ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଘଟଣା : ଟ୍ରକ ଧ-କ୍କା-ରେ ରାସ୍ତାକଡରେ ଶୋଇଥିବା ୧୫ ଜଣ ଦିନମଜୁରିଆଙ୍କ ମୃ-ତ୍ୟୁ ,ଛଅ ମାସର ପିଲା ମ-ରୁ ମ-ରୁ ବଞ୍ଚିଗଲା,ଜାଣନ୍ତୁ ପୁରା ଘଟଣା

ଗୁଜୁରାଟର ସୁରାଟରେ ଏକ ଦୟନିୟ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ମଙ୍ଗଳବାର ଦିନ ସକାଳେ ରାସ୍ତା କଡରେ ରହୁଥିବା ଦିନ ମଜୁରିଆଙ୍କ ଉପରେ ଏକ ଡମ୍ଫର ଛଢି ଯାଇଛି। ଯେଉଁଥିରେ ୧୫ ଜଣ ଦିନ ମଜୁରିଆଙ୍କ ମୃ-ତ୍ୟୁ ହୋଇଛି ଏବଂ ୪ ଜଣ ଦିନ ମଜୁରିଆ ଆ-ଘା-ତ ହୋଇଛନ୍ତି। ଆ-ଘା-ତ ହୋଇଥିବା ଲୋକମାନଙ୍କର ପାଖ ହସ୍ପିଟାଲରେ ଚି-କି-ତ୍ସା ହେଉଛି। ଏହି ର୍ଦୁଘଟଣାରେ ଏକ ଛଅ ମାସର ପିଲା ମ-ରୁ ମ-ରୁ ବ-ଞ୍ଚି-ଛି କିନ୍ତୁ ତା ବାପା ଏବଂ ମାଙ୍କର ଏହି ର୍ଦୁ-ଘ-ଟ-ଣା-ରେ ମୃ-ତ୍ୟୁ ହୋଇଯାଇଛି।

ପୋ-ଲି-ସ କହିଛନ୍ତି କି ଏହି ଦୟନିୟ ଘଟଣା ସୁରାଟ ରୁ ପାଖାପାଖି ୬୦ କିଲୋମିଟର ଦୂରରେ ଥିବା କୋସାମ୍ବା ଗ୍ରାମ ପାଖରେ ହୋଇଛି। କୁହାଯାଉଛି କି ଡମ୍ଫରଟି ଆଖୁ ରେ ଭରା ହୋଇଥିବା ଟ୍ରାକ୍ଟର ସହ ଧ-କ୍କା ହୋଇ ନିଜର ବାଲାନ୍ସ ହରାଇ ଥିଲା। ପୋ-ଲି-ସ ଡମ୍ଫର ଚାଳକକୁ ଗୀ-ର-ଫ କରି ନେଇଛି।

ଲୋକମାନଙ୍କର କହିବା ଅନୁସାରେ ଡମ୍ଫର ବହୁତ ତିବ୍ରରେ ଆସୁଥିଲା ଏବଂ ରାସ୍ତା କଡରେ ଶୋଇଥିବା ଦିନ ମଜୁରିଆଙ୍କ ଉପରେ ଚଢି ସିଧା ଯାଇ ଦୋକାନରେ ପସି ଥିଲା ଡମ୍ଫର। ଭଗବାନଙ୍କୁ ଧନ୍ୟବାଦ ଯେ ସକାଳ ସମୟରେ ଦୋକାନ ଖାଲି ଥିଲା। ନ ହେଲେ ସେହି ଟ୍ରକ ଆଉ ବହୁତ କ୍ଷ-ତି କରିଥାନ୍ତା। ପୋ-ଲି-ସ ମାମଲା ଦର୍ଜ କରି ଜାଞ୍ଚ ଆରମ୍ଭ କରିଦେଇଛି। ଟ୍ରକ ଡ୍ରାଇଭର ର ମଧ୍ୟ ଚି-କି-ତ୍ସା ହେଉଛି କାରଣ ର୍ଦୁ-ଘ-ଟ-ଣା ସେ ମଧ୍ୟ ଆ-ଘା-ତ ହୋଇଛି।

ଏହି ର୍ଦୁ-ଘ-ଟ-ଣାରେ ଆ-ଘା-ତ ହୋଇଥିବା ଲୋକ ଏବଂ ମୃ-ତ୍ୟୁ-ବ-ର-ଣ କରିଥିବା ଲୋକ ସବୁ ରାଜସ୍ଥାନର ଅଟନ୍ତି। ଯେଉଁମାନେ ସୁରାଟର କିମ ଇଲାକାରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଏହି ର୍ଦୁ-ଘ-ଟ-ଣାରେଏକ ଛଅ ମାସର ପିଲା ମ-ରୁ ମ-ରୁ ବଞ୍ଚି-ଯାଇଛି କିନ୍ତୁ ତା ବାପା ଏବଂ ମାଙ୍କର ମୃ-ତ୍ୟୁ ହୋଇଯାଇଛି। ଘଟଣା ବିଷୟରେ ଖବର ମିଳିବା ପରେ ସୁରାଟର ଆଈଜି ଏସପି ରାଜକୁମାର ମଧ୍ୟ ଘଟଣା ସ୍ଥଳରେ ପହଁଚି ଘଟଣାର ତ-ଦ-ନ୍ତ କରିଥିଲେ।

ଏହି ଘଟଣାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି କି ଯେଉଁ ଲୋକମାନଙ୍କର ଏହି ର୍ଦୁ-ଘ–ଟଣା-ରେ ମୃ-ତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଯେଉଁମାନେ ଆ-ଘା-ତ ହୋଇଛନ୍ତି ସେମାନଙ୍କୁ ୫୦ ହଜାର ଟଙ୍କାର କ୍ଷ-ତି ପୂରଣ ଦିଆ ଯିବ। ଏହା କହି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃ-ଖ ପ୍ରକାଶ କରିଛନ୍ତି। ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟଳୟ ତରଫରୁ ଏକ ଟ୍ବୁଟରେ କୁହାଯାଇଛି କି – ସୁରାଟରେ ହୋଇଥିବା ଟ୍ରକ ଧ-କ୍କା ଘଟଣା ବହୁତ ଦୁଃ-ଖ-ଦ ଅଟେ। ମୋର ସମ୍ବେଦନା ପିଡିତଙ୍କ ସହିତ ଅଛି। ଆଘତ ଲୋକମାନେ ବହୁତ ଜଲଦି ସ୍ବ-ସ୍ଥ ହେବା ପାଇଁ ମୋର କାମନା।

Leave a Reply

Your email address will not be published. Required fields are marked *