ପୁଣି ଦୋହରିଲା ନିର୍ଭୟା କେସ, ଗ୍ୟାଙ୍ଗ ରେ-ପ ପରେ ପ୍ରାଇଭେଟ ପାର୍ଟରେ ଭର୍ତି କଲେ ରଡ

ମଧ୍ୟପ୍ରଦେଶରେ ର୍ନିଭୟା ପରି ର୍ଦୁଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବ। କହିବା ଅନୁସାରେ ୪ଜଣ ଲୋକ ମଧ୍ୟମ ବୟସର ଜଣେ ମହିଳାଙ୍କୁ ରେ-ପ କରି ଏବଂ ତାପରେ ମହିଳା ଜଣଙ୍କ ପ୍ରାଇଭେଟ ପାର୍ଟରେ ଲୁହାର ରଡ ର୍ଭତୀ କରି ଦେଇଛନ୍ତି। ଘଟଣାଟି ଶନିବାର ବିଳମ୍ବ ରାତିରେ ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୪୦ କିଲୋମିଟର ଦୂର ଅମଲିଆ ଥାନା କ୍ଷେତ୍ରରରେ ହୋଇଛି।

ପୋଲିସଙ୍କ ଅନୁସାରେ ପିଡିତ ମହିଳା ଜଣଙ୍କର ସ୍ବାମୀଙ୍କର ୪ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ସେ ତାର ଦୁଇ ନାବାଲିକ ପିଲା ଏବଂ ତା ଭଉଣୀ ସହିତ ଏକ କୁଡିଆରେ ରହୁଥିଲା। ମହିଳା ସେଠାରେ ଏକ ଦୋକାନ ଚଲାଉ ଥିଲେ।

ଏହି ବିଷୟରେ ପୋଲିସ କହିଛି କି ଅଭିଯୁକ୍ତମାନେ ଶନିବାର ଦିନ ବିଳମ୍ବ ରାତିରେ ତାଙ୍କ ଘରକୁ ଆସି ପାଣି ମିଗିଥିଲେ। ଯେତେବେଳେ ମହିଳା ଜଣଙ୍କ ପାଣି ଦେବାପାଇଁ ମନା କଲା ସେତେବେଳେ ଅଭିଯୁକ୍ତ ମାନେ ଜଣ ଜଣକ ପରେ ବ-ଳା-ତ୍କା-ର କରିଥିଲେ ମହିଳା ଜଣଙ୍କୁ। ନୃସଂଶ ଅଭିଯୁକ୍ତ ମାନେ ଏଥିରେ ବି ଖୁସି ନଥିଲେ ସେମାନେ ଫେରାର ହେବା ପୂର୍ବରୁ ମହିଳା ଜଣଙ୍କ ପ୍ରାଇଭେଟ ପାର୍ଟରେ ଲୁହାର ରଡ ର୍ଭତୀ କରି ଦେଇଥିଲେ।

ପିଡିତା ଜଣଙ୍କୁ ଏକ ଅଟୋରିକ୍ସାରେ ଅମଲିୟା ପୋଲିସ ଷ୍ଟେସନ ନିଆ ଗଲା, ଯେଉଁଠି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ନିଆ ଗଲା। ଏହାପରେ ପିଡିତା ଜଣଙ୍କୁ ଅଚେତ ଅବସ୍ଥାରେ ଭଲ ଚିକିତ୍ସା ପାଇଁ ତୁରନ୍ତ ରୀବାର ସଂଜୟ ଗାନ୍ଧୀ ମେଡିକାଲକୁ ନିଆ ଗଲା। ହସ୍ପିଟାଲର ଗାୟନୀଙ୍ଗ ବିଭାଗର ଏଚଓଡି ଡ. କଲ୍ପନା ୟାଦବ କହିଛନ୍ତି କି, ମହିଳାଙ୍କୁ ଗଂଭୀର ଅବସ୍ଥାରେ ସେଠାରୁ ଏଠାକୁ ଅଣା ଯାଇଥଲା, ତାର ଅବସ୍ଥା ଖରାପ ଥିଲା। ଗୁପ୍ତାଙ୍ଗରେ ରଡ ପଶି ଥିବାରୁ ଭିତରେ କ୍ଷତ ଥିଲା ଯାହାର ସର୍ଜରୀ କରାଯାଇଛି। ଏବେ ସେ ବିପଦ ମୁକ୍ତ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି।

ରୀବା ରଞ୍ଜର ଆଇଜି ଉମେଶ ଜୋଗା କହିଛନ୍ତି କି ପିଡିତା ଜଣଙ୍କ ପରିବାରର ଅଭିଯୋଗ ଅନୁସାରେ ପୋଲିସ ୪ଜଣ ଆରୋପିଙ୍କୁ ଗିରଫ କରିଛି। ଆରୋପୀମାନେ ମହିଳା ଜଣଙ୍କ ଗାଁର ହିଁ ଅଟନ୍ତି। ପୋଲିସ ଧାରା ୩୭୬, ୩୨୪, ୫୪୨ ,୩୪ ଅନୁସାରେ ମାମଲା ଦର୍ଜ କରିଛନ୍ତି। ଏହି ଘଟଣା ଯେଉଁ ଆରୋପି ମାନେ କରୁଛନ୍ତି ତାଙ୍କ ନାଁ ହେଉଛି ଲଲ୍ଲୁ କୋଲ ,ଭାଈଲାଲ ପଟେଲ ଏବଂ ଆଉ ଦୁଇ ଜଣଙ୍କ ରୂପରେ ହୋଇଛି। ଘଟଣାର ଜାଞ୍ଚ ସର୍ବୋଚ୍ଚ ପ୍ରାଥମିକତା ଭାବରେ କରା ଯାଉଛି।

ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚିନ୍ତ ଜାଣନ୍ତୁ। ଏମିତି ନର ରାକ୍ଷସ ମାନଙ୍କୁ କେଉଁ ଭଳି ସଜା ମିଳିବା ଦରକାର

Leave a Reply

Your email address will not be published. Required fields are marked *