ବନ୍ଧୁଗଣ ଆଉ ଫ୍ୟାନ୍ସଙ୍କ ମୁହଁରେ ଫୁଟିବ ନାହିଁ ହସ ଆଉ ଦେଖିବାକୁ ପାଇବେ ନାହିଁ ରାନୀ ପଣ୍ଡାଙ୍କ ଜଲ୍ୱା। ଆଉ ଯାତ୍ରା ପେଡ୍ଡଲରେ ଦେଖିବାକୁ ପାଇବେ ନାହିଁ ରାନୀଙ୍କ ଡ୍ୟାନ୍ସ। କାହିଁକିନା ଓଡିଶା ଛାଡ଼ି ଚାଲି ଯାଇଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। କଣ ଏମିତି ପରିସ୍ଥିତି ଆସିଲା ଯାହା ଫଳରେ ଲୋକଙ୍କ ମୁହଁରେ ହସ ଫୁଟାଉ ଥିବା ରାନୀ ଆଜି ନିଜ ଆଖିରେ ଲୁହ ନେଇ ଛାଡ଼ି ଦେଇଛନ୍ତି ଓଡିଶା।
ଆସନ୍ତୁ ଜାଣିବା। ବନ୍ଧୁଗଣ ଯେତେବେଳେ ଲୋକେମାନେ କରନା ପାଇଁ ଲୋକଡାଉନରେ ଥିଲେ ସେତେବେଳେ ଅଭିନେତ୍ରୀ ରାନୀ ଅନେକ ଲୋକଙ୍କୁ ସାହାର୍ଯ୍ୟ କରିଥିଲେ। ସମସ୍ତଙ୍କୁ ଆସ୍ବାଶନା ଦେଇଥିଲେ। କେବେବି ଧର୍ଯ୍ୟହରା ହୋଇ ନଥିଲେ। କେବଳ ଲୋକଡାଉନ ନୁହେଁ ଅନେକ ଝଡଝଂଜା ବିପରଜୟରେ ରାନୀ ନିଜ ଓଡିଶା ବାସୀଙ୍କ ପାଇଁ ଅନେକ କିଛି କରିଛନ୍ତି। ହେଲେ ପ୍ରତ୍ୟକ କଥାରେ ରାନୀଙ୍କୁ ବିବାଦ ମଧ୍ୟକୁ ଟଣା ଯାଇଛି। ତାଙ୍କୁ ଅନେକ କଷ୍ଟ ଦିଆଯାଇଛି। ତଥାପି ସେହି ଅଭିନେତ୍ରୀ ରାନୀ ପଣ୍ଡା ଧର୍ଯ୍ୟ ହରାଇ ନଥିଲେ। ଲଢୁଥିଲେ ସମାଜ ସହିତ। ଏବଂ ଲୋକଙ୍କୁ ଅନେକ ସାହାର୍ଯ୍ୟ କରୁଥିଲେ।
ତେବେ ଏମିତି କଣ ହେଲା ଯାହା ପାଇଁ ଓଡିଶା ଛାଡ଼ିଲେ ରାନୀ ପଣ୍ଡା। ତେବେ ଓଡିଶା ଛାଡିବା ପୁର୍ବରୁ କଣ କହିଥିଲେ ରାନୀ ଆସନ୍ତୁ ଜାଣିବା। by by ଓଡିଶା। ମୁଁ ଆଉ ତତେ କେବେବି ମଧ୍ୟ ହଇରାଣ କରିବି ନାହିଁ। ମୁଁ ସବୁଦିନ ପାଇଁ ତୋ ଠାରୁ ଦୂରେଇ ଯାଉଛି। ପ୍ଲିଜ ଓଡିଶାବାସୀ ମତେ ଆଶୀର୍ବାଦ କରନ୍ତୁ ମୁଁ ସେମିତି ରୁହେ, ଯୋୖଠି ରୁହେ ଯେମିତି ଭଲରେ ରହିବି। ଇତି ଆପଣଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ତେବେ ଓଡିଶା ଛାଡିବା ପୁର୍ବରୁ ଏମିତି କିଛି କହିଥିଲେ ରାନୀ।
ତେବେ ବନ୍ଧୁଗଣ ଏମିତି କଣ ହେଲା ରାନୀ ଓଡିଶା ଛାଡ଼ିବାକୁ ବାଧ୍ୟ ହେଲେ ଆପଣ ମାନେ ପାର୍ଥନା କରନ୍ତୁ ଯେ ଯେମିତି ଅଭିନେତ୍ରୀ ରାନୀ ପଣ୍ଡା ପୁଣି ଓଡିଶା ଫେରି ଆସନ୍ତୁ। ଆପଣଙ୍କର ପସନ୍ଦିତା ରାନୀ ପଣ୍ଡାଙ୍କ ପାଇଁ ଆପଣଙ୍କର ମତ କଣ ନିଶ୍ଚୟ କମେନ୍ଟ କରନ୍ତୁ।