ଯୌତୁକରେ ମଟରସାଇକେଲ ନଦେବାରୁ, ଶଳାକୁ ଗୁ-ଳି-କଲା ଭେଣେଇ

ଏମିତିରେ ତ ଯୌ-ତୁକ ଦେବାର ପ୍ରଥା ଚାଲି ଆସୁଅଛି କିନ୍ତୁ ଏହି ଯୌ-ତୁକ କେତେ ଲୋକଙ୍କର ଜୀ-ବନ ନେଇ-ଯାଇ ଥାଏ, ଏହା ବହୁତ ଚିନ୍ତିତ କରି ଦେଇଥାଏ। ଏମିତି ହିଁ ହୋଇଛି ଫିରୋଜାବାଦର ମୋହମ୍ମଦ ରଜ୍ଜାକଙ୍କ ସହିତ, ଯିଏ ନିଜ ଭଉଣୀର ବାହାଘରରେ ମଟରସାଇକେଲ ଦେଇପାରି ନଥିଲେ ତ ଜୀ-ବନ ଉପରକୁ ଆସିଥିଲା ବି-ପଦ।

ଲକଡାଉନରେ ଯେଉଁ ପ୍ରକାରରେ ବାହାଘର କମ ଖର୍ଚ୍ଚରେ ହେଉଥିଲା ତାହାକୁ ଏକ ବରଦାନ ବୋଲି ମନା ଯାଉଥିଲା, ସେଠାରେ ଏହାର ମୂଲ୍ୟ ସ୍ୱରୂପ ମୋହମ୍ମଦ ରଜ୍ଜାକଙ୍କୁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପଡ଼ିଥିଲା। ମୋହମ୍ମଦ ରଜ୍ଜାକ ନିଜ ଭଉଣୀ ରେଶମାର ବାହାଘର ଗୁଡ୍ଡୁ ନାମର ବ୍ୟକ୍ତିଙ୍କ ସହିତ ଲକଡାଉନରେ ପୂରା ବିଧି ବିଧାନ ର ସହିତ କରିଥିଲେ। କିନ୍ତୁ ଗୁଡ୍ଡୁ ରେଶମାଙ୍କୁ ବିରକ୍ତି କରୁଥିଲେ,ଏବଂ ମଟରସାଇକେଲ ମାଗୁଥିଲେ।

ମୋହମ୍ମଦ ରଜ୍ଜାକ ଯେତେବେଳେ ନିଜ ଘର ରେଜମା ଥା-ନା ନାରଖୀ କ୍ଷେତ୍ରରେ ଥିଲେ ସେତେବେଳେ ତାଙ୍କ ଭିଣୋଇ ଗୁଡ୍ଡୁ ସେଠାରେ ପହଞ୍ଚି ଯାଇଥିଲେ। ତାଙ୍କ ମଧ୍ୟରେ କ-ଳି ଝ-ଗଡ଼ା ହୋଇଥିଲା, ଏହାପରେ ଗୁଡ୍ଡୁ ବନ୍ଧୁକ ବାହାର କରି ରଜ୍ଜାକଙ୍କ ଛାତିରେ ଗୁ-ଳି ମାରି ଦେଇଥିଲେ।

ରଜ୍ଜାକଙ୍କୁ ସରକାରୀ ଟ୍ରାମା ସେଣ୍ଟରକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗମ୍ଭୀର ହେବାରୁ ଆଗରାକୁ ପଠେଇ ଦିଆଯାଇଛି।

ରଜ୍ଜାକଙ୍କ ପରିବାର ଲୋକେ ଗଡ୍ଡୁଙ୍କୁ ଘଟଣା ସ୍ଥଳରୁ ଧରି ପୋ-ଲି-ସକୁ ହସ୍ତାନ୍ତର କରି ଦେଇଛନ୍ତି। ଏସପି ସିଟୀ ମୁକେଶ ଚନ୍ଦ୍ର ମିଶ୍ର ଜଣାଇଛନ୍ତି କି ଗଡ୍ଡୁଙ୍କୁ ଗିରଫ କରି ନିଆଯାଇଛି, ତାଙ୍କ ପାଖରୁ ବନ୍ଧୁକ ଏବଂ ଦୁଇଟି କାର୍ଟ୍ରିଜ ଜବତ କରାଯାଇଛି। ଆ-ଘାତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପଠା ଯାଇଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତା ମତା ଆମକୁ କାମେଣ୍ଟରେ ନିଶ୍ଚିନ୍ତ ଦିଅନ୍ତୁ | ଏବଂ ନିଜ  ସାଙ୍ଗ ସାଥିଙ୍କ ସହ ଶେୟାର କରନ୍ତୁ |

Leave a Reply

Your email address will not be published. Required fields are marked *