ପୁତିନ ବିରୋଧୀଙ୍କର ଦାବି, ଋଷର ରାଷ୍ଟ୍ରପତି ୧୭ବର୍ଷର ଏହି ଝିଅ ଉପରେ ଉଡାଉଛନ୍ତି ବହୁ ମାତ୍ରାରେ ଟଙ୍କା

ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁଟିନଙ୍କ ରାଜନୈତିକ ବିରୋଧୀ ଏଲେକ୍ସୀ ନାବଲନୀ ନିଜ ବ୍ଲଗରେ ଗମ୍ଭୀର ଆରୋପ ଲଗାଇଛନ୍ତି।ଏଲେକ୍ସୀଙ୍କ କହିବା କଥା ହେଉଛି କି ପୁଟିନଙ୍କ ପାଖରେ ୧୦୦ଅରବ ଟଙ୍କାର ଘର ଅଛି ଏବଂ ସେ ତାଙ୍କ ପୂର୍ବ ପ୍ରେମିକାଙ୍କ ବ୍ୟତୀତ ନିଜର ୧୭ବର୍ଷର ପ୍ରେମ ସନ୍ତାନଙ୍କ ଉପରେ ମଧ୍ୟ ବହୁତ ଟଙ୍କା ଉଡାଉଛନ୍ତି। ଏଲେକ୍ସୀ ନିଜ ବ୍ଲଗରେ ଦାବି କରିଛନ୍ତି କି ପୁଟିନଙ୍କ ଘରେ ଷ୍ଟ୍ରିପ କ୍ଲବ, କାସିନୋ,ଡ୍ୟାନ୍ସ ମୈଟ,ସ୍ପା,ଥିୟେଟର ଭଳି ଜିନିଷ ମହଜୁଦ ଅଛି। ଏଠାରେ ଏକ ଆଶ୍ରମ, ଅନୁମତି ସିଷ୍ଟମ ଏବଂ ବର୍ଡର ଚେକ ପଏଣ୍ଟ ମଧ୍ୟ ରହିଛି। ସେଠାରେ ସେ ନିଜର ଲାଟେଷ୍ଟ ଭିଡିଓରେ ପୁତିନଙ୍କ ପ୍ରେମ ସନ୍ତାନ ଲୁଇଜାଙ୍କ ବିଷୟରେ କହିଛନ୍ତି।

ଋଷର ଇନ୍ଭେଷ୍ଟିଗେଟିବ ସାଇଟ Proekt ଅନୁସାରେ,୯୦ଦଶକରେ ଲୁଇଜାଙ୍କ ମା ସ୍ବେତଲାନା ଝାଡ଼ୁଦାର ଥିଲେ ଯେତେବେଳେ ତାଙ୍କ ଦେଖା ପୁତିନାଙ୍କ ସହିତ ହୋଇଥିଲା। ସ୍ବେତଲାନା ଇକୋନୋମିକ୍ସରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି କିନ୍ତୁ ସେହି ସମୟରେ ସେ ଝାଡ଼ୁଦାର ଥିଲେ। ସେଠାରେ ପୁଟିନ ସେହି ସମୟରେ ଏଫଏସବୀର ମୁଖ୍ୟ ଥିଲେ ଏବଂ ବିବାହିତ ଥିଲେ। ବର୍ଷ ୨୦୦୩ରେ ପୁଟିନଙ୍କ ପ୍ରେମ ସନ୍ତାନ କୁହାଯାଉଥିବା ଏଲିଜାବେତା ବା ଲୁଇଜାଙ୍କ ଜନ୍ମ ହୋଇଥିଲା ଏବଂ ଏହାପରେ ବର୍ଷ ୨୦୦୩ର ପାଖାପାଖି ପୁଟିନ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ।

ଦ ସନର ରିପୋର୍ଟ ମୁତାବକ,ଏଲେକ୍ସୀ ଲୁଇଜାଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟ ବିଷୟରେ କହିଛନ୍ତି। ଲୁଇଜା ନିଜ ଆକାଉଣ୍ଟରେ କେତେ ରାଜକୀୟ ବ୍ରାଣ୍ଡ ସହିତ ଦେଖାଯାଇଛନ୍ତି। ସେ ଏକ ଫଟୋରେ Gucciର ମାକ୍ସ ପିନ୍ଧିଥିବାର ଦେଖା ଯାଇଥିଲେ। ଏହା ବ୍ୟତୀତ କିଛି ଫଟୋରେ କରୋନା ଭାଇରସ ମହାମାରୀ ସମୟରେ ନିଜର ସୁନ୍ଦର ଆପାର୍ଟମେଣ୍ଟର ଶୈପେନ ଏବଂ କ୍ରାକଟେଲର ମଜା ଉଠାଉଛନ୍ତି।

ଏଲେକ୍ସୀ ଏହି ଭିଡିଓରେ କହିଛନ୍ତି-୪୫ବର୍ଷର ସ୍ବେତଲାନା ଯେତେବେଳେ ପୁତିନଙ୍କ ସହିତ ୯୦ଦଶକରେ ଦେଖା ହୋଇଥିଲେ ତ ଏକ ସାଧାରଣ ଝାଡ଼ୁଦାର ଥିଲେ କିନ୍ତୁ ଆଜିର ସମୟରେ ସେ ଜଣେ ବହୁତ ଧନୀ ମହିଳା ଅଟନ୍ତି ଏବଂ ରଶିୟା ବ୍ୟାଙ୍କର ଶେୟାରହୋଲ୍ଡର ମଧ୍ୟ ଅଟନ୍ତି। କାହାକୁ ଜଣା ନାହିଁ କି ସେ କେମିତି ଏତେ ଶୀଘ୍ର ସଫଳତା ହାସଲ କଲେ। କିନ୍ତୁ ମୋ ପାଖରେ ଏହାର ଜବାବ ଅଛି। ସ୍ବେତଲାନା ୯୦ଦଶକ ସମୟରେ ପୁତିନଙ୍କ ସହିତ ଦେଖା ହୋଇଥିଲେ। ସେ ବର୍ଷ୨୦୦୩ରେ ଲୁଇଜାଙ୍କୁ ଜନ୍ମ ଦେଇଥିଲେ। ଏହାପରେ ତାଙ୍କୁ ପୁଟିନଙ୍କ ଉଚ୍ଚ ବର୍ଗର ବନ୍ଧୁଙ୍କ ଠାରୁ ରାଜକୀୟ ଆପାର୍ଟମେଣ୍ଟ ମିଳିଥିଲା। ପୁତିନଙ୍କ ଛୁଆକୁ ଜନ୍ମ ଦେବାପରେ ତାଙ୍କୁ ରଷୀୟା ବ୍ୟାଙ୍କରେ ସ୍ଟେକ ମିଳିଥିଲା।

ଗୌରବର କଥା ଏହା କି ଏଲେକ୍ସୀ ପୂର୍ବ ୫ମାସରୁ ଜର୍ମାନୀରେ ଥିଲେ। ତାଙ୍କ ଉପରେ କିଛିଦିନ ପୂର୍ବରୁ ମାକ୍ସୋରେ ଆକ୍ରମଣ ହୋଇଥିଲା।ଏଲେକ୍ସୀ ପୁଟିନଙ୍କ ଉପରେ ଆରୋପ ଲଗାଇବା ସମୟରେ କହିଥିଲେ କି ପୁଟିନଙ୍କ ଲୋକ ତାଙ୍କୁ ବିଷ ଦେବାପାଇଁ ଚେଷ୍ଟା କରିଥିଲେ। ଜର୍ମାନୀ ରୁ ଋଷକୁ ଫେରିବା ସମୟରେ ଏଲେକ୍ସୀଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ପୁଟିନଙ୍କ ଏହି ନିଷ୍ପତ୍ତିକୁ କେତେ ଦେଶରେ ଆଲୋଚନା କରାଯାଇଛି। ଏଲେକ୍ସୀ ପୂର୍ବ କେତେ ବର୍ଷରୁ ପୁଟିନଙ୍କ ନିତି ବିରୋଧରେ ଲଗାତାର ସ୍ଵର ଉଠାଉଛନ୍ତି ଏବଂ ତାଙ୍କ ଉପରେ ଏମିତି ଦୁଇଥର ଜୀବନ ନେବାର ଘଟଣା ହୋଇସାରିଛି। ସେହି ପୁତିନ ଏଲେକ୍ସୀଙ୍କୁ ଜହର ଦେବା କଥା ଉପରେ ଜବାବ ଦେବା ସମୟରେ କହିଥିଲେ କି ଯଦି ତାଙ୍କର ଏଲେକ୍ସୀଙ୍କୁ ମାରିବାର ଥାଆନ୍ତା ତ ତାଙ୍କ ଲୋକ କାମ ଶେଷକରିକି ହିଁ ଆସିଥାନ୍ତେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *