ଆର୍ମୀ ଚିଫ ନରବଣେ କହିଲେ: ଶତ୍ରୁଦେଶ ସୁରକ୍ଷା କ୍ଷେତ୍ର ତିବ୍ରରେ ଆଧୁନିକ ହେଉଛି, କିନ୍ତୁ ଆମ ଦେଶ ପଛରେ ପଡିଛି

ନୂଆ ଦିଲ୍ଲୀ: ଭାରତୀୟ ସେନା ପ୍ରମୁଖ ଜନରାଲ ଏମଏମ ନରବଣେ ଗୁରୁବାରକୁ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆମର ଶତ୍ରୁ ରକ୍ଷା କ୍ଷେତ୍ର ଆଧୁନିକ ହେଉଛି , ସେହି ହିସାବର ତିବ୍ରତାରେ ଆମେ ପଛରେ ରହିଛୁ। ଆର୍ମୀ ଚିଫ , ଆର୍ମୀ-ଇଣ୍ଡସ୍ଟ୍ରୀ ପାର୍ଟିନରଶୀପର ୨୫ ବର୍ଷର webinarକୁ ସମ୍ବୋଦ୍ଧିତ କରୁଥିଲେ ,ଏହି ସମୟରେ ସେ କହିଥିଲେ କି ଭାରତୀୟ ଆର୍ମୀ ସୁରକ୍ଷା କର୍ମୀ ମାନଙ୍କ ପାଇଁ ବିଦେଶୀ ଉପକରଣକୁ ବନ୍ଦ କରି ସ୍ବଦେଶୀ ଉପକରଣ କ୍ଷମତାକୁ ବଢେଇବା ଆବଶ୍ୟକ।

ଜେନେରାଲ ନରବଣେ କହିଛନ୍ତି କି ଆମକୁ ଧ୍ୟାନ ଦେବାକୁ ହେବକି ଆଧୁନିକ ଏବଂ ଖାସ ଟେକନିକ ଏବଂ ମୈନ୍ୟୁଫୈକଚ୍ୟୁରିଙ୍ଗ କ୍ଷମତାର ଆବଶ୍ୟକତା ପାଇଁ ସ୍ବଦେଶୀ ଡେଭଲପମେଣ୍ଟରେ ଥିବା ଆବଶ୍ୟକତାର ପୁରଣ ହୋଇ ପାରିବ ନାହିଁ। ଏଥିପାଇଁ କିଛି ଆମଦାନୀର ଆବଶ୍ୟକ ରହିବ କିନ୍ତୁ ଯେତେବେଳେ ଶତ୍ରୁ ପୁରା କବାଟ ପାଖରେ ଥିବ ସେହି ସମୟରେ କୌଣସି ପ୍ରକାରର ଅପରେଶନ ଅଭାବର ରିସ୍କି ନେଇ ପାରିବା ନାହିଁ।

୨୦୨୦ରେ ରହିଥିଲା ୨ଟି ଆହ୍ବାନ

ଆର୍ମୀ ଚିଫ କହିଛନ୍ତି କି ୨୦୨୦ରେ ଥିଲା ଡବଲ ଆହ୍ବାନ। ପ୍ରଥମଟି କରୋନା ଏବଂ ଦ୍ବିତୀୟଟି ହେଉଛି ପୂର୍ବ ଲଦାଖ ସୀମାରେ ପଡୋଷୀ ଦେଶର ଆକ୍ରମଣ । ଏହି ଘଟଣାରେ ଗ୍ଲୋବାଲ ସପ୍ଲାଈ ଚେନର ଅଭାବ ଏବଂ ସମସ୍ୟାକୁ ମଧ୍ୟ ସମସ୍ତଙ୍କ ସାମ୍ମନାରେ ରଖା ଯାଇଥିଲା। ଏହି ଆହ୍ବାନ ଆତ୍ମନିର୍ଭରତାର ଆବଶ୍ୟକତାକୁ ଦେଖାଇଥିଲା। ସେ କହିଛନ୍ତି କି ଖରାପ ସମୟରେ ହତୀଆର ଏବଂ ଗୁଳି , ବାରୁଦ ରେ ବାହାର ଦେଶ ଉପରେ ନିର୍ଭରତାର ସମସ୍ୟା ଉତ୍ପନ କରିଥାଏ।

ସୋଦେଶୀ ଉପରେ କରାଯାଇଛି ଲକ୍ଷ୍ୟ

ଜେନେରାଲ ନରବଣେ କହିଛନ୍ତି କି କିଛି ବର୍ଷ ହେବ ସ୍ବୋଦେଶୀ ଉପରେ ଲକ୍ଷ୍ୟ କରା ଯିବାକୁ ଚେଷ୍ଟା କରାଯାଉଛି। ଆମେ ସ୍ବଦେଶୀ ଉପକରଣ ଏବଂ ଓ୍ବେପନ ସିସ୍ଟମ ନେବେ ପାଇଁ ପ୍ରତିବନ୍ଧକ ଅଟେ , କାରଣ କୌଣସି ବି ଆର୍ମୀ ପାଇଁ ଏହାଠାରୁ ଅଧିକ ଉତ୍ସାହଜନକ ଠାରୁୁ କିଛି କମ ହେବ ନାହିଁ କି ସେମାନେ ସ୍ବଦେଶୀ ଟେକନକି ଏବଂ ହତୀଆର ଦ୍ବାରା ଯୁଦ୍ଧ ଲଢିଲେ ଏବଂ ଜିତିବେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *