ଦେଶର ସବୁଠାରୁ ବଡ ଅଦାଲତ ନିଜର ନିସ୍ପତି ସ୍ପଷ୍ଟ ଭବରେ କହି ଦେଇଛନ୍ତି କି ଯଦି ଠିକ ସମୟରେ ଗ୍ରାହକଙ୍କ ଚୁକ୍ତିନାମା ସର୍ତ ଅନୁସାରେ ଘର ନମିଳିଲା ତେବେ ବିଲ୍ଡରଙ୍କର ସମ୍ପୁର୍ଣ୍ଣ ସଞ୍ଚୟର ମୂଲ୍ୟ ୯ ପ୍ରତିଶଦ ଇଣ୍ଟ୍ରେଷ୍ଟ ମୂଲ୍ୟ ସହିତ ଫେରାଇବାକୁ ପଡିବ। ବିଲଡର ମାନଙ୍କ ମନ ମୁତାବିକ କାର୍ଯ୍ୟ କୁ ଅନଫେୟର ଟ୍ରେଡ ପ୍ରୈକ୍ଟିସ କହିଛନ୍ତି।
ସୁପ୍ରିମକୋର୍ଟର ଏକ ନିସ୍ପତିରେ ବିଲଡର ମାନଙ୍କର ମନ ମୁତାବିକ କାର୍ଯ୍ୟ ଉପରେ ସ୍କ୍ରୁ ଟାଇଟ କରି ଦେଇଛନ୍ତି। ଜସ୍ଟିସ ଉଦେୟ ଉମେଶ ଲଲିତ ଏବଂ ଜସ୍ଟିସ ଇନ୍ଧୁ ମଲହୋତ୍ରାଙ୍କ ଅଧାରରେ ନିଜ ନିସ୍ପତିରେ ସଫା କହିଛନ୍ତି କି ବିଲଡର ମାନଙ୍କ ଏକ ତରଫା ଚୁକ୍ତିନାମା ଏବଂ ମନ ମୁତାବିକ କାର୍ଯ୍ୟ ଏବେ ହେବ ନାହିଁ କାରଣ ଯେତେବେଳେ ଘର କିଣିବାର ମୂଲ୍ୟ ଦେବାପାଇଁ ବାଧ୍ୟ ହୋଇଥାନ୍ତି ତେବେ ସେତେବେଳେ ବିଲଡର ତାଙ୍କ ଉପରେ ଜୋରିମନା ଲଗାଇ ଥାନ୍ତି ଏବଂ କ୍ଷତି ପୂରଣ କରିବା ପାଇଁ ବାଧ୍ୟ କରିଥାଏ। କିନ୍ତୁ ବିଲଡର ଠିକ ସମୟେ ଘର ନ ଦେଲେ ତା ଉପରେ ଜୋରିମନା କ’ଣ ପାଇଁ ନାହିଁ?
ଦେଶର ସବୁଠାରୁ ବଡ ଅଦାଲତ ନିଜର ନିସ୍ପତି ସ୍ପଷ୍ଟ ଭବରେ କହି ଦେଇଛନ୍ତି କି ଯଦି ଠିକ ସମୟରେ ଗ୍ରାହକଙ୍କ ଚୁକ୍ତିନାମା ସର୍ତ ଅନୁସାରେ ଘର ନମିଳିଲା ତେବେ ବିଲ୍ଡରଙ୍କର ସମ୍ପୁର୍ଣ୍ଣ ସଞ୍ଚୟର ମୂଲ୍ୟ ୯ ପ୍ରତିଶଦ ଇଣ୍ଟ୍ରେଷ୍ଟ ମୂଲ୍ୟ ସହିତ ଫେରାଇବାକୁ ପଡିବ। ବିଲଡର ମାନଙ୍କ ମନ ମୁତାବିକ କାର୍ଯ୍ୟ କୁ ଅନଫେୟର ଟ୍ରେଡ ପ୍ରୈକ୍ଟିସ କହିଛନ୍ତି।
ସୁପ୍ରିମକୋର୍ଟ ଗୁରୁଗ୍ରାମରେ ଅଧା ପଡି ରହିଥିବା ପ୍ରୋଜେକ୍ଟ ଉପରେ ଘରର ଗ୍ରାହକଙ୍କ ନିବେଦନରେ ଦିଆ ଯାଇଥିବା ନିଜ ନିସ୍ପତିରେ ଏହା ସ୍ପଷ୍ଟ କରି ଦେଇଛନ୍ତି କି ଯଦି ବିଲଡର ତାଙ୍କ ସମୟୟ ଅନୁସାରେ ଠିକ ସମୟରେ ପ୍ରୋଜେକ୍ଟ ଡେଲିଭରି ନ ପୁରା କରନ୍ତି ତେବେ ବିଲିଡରଙ୍କୁ ବିନା କୌଣସା ଯୁକ୍ତିରେ ସେହି ଘରର ଗ୍ରାହଙ୍କୁ ସମ୍ପୁର୍ଣ୍ଣ ପଇସା ଇଣ୍ଟ୍ରେଷ୍ଟ ସହିତ ଫେରାଇବେ।
ଡେଭଲପରଙ୍କ ନିବେଦନରେ ନିସ୍ପତି
ସୁପ୍ରିମକୋର୍ଟ ଏହି ମାମଲାରେ ବିଲଡରଙ୍କ ବିରୋଧରେ କଡା କାର୍ଯ୍ୟଅନୁଷ୍ଠାନ ନେଇ କହିଛନ୍ତି କି କୋର୍ଟର ଆଦେଶ ପାଳନ ନକଲେ ଘରର ଗ୍ରାହକ ନିବେଦନକର୍ତ୍ତାଙ୍କୁ ସମ୍ପୁର୍ଣ୍ଣ ରାଶି ବା ଏକ କୋଟି ୬୦ ଲକ୍ଷ ଟଙ୍କା ୧୨ ପ୍ରତିଶଦ ଇଣ୍ଟ୍ରେଷ୍ଟ ସହିତ ଦେବାକୁ ହେବ। ଇଣ୍ଟ୍ରେଷ୍ଟର କଥା ଏହା ହେଉଛି କି କୋର୍ଟର ଏହି ନିସ୍ପତି ଡେଭେଲପରଙ୍କ ନିବେଦନରେ ଆସିଛି। ଯେଉଁଥିରେ ସେ ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଆଦେଶକୁ ଆହ୍ବାନ ଦେଇଥିଲେ।
ଗ୍ରାହକ ବାଧ୍ୟ ନୁହେଁ – SC
ଶୁଣାଣି ପରେ ବିଲଡର ଘରର ଗ୍ରାହକଙ୍କୁ ଅଫର ଦେଇଥିଲେ କି ସେ ଅନ୍ୟ ପ୍ରୋଜେକ୍ଟରେ ଘର କିଣି ନିଅନ୍ତୁ ବୋଲି କିନ୍ତୁ ସୁପ୍ରିମକୋଟ କହିଥିଲେ କି ଏହି ଘର କିଣିବାର ଗ୍ରାହକଙ୍କ ଇଛା ଉପରେ ର୍ନିଭର କରେ। ସେ ବିଲଡର କଥା ମାନିବାକୁ ବାଧ୍ୟ ନୁହେଁ।
ସୁପ୍ରିମକୋର୍ଟ ଏହି ଉପୋଭୋକ୍ତା କାନୁନ ୧୯୮୬ ଅନୁସାରେ ଭୁଲ କୁହା ଯାଇଛି ଏବଂ ଏପରି ସର୍ତକୁ ଏଗ୍ରିମେଣ୍ଟରେ ରଖିାବାକୁ ଧାରା ୨ ( ୧ ) ( R )ର ବିରୋଧି ବୋଲି କୁହାଯାଇଛି। ଏହା ସହିତ ସୁପ୍ରିମ କୋର୍ଟ କହିଛି କି ଗ୍ରାହକ RERAର ସହିତ ଉପୋଭୋକ୍ତା କୋର୍ଟର ସାହାର୍ଯ୍ୟ ମଧ୍ୟ ନେଇ ପାରିବେ।