ଭୋଜପୁରୀର ସବୁଠାରୁ ବଡ ଅଭିନେତ୍ରୀଙ୍କୁ କି-ସ କରିବାକୁ ଲାଗିଲେ ଖେସାରି ଲାଲ ୟାଦବ, ଦେଖନ୍ତୁ ପରେ କ’ଣ ଅବସ୍ଥା ହେଲା

ଭୋଜପୁରୀ ଫିଲ୍ମର ନିଜର କିଛି ଅଲଗା କଥା ଥାଏ। ବଲିଉଡ ଏବଂ ସାଉଥ ଇଣ୍ଡିଆନ ଫିଲ୍ମ ପରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ନମ୍ବର ଆସିଥାଏ। ଏହାର ମଧ୍ୟ ବହୁତ ବଡ ଦର୍ଶକ ବର୍ଗ ଅଛନ୍ତି। ଏଥିରେ କାମ କରୁଥିବା ଷ୍ଟାର ମାନଙ୍କର ଲୋକପ୍ରିୟତା କୌଣସି ବଲିଉଡ ଷ୍ଟାର ମାନଙ୍କ ଠାରୁ କମ ନୁହେଁ। ଭୋଜପୁରୀ ଫିଲ୍ମର ଏମିତି ଏକ ପପୁଲାର କଳାକାର ହେଉଛନ୍ତି ଖେସାରୀ ଲାଲ ୟାଦବ। ଏ ସେହି ଖେସାରୀ ଲାଲ ୟାଦବ ଅଟନ୍ତି ଯିଏ ବିଗ ବସ ୧୩ ରେ ଦେଖିବାକୁ ମିଳିଥିଲେ।

ବର୍ତ୍ତମାନ ଖେସାରୀ ଲାଲ ୟାଦବଙ୍କର ଏକ କିସିଙ୍ଗ ଭିଡିଓ ଭାଇରାଲ ହେଉଛି। ଏହି ସିନରେ ସେ ଭୋଜପୁରୀ ହଟ ଅଭିନେତ୍ରୀ କାଜଲ ରାଘବାନୀଙ୍କୁ କି-ସ କରୁଥିବାର ଦେଖିବାକୁ ମିଳିଛନ୍ତି। କାଜଲ ଏବଂ ଖେସାରୀଙ୍କ ଯୋଡି ଭୋଜପୁରୀ ସିନେମାରେ ବହୁତ ପପୁଲାର ଅଟେ। ଫ୍ୟାନ୍ସଙ୍କୁ ଏମାନଙ୍କ ମଧ୍ୟର କେମେଷ୍ଟ୍ରି ଦେଖିବାକୁ ବହୁତ ପସନ୍ଦ ଲାଗେ। ଏମାନଙ୍କର ଗୀତ ମଧ୍ୟ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହୁଏ। କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କ ମଧ୍ୟରେ କିସିଙ୍ଗ ସିନ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି।

ଖେସାରୀ ଲାଲ ୟାଦବ ଏବଂ କାଜଲ ରାଘବାନୀଙ୍କ ଏହି କିସିଙ୍ଗ ସିନ ୟୁଟ୍ୟୁବରେ ‘ କିସି କିସ କର ଦିହଲ ‘ ନାମରେ ଅପଲୋଡ ଅଛି। ଏହି ଭିଡିଓ ଅପଲୋଡ ହେବା ମାତ୍ରେ ଇଣ୍ଟରନେଟରେ ଧମାଲ କରିଦେଇଛି , ଏହାକୁ ଏବେ ପାଖାପାଖି ଦୁଇ ଲକ୍ଷ ଲୋକ ଦେଖି ସାରିଛନ୍ତି। ଏହି ସିନରେ ଖେସାରୀଙ୍କୁ କାଜଲ ରାଘବାନୀଙ୍କ ସହିତ ମସ୍ତି ମଜାକ କରୁଥିବାର ଦେଖିବାକୁ ମିଳିଛି , ଏହି ସମୟରେ ସେ କାଜଲଙ୍କୁ କିସ କରି ଦିଅନ୍ତି।

ଏହି ସିନରେ ଦୁଇ ଜଣଙ୍କର କେମେଷ୍ଟ୍ରି ଦେଖିବାକୁ ବହୁତ କ୍ବୁଟ ଲାଗୁଛି। ତାଙ୍କ ଫ୍ୟାନ୍ସ ଏହି ସିନକୁ ବହୁତ ଏନଜୟ କରୁଛନ୍ତି। ଏମିତିରେ ଦୁଇ ଷ୍ଟାରଙ୍କର ଅଭିନୟକୁ ଦେଖି ଏହା ଲାଗୁଛି କି ଦୁଇ ଜଣଙ୍କୁ ଏହି ସିନ କରିବାକୁ ବହୁତ ମଜା ଆସୁଛି। ଏହି ସିନ ‘ ଦୁଲହନ ବହି ଯୋ ପିଆ ମନ ଭାୟେ ‘ ର ଅଟେ। ଏହି ଫିଲ୍ମ ଅଭୟ ସିଂହା ଆଣ୍ଡ ଏନଜୟମେଣ୍ଟ ଡଟ କମରେ ପ୍ରସ୍ତୁତ କରାଯାଉଛି।

ଫିଲ୍ମର ଫାଷ୍ଟ ଲୁକ ନୂଆ ବର୍ଷରେ ଜାରୀ କରାଯାଇଥିଲା। ବହୁତ ଜଲଦି ଏହାର ଟ୍ରେଲର ମଧ୍ୟ ଆସିଯିବ। ଫିଲ୍ମରେ କାଜଲ ରାଘବାନୀ ଏବଂ ଖେସାରୀ ଲାଲ ୟାଦବ ଏକା ସହିତ ଧମାଲ କରୁଥିବାର ଦେଖିବାକୁ ମିଳିବେ। ଆଶା କରାଯାଉଛି କି ଏହି ଫିଲ୍ମ ଭୋଜପୁରୀ ବକ୍ସ ଅଫିସରେ ଧମାଲ କରିବ। ବର୍ତ୍ତମାନ ଆପଣ ଏହି ଫିଲ୍ମର ଏହି ଜୋରଦାର କିସିଙ୍ଗ ସିନ ଦେଖନ୍ତୁ।

ଆପଣଙ୍କୁ ଏହି କିସିଙ୍ଗ ସିନ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଏହି ଭିଡିଓ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି ଭିଡିଓକୁ ଆପଣ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *