ସ୍ୱାମୀର ହ-ତ୍ୟା କରି ସ୍ତ୍ରୀ ନେଲା ପୁଅ ହ-ତ୍ୟାର ପ୍ରତିଶୋଧ, ୨୪ ଘଣ୍ଟା ପର୍ଯ୍ୟନ୍ତ ଘରେ ଲୁଚେଇ ରଖିଥଲା ଶ-ବ

ଉତ୍ତର ପ୍ରଦେଶର ଶାମଲୀ ଜନପଦରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ଏକ ମହିଳା ନିଜର ମଦୁଆ ସ୍ବାମୀକୁ ହାତୁଡିରେ ପିଟି ଜୀବନରୁ ମାରି ଦେବା ପରେ ତା ଶ-କୁ ଘରେ ଦୁଇ ଦିନ ପର୍ଯ୍ୟନ୍ତ ଲୁଚେଇ ରଖିଥିଲା। ପୋ-ଲିସ ମହିଳା ଜଣଙ୍କୁ ପୋ-ଲିସ ଗି-ରଫ କରି ନେଇଛି।

ମହିଳା ଜଣଙ୍କ ନିଜର ପୁଅର ହ-ତ୍ୟାର ପ୍ରତିଶୋଧ ନେବା ପାଇଁ ସ୍ବାମୀର ହ-ତ୍ୟା କରିଛି। ପୋ-ଲିସଙ୍କ କହିବା ଅନୁସାରେ ମହିଳା ଜଣଙ୍କ ସ୍ବାମୀ ବହୁତ ମଦ ପିଇ ମାରପିଟ କରୁଥିଲା। ପାଖାପାଖି ଦୁଇ ମାସ ପୂର୍ବେ ମହିଳା ଜଣଙ୍କ ସ୍ବାମୀ ମଦ ନିଶାରେ ନିଜର ୧୬ ବର୍ଷର ପୁଅକୁ ମାଡ ମାରିବା ସହିତ ତାର ଗୁପ୍ତାଙ୍ଗକୁ ମାଡ ମାରିଥିଲା ଯାହା ଦ୍ବାରା ପୁଅ ଟିର ମୃ-ତ୍ୟୁ ହୋଇଥିଲା।

ଆରୋପୀ ମହିଳା ଜଣଙ୍କ ପୋ-ଲିସଙ୍କୁ କହିଥିଲେ କି ସେ ତାଙ୍କ ଏକ ମାତ୍ର ପୁଅର ମୃ-ତ୍ୟୁରେ ବହୁତ ଭାଙ୍ଗି ପଡିଥିଲେ , ସେଥିପାଇଁ ସେ ସ୍ବାମୀ ଠାରୁ ପ୍ରତି-ଶୋଧ ନେବା ପାଇଁ ନିସ୍ପତି ନେଇଥିଲେ। ଜାନୁଆରୀ ୧୬ ତାରିଖ ଦିନ ରାତିରେ ତା ସ୍ବାମୀ ତେଜପାଲ ମଦ ନିଶାରେ ଘରକୁ ଆସି ମାରପିଟ କରିଥିଲା। ସେହି ସମୟରେ ମହିଳା ଜଣଙ୍କର ପୁଅ ମୃ-ତ୍ୟୁର କଥା ମନେ ପଡିଥିଲା। ତାପରେ ସେ ସ୍ବାମୀକୁ ବହୁତ ପିଟି ଥିଲା ଓ ହାତୁଡିରେ ତା ମୁଣ୍ଡ କୁ ପିଟି ଜୀ-ବନରୁ ମାରି ଦେଇଥିଲା।

ମହିଳା ଜଣଙ୍କ ପୋ-ଲିସକୁ କହିଥିଲେ କି ସେ ତାର ସ୍ବାମୀ ଶ-ବକୁ ଦୁଇ ଦିନ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲା ଏବଂ ତାପରେ ସେ ଘର ପାଖ ଜଙ୍ଗଲରେ ସ୍ବାମୀର ଶ-ବକୁ ଫୋପାଡି ଦେଇଥିଲା। ତାପରେ ଘରୁ ର-କ୍ତର ଦାଗ ପୋଛି ଥିଲା। ଗାଁର ଲୋକମାନେ ଜଙ୍ଗଲକୁ ଯାଇଥିଲେ ସେଇଠି ସେ ତେଜପାଲଙ୍କ ଶ-ବକୁ ଦେଖି ପୋ-ଲିସକୁ ଖବର ଦେଇଥିଲେ।

ଜାଞ୍ଚ ଅନୁସାରେ ପୋ-ଲିସି ମହିଳା ଜଣଙ୍କୁ ତାଙ୍କ ସ୍ବାମୀଙ୍କ ମୃ-ତ୍ୟୁ ବିଷୟରେ ଜଣାଇ ପଚରା ଉଚରା କରିଥିଲେ, ମହିଳା ଜଣ ସବୁ କଥା ମାନି ଯାଇ କହିଥିଲେ କି ମୁଁ ମୋ କାର୍ଯ୍ୟ ପାଇଁ ପଶ୍ଚ୍ୟାତାପ କରୁ ନାହିଁ। ଏବେ ମୋ ପୁଅର ଆତ୍ମାକୁ ଶାନ୍ତି ମିଳିବ। ସୁକୀର୍ତି ମାଧବ ଏସପି ଶାମିଲଙ୍କ କହିବା ଏହାକି ଆର୍ଦଶ ମଣ୍ଡି ପୋ-ଲିସ ଥା-ନା ଇଲାକାରେ ଜଣେ ମହିଳା ଲୁହାର ହାତୁଡିରେ ନିଜର ସ୍ବାମୀର ହ-ତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଛି। ପୋ-ଲିସ ୧୯ ତାରିଖକୁ ୪୮ଘଣ୍ଟା ପରେ ହ-ତ୍ୟାର ରହସ୍ୟ ଖୋଲି ମହିଳାଙ୍କୁ ଗି-ରଫ କରିଥିଲା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *