ଆଗରା: ବୋହୂ ଦ୍ବାରା ଶାଶୁ ମା-ଡ ଖାଉଥିବାର ଭିଡିଓ ଭାଇ-ରାଲ ହେବାରୁ ପୋଲି-ସର ଅପେକ୍ଷା ହେଉଥିଲା। କିନ୍ତୁ ଯେତେବେଳେ ପୋଲି-ସ ଆସି ପହଁଚି ଥିଲା ସେତେବେଳେ ଘଟଣା ବଦଳି ଯାଇଥିଲା। ବାସ୍ତବରେ ପିଡୀତା ଜଣଙ୍କ ପୋଲି-ସଙ୍କୁ କହିଲେ କି ସେ କୌଣସି ଅଭିଯୋଗ କରିବେ ନାହିଁ। ଯାହାପରେ ପୋଲି-ସ ଫେରି ଆସିଥିଲା। ଏହି ଘଟଣା ବାହ୍ୟ ତହସିଲ କ୍ଷେତ୍ରର ଭାଊପୁରା ଗାଁର ଅଟେ। ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା।
ଭାଊପୁରା ଗ୍ରାମରେ ରହୁଥିବା ୮୫ ବର୍ଷୟ ବତଖଶ୍ରୀ ନିଜର ବିଧବା ବୋହୂ ମୁନ୍ନୀ ଦେବୀ (୪୭ )ଙ୍କ ସହିତ ରୁହନ୍ତି। ତାଙ୍କ ପୁଅ କାଳିଚରଣ ଙ୍କର ପ୍ରଥମରୁ ମୃ-ତ୍ୟୁ ହୋଇ ସାରିଛି।
ବତଖଶ୍ରୀଙ୍କ ମାନସିକ ସ୍ଥିତି ବିଗିଡି ଯାଇଛି। ସେ ଘରେ କହାକୁ ନ କହି ଗାଁକୁ ବୁଲିବାକୁ ପଳାନ୍ତି। ପରିବାର ଲୋକମାନଙ୍କୁ ତାଙ୍କୁ ଖୋଜିବାକୁ ପଡିଥାଏ। ଏମିତି ହିଁ ସେ ଥରେ କରିଥିଲେ।
ଶାଶୁଙ୍କ ବାହାରକୁ ଯିବାରେ ମୁନ୍ନୀ ଦେବୀ ବହୁତ ରାଗୁ ଥିଲେ। ଆ-ରୋପ ଏହାକି ସେ ଏଥିପାଇଁ ଶାଶୁଙ୍କୁ ଝାଡୁରେ ମା-ଡ ମାରିଥିଲେ। ଯାହାର କିଏ ଭିଡିଓ ବନେଇ ଭାଇ-ରାଲ କରି ଦେଇଛି।
ଭାଇ-ରାଲ ଭିଡିଓ ମିଡିଆ ହାଥରେ ଲାଗିବାରୁ ଘଟଣା ଠିକ ଜଣା ପଡିଥିଲା। ବାସ୍ତବରେ ବୃଦ୍ଧ ଶାଶୁ କାନ୍ଦି ବୋବାଉ ଥଲେ କିନ୍ତୁ ସେଥିରେ ମଧ୍ୟ ବୋହୂର ମନ ବୁଝି ନଥିଲା। ଯାହାପରେ ଭାଇ-ରାଲ ଭିଡିଓର ସନ୍ଧାନ କରି ବାହ୍ୟ ଥାନା ଅଧିକାରୀ ବିନୋଦ କୁମାର ବୃଦ୍ଧଙ୍କ ଘରେ ପହଁଚି ଥିଲେ।
ମିଡିଆ ରିର୍ପୋଟ ଅନୁସାରେ ପୋଲି-ସକୁ ବୋହୂ ମିଳି ନଥିଲା। କିନ୍ତୁ ଗାଁ ଲୋକମାନେ ବୃଦ୍ଧ ଜଣଙ୍କର ମାନସିକ ସ୍ଥିତି ଖରପା ଅଛି ବୋଲି ପୋଲିସଙ୍କୁ କହିଥିଲେ। ଏହା ସହିତ ପୋଲିସ ବୃଦ୍ଧା ଜଣଙ୍କ ସହିତ କଥା ହୋଇଥିଲେ ବୃଦ୍ଧା ଜଣକ ସିଧା ମନା କରିଥି୍ଲେ କି ତାଙ୍କ ସହ କୌଣସି ମାର ପିଟ ହୋଇ ନାହିଁ ଏବଂ ସେ କୌଣସି ପ୍ରକାରର ଅଭିଯୋଗ କରିବାକୁ ଚାହୁଁ ନାହାଁନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।