ବୋହୂ ବେଶରେ ସଜ ହୋଇ ସ୍ତ୍ରୀ ପହଁଚିଲା ସ୍ବାମୀର ଅ-ନ୍ତି-ମ ସଂସ୍କାରରେ,ଏହି ଦୃଶ୍ୟ ଦେଖିଲେ ଆଖିରେ ….ଜାଣନ୍ତୁ ପୁରା ଘଟଣା

ନିଜ ସ୍ବାମୀର ମୃ-ତ୍ୟୁ-କୁ କୌଣସି ମହିଳା ଶବ୍ଦରେ କହି ପାରିବ ନାହିଁ। ଏପରି ଅବସ୍ଥା ହିମାଳୟର ସିମଲାରେ ଏକ ଶହିଦଙ୍କ ବିଧବା ସ୍ତ୍ରୀର ଥିଲା। ସେ ନିଜ ସ୍ବାମୀର ଶ-ବ ଦାହରେ ବଧୂ ପରି ସଜେଇ ହେଇ କାନ୍ଦି ସ୍ବାମୀଙ୍କୁ ଶେଷ ବିଦାୟ ଦେଇଥିଲେ। ଏପରି ହୃଦୟ ଥରେଇ ଦେଲା ପରି ଦୃଶ୍ୟ ଦେଖିଲେ କାହା ଆଖିରେ ବି ଲୁହ ରହିବ ନାହିଁ। ସମସ୍ତେ ଏହି ବୀର ସୈନ୍ୟଙ୍କର ପ୍ରଶଂସା କରୁଛନ୍ତି। ଲୋକମାନେ କହିବାକୁ ଲାଗିଲେ କି ସ୍ବାମୀଙ୍କ ପରି ସ୍ତ୍ରୀ ମଧ୍ୟ ବୀର ସୈନ୍ୟ ପରି ଶାହାସୀ ଅଟେ।

ବାସ୍ତବରେ ବୁଧବାର ସକାଳେ ପୋଲିସ ଜବାନ ୨୭ ବର୍ଷିୟ ବିରେନ୍ଦ୍ର ସିଂହଙ୍କୁ ପୁରା ରାଜକିୟ ସମ୍ମାନ ସହିତ ଅ-ନ୍ତି-ମ ସଂସ୍କାର କରାଯାଇଛି। ଏହି ଅ-ନ୍ତି-ମ ସଂସ୍କାର ଜବାନଙ୍କ ପୈତୃକ ଗ୍ରାମ କାଙ୍ଗଡାର ମୁଲ୍ଥାନରେ ହୋଇଥିଲା। ଏଥିପାଇଁ ଜବାନଙ୍କ ସ୍ତ୍ରୀ ବଧୂ ବେସରେ ସଜ ହୋଇ ଆସିଥିଲେ। ସେ ତାଙ୍କର ଲୁ-ହ ଭରା ଆଖିରେ ସ୍ବାମୀଙ୍କୁ ଶେଷ ବିଦାୟ ଦେଇଥିଲେ। ଏହି ସମୟରେ ବିରେନ୍ଦ୍ରଙ୍କ ସହିତ ପୋ-ଲି-ସ ଜବାନ ମଧ୍ୟ ଆସିଥିଲେ। ସେମାନେ ବିରେନ୍ଦ୍ରଙ୍କୁ ତ୍ରିରଙ୍ଗା ଦେଇଥିଲେ।

ବିରେନ୍ଦ୍ରଙ୍କ ଶ-ହୀ-ଦ ହେବା କାହାଣୀ ଶୁଣିଲେ ବି ଆପଣ ଇମୋସନାଲ ହୋଇଯିବେ। ଏହା ଜାନୁଆରୀ ୬ ସନ୍ଧ୍ୟା ସମୟର କଥା ଅଟେ। ବିରେନ୍ଦ୍ର ସିଂହ ହିମାଳୟ ପ୍ରଦେଶର ସିମଲାରେ ବରଫ ଝଡ ଭିତରେ ଫ-ସି ରହିଥିବା ପର୍ଯ୍ୟଟକ ଙ୍କର ସାହାର୍ଯ୍ୟ କରୁଥିଲେ, ଏହି ସମୟରେ ସେ ଶ-ହୀ-ଦ ହୋଇଥିଲେ। ସେ ଏବଂ ଏକ ପୋ-ଲି-ସ ଟିମ କୁଫରି ଏବଂ ଛରାବଡା ଇଲାକାର ଲୋକମାନଙ୍କର ହେଲ୍ପ କରିବାକୁ ଜିପରେ ଯାଉଥିଲେ। ସେହି ଜିପରେ ୬ ଜଣ ଜବାନ ଥିଲେ। ଯେତେବେଳେ ତାଙ୍କ ଜିପ ଚୀନୀ ବଙ୍ଗଳା ଦେଇ ଯାଉଥିଲା ସେହି ସମୟରେ ଜିପଟି ବରଫରୁ ଖସି ଯାଇଥିଲା ଏବଂ ଜିପ ଯାଇ ସିଧା ଖାଈରେ ଖ-ସି ପଡିଥିଲା। ଏହି ର୍ଦୁଘଟଣାରେ ବିରେନ୍ଦ୍ରଙ୍କ ରିଡ ହାଡ ଭା-ଙ୍ଗି ଯାଇଥିଲା।

ର୍ଦୁଘଟଣା ପରେ ବିରେନ୍ଦ୍ରଙ୍କୁ IGMC ଶିମଲାରେ ଆଡମିଟ କରାଯାଥିଲା, ଯେଉଁଠି ତାଙ୍କର ପାଖାପାଖି ଗୋଟିଏ ସପ୍ତାହ ଚିକିତ୍ସା ହୋଇଥିଲା। ଶେଷରେ ବିରେନ୍ଦ୍ର ସୋମବାର ସନ୍ଧ୍ୟାରେ ଏହି ଦୁନିଆ ଛା-ଡି ଥିଲେ। ତାଙ୍କ ମୃ-ତ୍ୟୁ-ର ପୁଷ୍ଟି SP ଶିମଲା ମୋହିତ ଚାଓ୍ବାଲଙ୍କ ଦ୍ବାରା କରା ଯାଇଥିଲା। ବିରେନ୍ଦ୍ରଙ୍କ ଯିବା ପରେ ତାଙ୍କ ପରିବାରରେ ଶୋ-କ-ର ଛାୟା ଖେଳି ଯାଇଥିଲା। ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଅଟେ। ବିରେନ୍ଦ୍ର ଘରେ ଏକଲା ରୋଜଗାରିଆ ଥିଲେ। ତାଙ୍କ ବାପଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ଏବଂ ତାଙ୍କ ମା ଙ୍କ ଦେହ ମଧ୍ୟ ସବୁବେଳେ ଖରାପ ରୁହେ। ବିରେନ୍ଦ୍ରଙ୍କର ଚାରୋଟି ଭାଇ ଅଛନ୍ତି କିନ୍ତୁ ସେମାନେ ବର୍ତ୍ତମାନ ରୋଜଗାର କରୁ ନାହାଁନ୍ତି।

ସ୍ବାମୀ ଶ-ହି-ଦୀ ହେବା ପରେ ସ୍ତ୍ରୀ କାନ୍ଦି କାନ୍ଦି ତାଙ୍କର ବହୁତ ଖରାପ ଅବସ୍ଥା ହୋଇ ଯାଇଛି। ସେ ସମ୍ପୁର୍ଣ୍ଣ ଏକଲା ହୋଇ ଯାଇଛନ୍ତି। ସେଠାରେ ସୋଶିଆଲ ମିଡିଆରେ ଯିଏ ବି ଏହି ଘଟଣା ବିଷୟରେ ଶୁଣିଲେ ତାଙ୍କ ଆଖି ଓଦା ହୋଇଗଲା। ଏବେ ବଧୂ ବେସ ସାଜି ନିଜ ସ୍ବାମୀର ଅ-ନ୍ତି-ମ ସଂସ୍କାରରେ ପହଁଚି ଥିବା ଏହି ମହିଳାଙ୍କ ଫଟୋ ବେଶି ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତେ ତାଙ୍କୁ ସହାନୁଭୂତି ଦେଉଛନ୍ତି।

Leave a Reply

Your email address will not be published. Required fields are marked *