ଡାକ୍ତରଙ୍କୁ ଜଣେ ଝିଅଙ୍କ ସହ ହେଇଥିଲା ପ୍ରେମ, କିନ୍ତୁ ମାମୁଁ ବନିଗଲେ ଖଳ-ନାୟକ, ଫିଲ୍ମର ଷ୍ଟୋରୀ ପରି ଏହି ଲଭ ଷ୍ଟୋରୀର ହେଲା ଦି ଏଣ୍ଡ

ଭେଟେରିନାରୀ ଡକ୍ଟର (ଭଣଜା) ତାଙ୍କ ମାମୁଁଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ, ଯାହାଙ୍କର ଲଭ୍ ଷ୍ଟୋରୀ ମାମୁଁଙ୍କ ନିକଟରେ ଖୁଲାସା ହେବା ପରେ ଭଣଜା ଶ-ତ୍ରୁ ପାଲଟି ଯାଇଥିଲେ। କିନ୍ତୁ ତା’ପରେ ଏମିତି କିଛି ଘଟିଲା ଯେ ଭଣଜା ମାମୁଁଙ୍କୁ ହ-ତ୍ୟା କରିବା ପାଇଁ ୩୬ହଜାର ଟଙ୍କାର ଡ଼ିଲ୍ କରି ଜଣେ ସୁପାରୀ କିଲର୍ ଙ୍କୁ ଦାୟିତ୍ଵ ଦେଇଥିଲା।କିନ୍ତୁ ବର୍ତ୍ତମାନ ପୋ-ଲିସ ଏହି ମାମଲାର ଖୁଲାସା କରିଛି। ଏହି ଘଟଣା ଘଟିଯାଇଛି ଗୋଆରେ, ଯାହା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ..

ଭେଟେରିନାରୀ ଡକ୍ଟର ସଞ୍ଜୟ ପାସୱାନ୍ ଏବଂ ରବି ରଂଜନ ଦୁହେଁ ଏକାଠି ପାଠ ପଢିଥିଲେ। ଏହା ପରେ, ଉଭୟ ପଶୁମାନଙ୍କର ଚିକିତ୍ସା ପାଇଁ କ୍ଲିନିକ୍ ଖୋଲିଥିଲେ। ସଞ୍ଜୟ ଏବଂ ରବି ପଶୁ ଚିକିତ୍ସା ପାଇଁ ନିଜ ଅଞ୍ଚଳ ଭାଗ କରିଥିଲେ ଅର୍ଥାତ କେହି ପରସ୍ପରର ଅଞ୍ଚଳକୁ ଯାଆନ୍ତି ନାହିଁ। ତଥାପି, ସେମାନେ ଆବଶ୍ୟକବେଳେ ପରସ୍ପରକୁ ସାହାଯ୍ୟ କରନ୍ତି।

ମାମୁଁ ସଞ୍ଜୟଙ୍କ ଶାଳୀଙ୍କ ସହିତ ତାଙ୍କ ଭଣଜାଙ୍କ ସମ୍ପର୍କ ଥିଲା। ଯେତେବେଳେ ମାମୁଁ ଏକଥା ଜାଣିବାକୁ ପାଇଲେ, ସେ ତାଙ୍କ ଭଣଜାଙ୍କୁ ବୁଝାଇଥିଲେ ଏବଂ କହିଥିଲେ କି ଯଦି ସେ ତାଙ୍କ କଥା ନ ମାନନ୍ତି ତେବେ ଗୋଟେ ଦିନ ତାଙ୍କୁ ମାଡ଼ ମାରିବେ।

ରବିଙ୍କୁ ମାଡ ହେବା ପରେ ତାଙ୍କ ମନରେ ଶତ୍ରୁତା ବସା ବାନ୍ଧିଥିଲା।ତା’ପରେ, ମାମୁଁଙ୍କୁ ଉପହାସ କରିବା ପାଇଁ ଭଣଜା ତାଙ୍କ ମାମୁଁଙ୍କ ଅଞ୍ଚଳକୁ ଯାଇ ପଶୁମାନଙ୍କର ଚିକିତ୍ସା ଆରମ୍ଭ କଲେ। ଯାହାକୁ ନେଇ, ପ୍ରତିଦିନ ମାମୁଁ ଏବଂ ଭଣଜାଙ୍କ ମଧ୍ୟରେ ଝଗଡା ହେଉଥିଲା।

ପୋ-ଲିସର କହିବାନୁସାରେ, ଏହି ବିବାଦ ମଧ୍ୟରେ ଦିନେ ରବିଙ୍କ ସାକ୍ଷାତ୍ ଜଣେ ସୁପାରି କିଲର୍ ଙ୍କ ସହିତ ହୋଇଥିଲା।ଭଣଜା ତାଙ୍କ ମାମୁଁଙ୍କ ହ-ତ୍ୟା କରିବା ପାଇଁ ସୁପାରି କିଲର୍ ଙ୍କ ସହିତ ସହିତ ଡିଲ୍ କରିଥିଲେ।

କୁହାଯାଉଛି ଯେ ଏହି ଡିଲ ମାତ୍ର ୩୬ହଜାର ଟଙ୍କାରେ ହୋଇଥିଲା । ଯିଏକି କିଛି ଦିନ ପୂର୍ବରୁ ଭେଟେରନାରୀ ଡାକ୍ତର ସଞ୍ଜୟ ପାସୱାନଙ୍କ ହ-ତ୍ୟା କରିଥିଲା। ପୋ-ଲିସ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗି-ରଫ କରି ଜେ-ଲକୁ ପଠାଇଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *