ଅତୁଲ ସିଂହ ପାଟନାରେ ମ-ଦ ବିକ୍ରି କରି ପ୍ରତ୍ୟକ ଦିନ ନଅ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ପୋ-ଲିସ ପଇସାର ଲେନ ଦେନ ବିଷୟରେ ଜାଞ୍ଚ କରୁଛି।
ବିହାରର ରାଜଧାନୀ ପାଟନରେ ପୋ-ଲିସ ମ-ଦ ବେପାରରେ ଜଣେ ୨୮ ବର୍ଷୀୟ ଏମବିଏ ଛାତ୍ର ଅତୁଲ ସିଂହଙ୍କୁ ଗି-ରଫ କରିଛି। ବାସ୍ତବରେ ମହାତ୍ମା ଗାନ୍ଧୀ ନଗରରେ ତା ଘରେ ପୋ-ଲିସ ତଦନ୍ତ କରି ୨୧ ଲକ୍ଷ ଟଙ୍କାର ୧୧୦୦ ଲିଟର ମ-ଦ ଜବତ କରିଛି।
ପୋ-ଲିସ ଅନୁସାରେ ଅତୁଲ ସିଂହ ପାଟନାରେ ମ-ଦ ବ୍ୟବସାୟ କରି ପ୍ରତି ଦିନ ନଅ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିଲା। ପୋ-ଲିସ ପଇସାର ଲେନ ଦେନ ଏବଂ ଗ୍ରାହକଙ୍କ ବିଷୟରେ ଯାଣିବା ପାଇଁ ଚେଷ୍ଟା କରୁଛି। ପୋ-ଲିସ ଏହା ସହିତ ମଧ୍ୟ ଚେଷ୍ଟା କରୁଛି ଯାଣିବା ପାଇଁ ଏହି ବ୍ୟବସାୟରେ କିଏ କିଏ ସବୁ ସାମୀଲ ଅଛନ୍ତି ବୋଲି।
ପୋ-ଲିସଙ୍କ କହିବା ଅନୁସାରେ ଅତୁଲ ବେରୋଜଗାର ଯୁବକ ମାନଙ୍କୁ ଏହି ମ-ଦ ବ୍ୟବସାୟରେ ଲଗାଉ ଥିଲା। ଏହି ବେରୋଜଗାର ଯୁବକମାନେ ପାଟନା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ପାଖକୁ ମଦ ପହଁଚାଉ ଥିଲେ। ପ୍ରଥମରେ ଜଣା ପଡିଥିଲା କି ଏହି ବ୍ୟବସାୟରେ ପାଖାପାଖି ୩୦ ରୁ ୪୦ ଯୁବକ କାମ କରୁଥିଲେ, ଯାହା ନିଜେ ଅତୁଲ କହିଥିଲେ। ଅତୁଲ ସେହି ଯୁବକ ମାନଙ୍କୁ ୫୦୦ ଟଙ୍କା ଦେଉଥିଲା ଯେଉଁ ଯୁବକମାନେ ଠିକ ସମୟରେ ଗ୍ରାହକଙ୍କ ପାଖରେ ଠିକ ସମୟରେ ମ-ଦ ପହଁଚାଉ ଥିଲେ।
ଅତୁଲ ସିଂହଙ୍କ ଗି-ରଫ ଏଥିପାଇଁ ସଫଳ ହୋଇଥିଲା କାରଣ ତାର ଦୁଇ ସହଯୋଗୀ ଇନ୍ଦ୍ରଜୀତ ସିଂହ ଏବଂ ସଂଜୀବ କୁମାରଙ୍କୁ କିଛି ଦିନ ପୂର୍ବେ ଗି-ରଫ କରାଯାଥିଲା। ଜାଞ୍ଚ କରିବା ଦ୍ବାରା ଏହା ଜଣା ପଡିଲା କି ସେମାନେ ବୈଶାଲି ର ପଡୋଷୀ ଜିଲ୍ଲାରୁ ମ-ଦ କିଣି ପାଟନାରେ ଅଧିକ ଦାମରେ ମଦ ବିକ୍ରି କରୁଥିଲେ।
ପୋ-ଲିସ ତ-ଦନ୍ତ ଦ୍ବାରା ଦୁଇଟି କାର, ଗୋଟିଏ ମଟୋର ସାଇକେଲ ଏବଂ ଦୁଇ ଲକ୍ଷ ପନ୍ଦର ହଜାର ନଗଦ ଟଙ୍କା ଜବତ କରିଛି। ବର୍ତ୍ତମାନ ଅତୁଲ ଏବଂ ତାର ସହଯୋଗୀଙ୍କୁ ଶନିବାର ଦିନ ଅଦା-ଲତରେ ହାଜିର କରିବା ପରେ ୧୪ ଦିନ ପାଇଁ କଷ୍ଟୋଡିରେ ପଠାଗଲା।
ପଢା ଲେଖା ପିଲା ଯଦି ଏମିତି ଉପାୟରେ ପଇସା ରୋଜଗାର ର ବାଟ ବାଛିବେ ତାହାଲେ ଦେଶର ଅବସ୍ଥା କେଉଁ ଆଡକୁ ଯାଉଛି ଆପଣ କଳ୍ପନା କରନ୍ତୁ | ଏମିତି ରାସ୍ତା ବାଛିବା ପଛରେ ଦାୟୀ କିଏ, ସରକାର ନ ସେହି ବ୍ୟକ୍ତି ?