କା ବଢି ପୁଣି ଥରେ ପତନ ହୋଇଥିଲା। ଅପରାହ୍ନ ୧୨ଟାରେ ଏହା ୧୪୬ ଟଙ୍କର ପତନ ସହିତ ୪୮୯୯୪ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା। ଏପ୍ରିଲରେ ଡେଲିଭରି ହେବାର ଥିବା ସୁନା ମଧ୍ୟ ୧୬୩ ଟଙ୍କାର ପତନ ହେବା ସହିତ ୪୯୧୩୫ ଟଙ୍କା ଉପରେ ବାଣିଜ୍ୟ କରୁଥିଲା।

MCX ରେ ଫେବୃଆରୀ ଡେଲିଭରି ବାଲା ସୁନା ସୋମବାରକୁ ୧୫ ଟଙ୍କାର ତିବ୍ରତା ସହିତ ୪୯୧୫୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ପର ଅଧିବେଶନରେ ଏହା ୪୯୧୪୦ ଟଙ୍କା ମୂ୍ଲ୍ୟରେ ବନ୍ଦ ହୋଇଥିଲା। କିନ୍ତୁ ଦିନ ବଢିବା ସହିତ ଏଥିରେ ପତନ ଆସିଛି। ଅପରାହ୍ନ ୧୨ଟା ରେ ଏହା ୧୪୬ ଟଙ୍କା ବା ୦.୩୦ ପ୍ରତିଶଦର ପତନ ସହିତ ୪୮୯୯୪ ଟଙ୍କା ଉପରେ ମୂଲ୍ୟ କରୁଥିଲା। ସକାଳେ ଇଏ ୪୮୯୭୯ ଟଙ୍କର ନ୍ୟୁନତମ ଏବଂ ୪୯୧୭୧ ଟଙ୍କାର ଉଚ୍ଚତମ ସ୍ତର ଛୁଇଁଁଚି। ଏପ୍ର୍ରିଲରେ ଡେଲିଭରି ହେବାର ଥିବା ସୁନା ମଧ୍ୟ ୧୬୩ ଟଙ୍କାର ପତନ ସହିତ ୪୯୧୩୫ ଟଙ୍କା ଉପରେ ମୂଲ୍ୟ କରୁଥିଲା।

୨୦୨୦ରେ ୨୮ ପ୍ରତିଶଦ ମହଙ୍ଗା ହେଲା ସୁନା।

2020-28-

ଗତ ବର୍ଷ ସୁନାର ମୂଲ୍ୟ ବହୁତ ଭଲ ପ୍ରମାଣିତ ହୋଇଛି। ଗତ ବର୍ଷ ସୁନାର ମୂଲ୍ୟ ପାଖାପାଖି ୨୮ ପ୍ରତିଶଦ ବଢିଛି। ଅଗଷ୍ଟ ମାସରେ ତ ସୁୁନା ଏବଂ ରୂପା ନୂଆ ରେକର୍ଡ କରିଥିଲା ଏବଂ ନିଜର ଅଲ ଟାଇମ ହାଈର ସ୍ତର ଛୁଇଁ ଥିଲା। ଏମିତି ନୁହେଁ କି ସୁନାର ମଲ୍ୟୂ କେବଳ ଭାରତରେ ହିଁ ବଢିଥିଲା ବଂର ସାରା ବିଶ୍ବରେ ସୁନାର ମୂଲ୍ୟ ପାଖାପାଖି ୨୮ ପ୍ରତିଶଦ ମହଙ୍ଗା ହୋଇଥିଲା। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ସୁନାର ମୂଲ୍ୟରେ ଅଭିବୃଦ୍ଧିର ମୂଲ୍ୟ ଡବଲ ଡିଜିଟରେ ହୋଇଥିଲା।

ଇଣ୍ଟରନ୍ୟାଶନାଲରେ ସ୍ଥରରେ କ’ଣ ସ୍ଥିତି ରହିଛି।

ଭାରତରେ ସୁନାର ମୂଲ୍ୟ ଗ୍ଲୋବଲ ଟ୍ରେଣ୍ଡସରୁ ପ୍ରଭାବିତ ହୋଇଥାଏ। ଭାଇରସର ପ୍ରକୋପ ବଢିବା କାରଣରୁ ଗ୍ଲୋବାଲ ଇକୋନୋମିକ ରିକୋଭରି କରିବା ପାଇଁ ବହୁତ ସମସ୍ୟା ହୋଇଯାଇଛି। ଏହା ବ୍ୟତିତ ସାରା ଦୁନିଆରେ କମ ସୁଧୁୁ ମୂଲ୍ୟ ଏବଂ ୟୁଏସ ଡଲାରରେ ର୍ଦୁବଳ ସୁନା ପାଇଁ ସକରାତ୍ମକ ହୋଇପାରେ। ଏବେ ଗୋଲ୍ଡ ସ୍ପଟ ୧୯୦୦ ଡଲାର ପ୍ରତି ଅଂଶ ପାଖାପାଖି ଅଟେ। ଏହି ବର୍ଷ ଏହା ୧୯୮୦ ଡଲାର ଏବଂ ପୁଣି ୨୦୫୦ ଡଲାର ପର୍ଯ୍ୟନ୍ତ ବଢି ଯାଇପାରେ।

ସେୟାର ଏବଂ ରିୟଲ ଇଷ୍ଟେଟ ତୁଳନାରେ ସୁନା।

ରିୟଲ ଇଷ୍ଟେଟ ତୁଳନାରେ ସୁନା ବହୁତ ଅଧିକ ମାତ୍ରାରେ ରିଟର୍ନ ଦେଇଛି। ରିୟଲ ଇଷ୍ଟେଟ ମୂଲ୍ୟରେ ଗତ କିଛି ସମୟରୁ ସ୍ଥିରତା ଆସିଛି। ହୋମ ପ୍ରାଇସ ଇଣ୍ଡେକ୍ସ ୨୦୨୦-୨୧ର ଅନ୍ୟ ମାସରେ ୧.୧ ପ୍ରତିଶଦ ବଢିଲା ଯେତେବେଳେ କି ତା ଠାରୁ ଗତ ମାସରେ ଏହା ୨.୮ ପ୍ରତିଶଦ ଏବଂ ଗତ ବର୍ଷର ଠିକ ଏହି ମାସରେ ୩.୩ ପ୍ରତିଶଦ ବଢିଥିଲା। ୨୦୨୦ରେ ସୁନା ସବୁ ଏସେଟ କ୍ଲାସରେ ସବୁଠାରୁ ଭଲ ରିଟର୍ନ ଦେଇଥିଲା। ଏହା ସେୟାର ଏବଂ ରିୟଲ ଇଷ୍ଟେଟ ଠାରୁ ଭଲ ରିଟର୍ନ ଦେଇଥିଲା। ଗତ ବର୍ଷ ବିଏସଈ ସେଂସକ୍ସ ୧୫.୭୫ ପ୍ରତିଶଦ ରିଟର୍ନ ଦେଇଥିଲା।

କ’ଣ ୨୦୨୧ରେ ବି ବଢିବ ସୁନା?

ସାରା ଦୁନିଆର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ସୁଧରେ ରିହାତି କରି ଏହାକୁ ପାଖାପାଖି ଶୂନ କରି ଦେଇଛି ଏବଂ ପାଖାପାଖି ଆସନ୍ତା ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହା ଏହି ସ୍ତରରେ ରହିବ। ଏହା ସହିତ ମାର୍କେଟରେ ତରଳତା ପ୍ରଦାନ କରିବାକୁ ମଧ୍ୟ ସେଣ୍ଟ୍ରାଲ ବ୍ୟାଙ୍କ ଗୁଡିକ ଆକ୍ରାମକ ବାଟ ଦେଖାଇଛି। ଏହି ସବୁର ଇକୋନୋମି ଉପରେ ପ୍ରଭାବ ରହିବ ଏବଂ ଏଥିରେ ସୁନାର ମୂଲ୍ୟରେ ତିବ୍ରତା ଦେଖା ଦେବ। ସାରା ଦୁନିଆରେ ଲିକ୍ୟିଡିଟୀରୁ ସୁନାର ମୂ୍ଲ୍ୟ ବଢିବ।

୭୦୦୦ଟଙ୍କାର ପତନ ଘଟିଛି ସୁନାରେ।

-2021-

ସୁନାର ମୂ୍ଲ୍ୟ ଗତ ବର୍ଷ ଅଗଷ୍ଟରେ ୫୬୨୦୦ ଟଙ୍କାର ଅଲ ଟାଇମି ହାଇ ସ୍ତରରେ ପହଁଚି ଥି୍ଲା। କିନ୍ତୁ ତାପରେ ଏଥିରେ ପାଖାପାଖି ୭୦୦୦ ଟଙ୍କାର ପତନ ଆସିଛି। ଉପସ୍ଥିତ ଥିବା ରିସ୍କ ଏସେସମେଣ୍ଟ୍ସର ଟିଲ୍ଡ ସୁନା ଏବଂ ଡଲାର ପରି ସୁରକ୍ଷିତ ଏସେଟ୍ସର ବିନା ରାସ୍କରେ ଏସେଟ୍ସର ପଟରେ ଅଛି। ବ୍ୟାକ୍ସିନେଶନ ପ୍ରୋଗରାମ ସାରା ଦୁନିଆର ଇକୋନମି ପାଇଁ ଆଶାର ଆଲୋକ ଦେଖା ଦେଉଛି। କିନ୍ତୁ ଆମେରିକାର ପଟରୁ ଅଧିକ ସ୍ଟିମ୍ୟୁଲସ ଉପାୟ ଗୁଡିକ ଏବଂ ୧.୯ ଟ୍ରିଲିୟନ ଡଲାର ପ୍ୟାକେଜରୁ ନିକଟ ଭବିଷ୍ୟରେ ସୁନାର ମୂଲ୍ୟରେ ତିବ୍ରତା ଆସିବାର ଆଶା ଅଛି।

କେତେ ବଢିବ ମୂଲ୍ୟ।

ରିର୍ପୋଟ ଅନୁସାରେ ପରିସ୍ଥିତି ଯେମିତି ହେଉନା କାହିଁ ଈଜୀ ମନୀ ପଲିସି , କମଜୋର ଡଲାର ଏବଂ ସଂକ୍ରମଣରୁ ବଢୁଥିବା ମାମଲାରୁ ଆସୁଥିବା ଦିନରେ ସୁନାର ମୂଲ୍ୟ ବଢି ପାରେ। ଆସନ୍ତା ଗୋଟିଏ ମାସରେ ଅନ୍ତରରାଷ୍ଟ୍ରୀୟ ସ୍ତରରେ ସୁନାର ସ୍ପଟ ପ୍ରାଇସ ୧୯୨୦ ଡଲାର ପ୍ରତି ଅଂଶ ପର୍ଯ୍ୟନ୍ତ ପହଁଚି ପାରେ ଯେତେବେଳେ କି MCXରେ ଏହା ୫୦୪୦୦ ଟଙ୍କା ପ୍ରତି ୧୦ ଗ୍ରାମର ମୂଲ୍ୟରେ ପହଁଚି ପାରେ। ଏବେ ଇଣ୍ଟରନ୍ୟାଶନାଲ ମାର୍କେଟରେ ଏହା ୧,୮୬୨.୩୦ସୁନାର ପ୍ରତି ଡଲାର ପ୍ରତି ଅଂଶ ଚାଲୁଛି ଯେତେବେଳେ କିMCXରେ ଶୁକ୍ରବାରକୁ ଏହା ୪୯୧୯୦ ଟଙ୍କାର ମୂଲ୍ୟ ଉପରେ ବନ୍ଦ ହୋଇଛି।

ଗତ ସପ୍ତାହରେ ହୋଇଥିଲା ୫୦୦ ଟଙ୍କା ମହଙ୍ଗା।

7000-

ଏହି ସପ୍ତାହରେ ସୁନାର ମୂଲ୍ୟରେ ୪୮୮ ଟଙ୍କା ବଢିବାର ଦେଖିବାକୁ ମିଳିଛି। MCXରେ ଫେବୃଆରୀ ବାଲା ସୁନା ଗତ ସପ୍ତାହ ଶୁକ୍ରବାରକୁ ୪୮୭୦୨ ଟଙ୍କା ପ୍ରତି ୧୦ ଗ୍ରାମର ମୂଲ୍ୟରେ ବନ୍ଦ ହୋଇଥିଲା। ଏହି ସପ୍ତାହର ଶୁକ୍ରବାରକୁ ଏହା ୨୫୮ ଟଙ୍କାର ପତନ ସହିତ ୪୯୧୯୦ଟଙ୍କାର ମୂଲ୍ୟରେ ବନ୍ଦ ହେଲା। ଦିଲ୍ଲୀ ସର୍ରାଫା ବଜାର କଥା କହିବାକୁ ଗଲେ ଏହି ସପ୍ତାହରେ ସୁନା ୬୪୬ ଟଙ୍କା ପ୍ରତି ୧୦ ଗ୍ରାମ ମହଙ୍ଗା ହେଲା। ଗତ ସପ୍ତାହକୁ ସୁନା ୪୮୨୧୫ ଟଙ୍କାର ମୂଲ୍ୟରେ ବନ୍ଦ ହୋଇଥିଲା। ଯେତେବେଳେ କି ଏହି ଶୁକ୍ରବାରକୁ ଏହା ୪୮୮୬୧ ଟଙ୍କା ମୂଲ୍ୟରେ ବନ୍ଦ ହେଲା। ଏହି ସପ୍ତାହରେ ଲଗାତାର ଚାରି ଦିନ ସୁନାର ମୂଲ୍ୟରେ ତିବ୍ରତା ଆସିଲା କିନ୍ତୁ ଶୁକ୍ରବାରକୁ ଏହା ପତନ ସହିତ ବନ୍ଦ ହେଲା। ଅନ୍ତରରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସୁନାର ମୂ୍ଲ୍ୟରେ ଏହି ସପ୍ତାହରେ ୧.୫ ପ୍ରତିଶଦ ପତନ ଆସିଥିଲା। ଡଲାରର କମଜୋରୀ ଏବଂ ୟୁଏସ ୟିଲ୍ଡିର ସ୍ଥିର ରହିବାରୁ ସୁନାର ଚମକ ବଢିବ।

ଡଲାର କମଜୋରୀରୁ ଫାଇଦା।

ସୁନା ପରି ଡଲାରରେ ମଧ୍ୟ ନିବେଶ ଅନୁସାରେ ସେଫ ହୈବାନ ମନା ଯାଏ। ଗତ ବର୍ଷ ଡଲାର ର ମୂଲ୍ୟରେ ୬ ପ୍ରତିଶଦ ପତନ ଆସିଥିଲା ଏବଂ ଚଳିତ ବର୍ଷ ଅଉ ପତନ ହେବାର ଆଶଙ୍କା ଅଛି। ଡଲାର ମୂଲ୍ୟର ପତନ ଏବଂ ସୁନାର ମୂଲ୍ୟରେ ପାଖାପାଖି ସମ୍ପର୍କ ଅଛି। ଯଦି ଡଲାର ଅତ୍ୟାଧିକ ପତନ ହୁଏ ତେବେ ଆସନ୍ତା ମାସରେ ସୁନା ମୂଲ୍ୟ ବଢିପାରେ। ଏହାର ବିପରୀତ ଯଦି ଡଲାର ମଜବୁଦ ହୁଏ ତେବେ ସୁନାର ମୂଲ୍ୟରେ ପତନ ହେବ। ଜାନୁଆରୀରେ ଡଲାର ୧.୪ ପ୍ରତିଶଦ ମଜବୁତ ହୋଇଛି। ଯେଉଁଥିରେ ଜାନୁଆରୀରେ ସୁନାର ମୂଲ୍ୟ ୩ ପ୍ରତିଶଦ ପତନ ହୋଇ ସାରିଛି।

Leave a Reply

Your email address will not be published. Required fields are marked *