Instagram Reel Top 5 Videos : ସୋଶିଆଲ ମିଡିଆରେ ପ୍ରତ୍ୟକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ବହୁତ ସେୟାର ଏବଂ ଦେଖା ଯାଉଛି। ଆଜି ମଧ୍ୟ କେତେକ ମଜାଦାର ଭିଡିଓ ଡ୍ରେଣ୍ଟ କରୁଛି। ଯାହାକୁ ଦେଖି ଆପଣମାନେ ମଧ୍ୟ ହସି ହସି ଗଡି ଯିବେ।
Instagram Reel Top 5 Videos : ସୋଶିଆଲ ମିଡିଆରେ ପ୍ରତ୍ୟକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି , ଯାହାକୁ ବହୁତ ସେୟାର ଏବଂ ଦେଖା ଯାଉଛି। ଆଜି ମଧ୍ୟ କେତେକ ମଜାଦାର ଭିଡିଓ ଡ୍ରେଣ୍ଟ କରୁଛି। ଯାହାକୁ ଦେଖି ଆପଣମାନେ ମଧ୍ୟ ହସି ହସି ଗଡି ଯିବେ। କେଉଁଠି ବ୍ୟାଟ୍ସମ୍ୟାନ ଏତେ ବଡ ଛକା ମାରେଲେ କି ବଲ ଯାଇ ଅନ୍ୟ ଏକ ପାହଡରେ ପଡିଲା। ସେଇଠି ସପନା ଚୌଧୁରୀଙ୍କ ଭିଡିଓ ଭାଇ-ରାଲ ହେଉଛି। ଆଜି ମଧ୍ୟ କେତେକ ଭିଡିଓ ଡ୍ରେଣ୍ଡରେ ଅଛି। ଏଠାରେ ଦେଖନ୍ତୁ ଇନଷ୍ଟାଗ୍ରାମର ଟପ 5 ଭାଇରାଲ ଭିଡିଓ।
1. ବ୍ୟାଟ୍ସମ୍ୟାନ ମାରିଲେ ଏପରି ଛକା ବଲ ଯାଇ ପଡିଲା ଅନ୍ୟ ଏକ ପାହାଡରେ।
View this post on Instagram
କମେଣ୍ଟେଟର ଏବଂ ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପଡା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଠି ପିଲାମାନେ ପାହଡ ଉପରେ କ୍ରିକେଟ ଖେଳୁଛନ୍ତି। ବ୍ୟାଟ୍ସମ୍ୟାନ ଏପରି ଏକ ଛକା ମାରିଲେ ଯେ ବଲ ଯାଇ ଅନ୍ୟ ଏକ ପାହଡରେ ପଡିଲା। ଏହି ଭିଡିଓରେ ଏବେ ୫ ଲକ୍ଷ ଲାଇକରୁ ଅଧିକ ହୋଇ ସାରିଲାଣି।
2. ସପନା ଚୌଧୁରୀଙ୍କ ପୁଲ ପାଖରେ ‘ଚଲ ନାଗିନ ସୀ’।
View this post on Instagram
ସୋଶିଆଲ ମିଡିଆରେ ସପନା ଚୌଧୁରୀଙ୍କ ଗୀତ ଚଲ ନାଗିନ ସୀ ଗୀତ ବହୁତ ଭାଇରାଲ ହେଉଛି। ସପନା ଚୌଧୁରୀ ଏହି ଗୀତରେ ରୀଲ ଭିଡିଓ ବନେଇଛନ୍ତି। ପୁଲ ପାଖରେ ସାୱାର କରୁଥିବାର ଦେଖିବାକୁ ମିଳିଛି। ସେ ଭିଡିଓ ସହିତ କୈପ୍ସନରେ ଏହା ଲେଖିଛନ୍ତି କି – ଚଲୋ ତୋ ରାନୀ କି ତରହା।
3. ସୋଶିଆଲ ମିଡିଆ ଷ୍ଟାର ସନା ଖାନ କଲେ କେୟାର ନେହିଁ କରଦା ରେ ପରଫର୍ମ।
View this post on Instagram
ସୋଶିଆଲ ମିଡିଆ ଷ୍ଟାର ସନା ଖାଙ୍କୁ ବହୁତ ପସନ୍ଦ କରାଯାଏ।ଏହି ଭିଡିଓରେ ସନା ଖାନ କେୟାର ନେହିଁ କରଦା ସଙ୍ଗରେ କ୍ୟୁଟ ଏକ୍ସପ୍ରେଶନ ଦେଇଛନ୍ତି। ଏହି ଭିଡିଓକୁ ଏବେ ୪ ଲକ୍ଷ ଲାଇକ ହୋଇଗଲାଣି। ସେ ଏହି ଭିଡିଓ ଖାଇବା ବନେଇବା ସମୟରେ କରିଛନ୍ତି।
4. ବଲିଉଡ ଅଭିନେତ୍ରୀ କଲେ କୁଲି ନମ୍ବର.1 ଫିଲ୍ମ ଗୀତରେ ପରଫର୍ମ।
View this post on Instagram
ବଲିଉଡ ଅଭିନେତ୍ରୀ ୟୁବିକା ଚୌଧୁରୀ କରିଶ୍ମା କାପୁରଙ୍କ ସୁପର ହିଟ ଗୀତ ‘ ହୁସ୍ନ ହେ ସୁହାନା’ ଗୀତରେ ସାନଦାର ପରଫର୍ମ କରିଛନ୍ତି। ଏହି ଭିଡିଓ କୁ ଏବେ ୫୦ ହଜାରରୁ ଅଧିକ ଲାଇକ ହୋଇ ସାରିଛି। ଲୋକମାନଙ୍କୁ ତାଙ୍କର ଏହି ଏକ୍ସପ୍ରେଶନ ବହୁତ ପସନ୍ଦ ଆସୁଛି।
5. ସୋଶିଆଲ ମିଡିଆରେ ଏହି ଝିଅ ବନିଲେ ଏକ୍ସପ୍ରେଶନ କ୍ୟୁନ।
View this post on Instagram
ସୋଶିଆଲ ମିଡିଆରେ ଶୀବାଞ୍ଜଲୀ ପୋର୍ଜେଙ୍କୁ ବହୁତ ପସନ୍ଦ କରାଯାଏ। ସେ ଦର୍ଶନ ରାବଲଙ୍କ ଗୀତ ‘ତେରୀ ଆଙ୍ଖୋ ମେ’ ରେ କ୍ୟୁଟ ଏକ୍ସପ୍ରେଶନ ଦେଇଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।