ହାତୀ ଶୁଣ୍ଢ ଏବଂ ପାଦରେ କଲା ମହିଳାଙ୍କ ମାଲିସ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆ ଦିଲ୍ଲୀ: ହାତୀକୁ ପୃଥିବୀର ସବୁଠାରୁ ବୁଝିବାର ପ୍ରାଣୀ ବୋଲି କୁହାଯାଇଥାଏ କିନ୍ତୁ ସେ ବହୁତ ରାଗି ମଧ୍ୟ ହୋଇଥାଏ। ହାତୀକୁ ଯେତେବେଳେ ରାଗ ଆସିଥାଏ ତ ସେ ସବୁ ବସ୍ତୁକୁ ନଷ୍ଟ କରି ଦେଇଥାଏ। ସୋଶିଆଲ ମିଡ଼ିଆରେ ଏକ ଭିଡିଓ (Elephant Viral Video) ବହୁମାତ୍ରାରେ ଭାଇରାଲ ହେଉଛି, ଯେଉଁଥିରେ ଏକ ହାତୀ ମହିଳାର ଶରୀରକୁ ମାଲିସ (Elephant Massage) କରୁଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କୁ ହସ ଲାଗିବ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେବେକି ହାତୀଦ୍ଵାରା ମାଲିସ କରିବାର ବିପଦ ଏହି ମହିଳା ଜଣଙ୍କ କେମିତି ନେଇ ପାରୁଛନ୍ତି।

ହାତୀ କରୁଛି ମହିଳାଙ୍କ ମସାଜ

ମହିଳାଙ୍କର ହାତୀ ଦ୍ଵାରା ମାଲିସର ଏହି ଭିଡିଓ (Elephant Viral Video) ଶୋଶିଆଲ ମିଡ଼ିଆରେ ବହୁତ ଭାଇ-ରାଲ ହେଉଛି। ଏହାକୁ ଆମୀର ନାମର ଜଣେ ଟୁଇଟର ୟୁଜର ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଶୋଶିଆଲ ମିଡ଼ିଆର ୟୁଜର୍ସ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖି ପାରିବେ କି ଜଣେ ମହିଳା ମଶିଣା ଉପରେ ଆରାମରେ ଶୋଇଛନ୍ତି ଏବଂ ଗୋଟିଏ ହାତୀ ତାଙ୍କ ପାଖରେ ଛିଡ଼ା ହୋଇ ତାଙ୍କ ମସାଜ (Elephant Massage) କରୁଛି।

ମଣିଷଙ୍କ ପରି ମାଲିସରେ ପାରଙ୍ଗମ ଅଟେ ହାତୀ

ଭିଡିଓରେ ପ୍ରଥମେ ହାତୀକୁ ନିଜ ଶୁଣ୍ଢରେ ମହିଳାଙ୍କ ଶରୀରକୁ ମାଲିସ କରୁଥିବାର ଦେଖିବେ। ଆପଣ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ କି ହାତୀ ନିଜ ଶୁଣ୍ଢରେ କେମିତି ମଣିଷଙ୍କ ପରି ମାଲିସ କରୁଛି। ସେ ପାଦଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ମହିଳାଙ୍କ ଶରୀରକୁ ଦବାଇ ଥାଏ। ଏହାପରେ ହାତୀ ନିଜ ପାଦରେ ମହିଳାଙ୍କ ଶରୀରର ମାଲିସ କରିବାକୁ ଲାଗିଥାଏ।

ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ

ଏହି ଭିଡିଓକୁ ଆଜି ପର୍ଯ୍ୟନ୍ତ କେତେଥର ଦେଖାଯାଇ ସାରିଛି। ହାତୀର ଏହି ଭାଇରାଲ ଭିଡିଓ (Elephant Viral Video)କୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓକୁ ଆଜି ପର୍ଯ୍ୟନ୍ତ ୫୨୫ରୁ ଅଧିକ ଲାଇକ ମଧ୍ୟ ମିଳି ସାରିଛି। ସେଠାରେ ବହୁ ୟୁଜର ଏହି ଭିଡିଓ ଉପରେ ନିଜର ମତାମତ ମଧ୍ୟ ଦେଇଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *