ଲସ ଏଞ୍ଜେଲିସ: କ’ଣ ଆପଣ ଫଟୋରେ ଦେଖୁଥିବା ମହିଳାଙ୍କ ବୟସ କହି ପାରିବେ? ଆମର ଆଶା ଆଛି କି ଆପଣ ଭାବନାରେ ପଡିଯିବେ। ଏହି ଲସ ଏଞ୍ଜେଲଙ୍କ ବୟସର ଅନୁମାନ କରିବା କୌଣସି ପିଲାର କାମ ନୁହେଁ। ଏହି ମହିଳାଙ୍କୁ ଦେଖି ଭଲ ଭଲ ଲୋକ ମଧ୍ୟ ଧୋକା ଖାଇଯାନ୍ତି।
ମହିଳାଙ୍କ ବୟସ ଯାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ଫଟୋରେ ବହୁତ ଫିଟ ଏବଂ ହଟ ଦେଖାଯାଉଥିବା ମହିଳାଙ୍କ ନାଁ ହେଉଛି ଲେସ୍ଲୀ କାର୍ଲଟନ। ଲେସ୍ଲି ଦେଖିବାକୁ ପାଖାପାଖି ୩୦ \ ୪୦ ବର୍ଷ ବୟସର ଲାଗନ୍ତି। କିନ୍ତୁ ଆପଣ ଏହା ଯାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଲେସ୍ଲୀଙ୍କ ସବୁଠାରୁ ବଡ ପୁଅଙ୍କର ବୟସ ୪୪ ବର୍ଷ ଏବଂ ଲେସ୍ଲୀଙ୍କୁ ୬୨ ବର୍ଷ। ଲେସ୍ଲୀଙ୍କ ବୟସ ଯାଣି ଆଶ୍ଚର୍ଯ୍ୟ ହୋଇଗଲେ ନା! ଲେସ୍ଲୀ କହୁଛନ୍ତି କି ସେ ଯେବେ ତାଙ୍କର ଠିକ ବୟସ ଲୋକମାନଙ୍କୁ କୁହନ୍ତି ତେବେ ତାଙ୍କ କଥାକୁ କେହି ବିଶ୍ବାସ କରନ୍ତି ନାହିଁ।
୧୭ ବର୍ଷ ବୟସରେ ହୋଇଥିଲେ ମା
ଲେସ୍ଲୀ କାର୍ଲଟନ ନିଜର ବହୁତ ସମୟ ନିଜ ପିଲାମାନଙ୍କ ଘର ଇଣ୍ଡୋନେସିଆରେ ଏବଂ ଲସ ଏଞ୍ଜେଲିସରେ ବିତାଇ ଥାନ୍ତି। ଲେସ୍ଲୀ କହିଛନ୍ତି କି ସେ ୧୭ ବର୍ଷ ବୟସରେ ପ୍ରଥମ ଥର ମା ହୋଇଥିଲେ ଏବଂ ଏହାର ଦୁଇ ବର୍ଷ ପରେ ସେ ଅନ୍ୟ ଏକ ପୁଅକୁ ଜନ୍ମ ଦେଇଥିଲେ।
ଲୋକମାନେ ଭାବନ୍ତି ପୁଅର ଗର୍ଲଫ୍ରେଣ୍ଡ
ଲେସ୍ଲୀ କହିଥିଲେ କି ସେ ହାଈ ସ୍କୁଲରେ ପଢୁଥିବା ସମୟରେ ୧୬ ବର୍ଷ ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା। ଲେସ୍ଲୀ ଯେତେବେଳେ ତାଙ୍କ ପୁଅଙ୍କ ସହିତ ବାହାରକୁ ଯାଇଥାନ୍ତି ସେତେବେଳେ ତାଙ୍କୁ ଲୋକମାନେ ତାଙ୍କ ପୁଅଙ୍କ ଗର୍ଲଫ୍ରେଣ୍ଡ ଭାବନ୍ତି କିନ୍ତୁ ଲେସ୍ଲୀ ଏବେ ତାଙ୍କ ପୁଅଙ୍କ ପିଲାର ଜେଜେମା ହୋଇ ସାରିଲେଣି।
ଲେସ୍ଲୀ ସମସ୍ତଙ୍କ ଠାରୁ ଷ୍ଟ୍ରଙ୍ଗ ଜେଜେମା
ଲେସ୍ଲୀଙ୍କ ବୟସର ଲୋକ ବୃଦ୍ଧଙ୍କ ପରି ଦେଖା ଯାଉଥିବା ବେଳେ ସେଇଠି କିନ୍ତୁ ଲେସ୍ଲୀ ଅନ୍ୟ ଯୁବତୀ ମହିଳାଙ୍କୁ ଟକର ଦେଇ ପାରୁଛନ୍ତି ବୋଲି ଗର୍ବ ର ସହିତ କହୁଛନ୍ତି। ସେ ନିଜର ନାତି ମାନଙ୍କର ଷ୍ଟ୍ରଙ୍ଗ ଜେଜେମା ହୋଇ ବହୁତ ଖୁସି ଅନୁଭବ କରୁଛନ୍ତି।
ଫିଟନେସର କଲେ ଖୁଲାସା
ଲେସ୍ଲୀ କହିଥିଲେ କି ୩୦ ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲେ। ସେ Skiing କରିବା ଆରମ୍ଭ କରିଥିଲେ ଏବଂ ଏହାପରେ ସେ ଜୁଡୋ-କାରାଟୀରେ ବ୍ଲାକ ବେଲ୍ଟ ହାସଲ କରିଥିଲେ। ଏହା ବ୍ୟତିତ ସେ Weightliftingରେ ମଧ୍ୟ ସେ ଚେଷ୍ଟା କରିଥିଲେ।
ଲେସ୍ଲୀ କହିଲେ ଜବାନୀ ର ରହସ୍ୟ
ଏତେ ବୟସରେ ମଧ୍ୟ ଜବାନ ଦେଖାଯାଉ ଥିବାର କାରଣ କହିଛନ୍ତି ଲେସ୍ଲୀ – ସେ ପେଟ ଭରି ଖାନ୍ତି ଏବଂ ଭଲ ନିଦରେ ଶୁଅନ୍ତି। ନିଜର ସୁନ୍ଦରତା ଏବଂ ଫିଟନେସକୁ ସତେଜ ରଖିବା ପାଇଁ ସେ ତେଲ, ଅଟା ଏବଂ ଚିନି ଜାତୀୟ ଖାଦ୍ୟ କମ ଖାଅନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।