ସାମୁଦ୍ରିକ ଜୀବର ପିଠି ଉପରେ ଲେଖିଦେଲେ ଟ୍ରମ୍ପଙ୍କର ନାମ, ଆରୋପୀକୁ ଗିରଫ କରିଲେ ମିଳିବ ୩ଲକ୍ଷ ଟଙ୍କା

ଆମେରିକାର ଫ୍ଲୋରିଡା ସହରରେ ଏକ ସାମୁଦ୍ରିକ ଜୀବର ପିଠି ଉପରେ ଟ୍ରମ୍ପ ଲେଖା ଯାଇଥିବାର ମିଳିଛି। ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଆମେରିକାର ଫିଶ ଏଣ୍ଡ ୱାଇଲ୍ଡଲାଇଫ ସର୍ଭିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଆମେରିକାର ୱାଇଲ୍ଡଲାଇଫ ସୁରକ୍ଷା ଆଇନ ଅନୁସାରେ ଏହି ସାମୁଦ୍ରିକ ଜୀବ ବହୁତ ଦୁର୍ଲଭ ପ୍ରଜାତିର ଅଟନ୍ତି।

aajtak.in

ସିଟ୍ରସ କାଉଣ୍ଟି କ୍ରାନିକଲ ଏହି ଘଟଣାରେ ଏକ ଭିଡିଓ ଅପଲୋଡ଼ କରିଛନ୍ତି। ଏହି ଭିଡିଓରେ ସେହି ସାମୁଦ୍ରିକ ଜୀବକୁ ଧୀର ମନ୍ଥର ଗତିରେ ବୁଲୁ ଥିବାର ଦେଖାଯାଇଛି। ଏହି ବିଶାଳକାୟ ଜୀବର ପିଠି ଉପରେ ବଡ଼ ଅକ୍ଷରରେ ଟ୍ରମ୍ଫ ଲେଖା ଯିବାର ମଧ୍ୟ ଦେଖା ଯାଇଥିଲା। ହେଲେ ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ କି ଏହା ବାସ୍ତବରେ କେମିତି ଲେଖା ଯାଇଥିଲା।ଶୋଶିଆଲ ମିଡ଼ିଆରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି।

https://twitter.com/strombo/status/1348695307832483841?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1348695307832483841%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Ftrending%2Fphoto%2Fus-fish-and-wildlife-service-are-looking-for-the-person-who-wrote-trump-on-a-sea-mammal-tstv-1191084-2021-01-12

ଏହି ଘଟଣାରେ ଏରିଜୋନା ବେସ୍ଡ ସେଣ୍ଟର ଫାର ବାୟଲୋଜିକଲ ଡାୟବର୍ସିଟୀ କହିଛନ୍ତି କି ସେ ଏହି ଘଟଣାରେ ସଠିକ ଖବର ଦେବା ଲୋକକୁ ୫୦୦୦ଡଲାର୍ସ ଅଥବା ପାଖାପାଖି ୩ଲକ୍ଷ ଟଙ୍କାର ପୁରସ୍କାର ଦେବେ। ଏହି ସାମୁଦ୍ରିକଜୀବ ଅଧିକାଂଶ ଶାକାହାରୀ ହୋଇଥାନ୍ତି ଏବଂ ନିଜ ବିଶାଳକାୟ ଶରୀର ଏବଂ ଶାନ୍ତ ସ୍ଵଭାବରେ ଚାଲିବାରୁ ଏମାନଙ୍କୁ ସାମୁଦ୍ରିକ ଗାଇ ମଧ୍ୟ କୁହାଯାଇଥାଏ।

aajtak.in

ଆମେରିକାର ଫିଶ ଏଣ୍ଡ ୱାଇଲ୍ଡଲାଇଫ ସର୍ଭିସର ପ୍ରବକ୍ତାଙ୍କର କହିବା କଥା ହେଉଛି କି ଏହି ଘଟଣାରେ ସାମୁଦ୍ରିକ ଜୀବକୁ କ୍ଷତ ଲାଗିନାହିଁ। ଆମେରିକା ସରକାର ଏହି ଜୀବ ମାନଙ୍କର ସୁରକ୍ଷାକୁ ନେଇ ବହୁତ ଏକ୍ଟିଭ ରହୁଛନ୍ତି। ପୂର୍ବ କେତେ ବର୍ଷରୁ ଏହି ଜୀବ ମାନଙ୍କର ସଂଖ୍ୟାରେ ଉନ୍ନତି ହେବାର ମଧ୍ୟ ଦେଖିବାକୁ ମିଳୁଛି। ବର୍ଷ ୧୯୯୧ରେ ଫ୍ଲୋରିଡାରେ ଏହି ସାମୁଦ୍ରିକଜୀବ ମାନଙ୍କର ସଂଖ୍ୟା ୧୨୬୭ଥିଲା ଯାହା ଏବେ ବଢି ୬୩୦୦ ହୋଇ ସାରିଛି।

aajtak.in

ଗୌରବର କଥା ହେଉଛି କି ଏହା ପ୍ରଥମଥର ନୁହେଁ ଯେତେବେଳେ ଡୋନାଲ୍ଡ ଟ୍ରମ୍ପେଙ୍କ ନାମ କୈାଣସି ଜୀବର ଶରୀର ଉପରେ ଲେଖିବାର ପ୍ରଚେଷ୍ଟା କରାଯାଇଛି। ଏହା ପୂର୍ବରୁ ନାର୍ଥ କୈରୋଲିନାରେ ପୂର୍ବବର୍ଷ ଟ୍ରମ୍ପ 2020ନାମର ଲୋଗ ଏକ ଭାଲୁର ଶରୀରରେ ଲଗାଇ ଦିଆଯାଇଥିଲା। ଏହି ଘଟଣାଟି ସାମ୍ନାକୁ ଆସିବା ପରେ ପର୍ଯ୍ୟାବରଣ ବିଶେଷଜ୍ଞ ଏହି ଘଟଣାର ବହୁତ ନିନ୍ଦା କରିଥିଲେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତା ମତ ଆମକୁ କାମେଣ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ସାଙ୍ଗ ସାଥିଙ୍କ ସହିତ ଶେୟାର କରନ୍ତୁ | ଏମିତି ସବୁ ପ୍ରକାରର ଖବର ପାଇବାକୁ ଆମ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *