ପରିଚୟ ଲୁଚେଇ ମୁସଲିମ ବ୍ୟକ୍ତି ଜଣଙ୍କ ବିବାହ କରିଥିଲେ ଏହି ଟିଭି ଅଭିନେତ୍ରୀଙ୍କୁ, ଏବେ କରିଛନ୍ତି ଏମିତି ଅବସ୍ଥା

ଟିଭି ଅଭିନେତ୍ରୀ ପ୍ରିଟୀ ତଲରେଜା ନିଜ ସ୍ବାମୀ ଅଭିଜିତ ପେଟକରଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ପ୍ରିଟି ନିଜର ସ୍ବାମୀଙ୍କ ଉପରେ ମାରପିଟ ବ୍ୟତିତ ଧର୍ମାତରଣ , ଶାରୀରିକ ଏବଂ ମାନସିକ ଶୋଷଣର ଆରୋପ ଲଗାଇଛନ୍ତି। ପ୍ରିଟି ନିଜ ଉପରେ ହୋଇଥିବା ମାରପିଟ ଏବଂ ଘରୋଇ ଅସନ୍ତୋଶ ବିଷୟରେ ସୋଶିଆଲ ମିଡିଆରେ ଲେଖିଛନ୍ତି।

https://twitter.com/SunainaHoley/status/1346707023690252288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1346707023690252288%7Ctwgr%5E%7Ctwcon%5Es1_&ref_url=https%3A%2F%2Fhindi.asianetnews.com%2Ftv-news%2Ftv-actress-preity-talreja-assaulting-by-her-husband-and-forced-to-convert-in-islam-kpg-qmmfm6

ପ୍ରିଟୀ କହିଥିଲେ କି ସେ ପ୍ରଥମେ ମୁମ୍ବାଇ ପୋଲିସଙ୍କ ପାଖରେ ଅଭିଯୋଗ କରାଇଥିଲେ , କିନ୍ତୁ ତାଙ୍କ ଅଭିଯୋଗର କୌଣସି ଆକ୍ସନ ନିଆ ଯାଇନଥିଲା। ପରେ ସେ ସୋଶିଆଲ ମିଡିଆରେ ସିଏମ ଉଦ୍ଧବ ଠାକରେ , ପିଏମଓଙ୍କୁ ଟ୍ୟାଗ କରି ନିଜର ଅଭିଯୋଗ କହିଥିଲେ। ଏବେ ଖଡକପାଡା କଲ୍ୟାଣ ପୋଲିସ ପ୍ରିଟୀଙ୍କ ଅଭିଯୋଗ ସ୍ବୀକାର କରି ସ୍ବାମୀଙ୍କ ବିରୋଧରେ କେସ ଦର୍ଜ କରିଛି। ଯାହାର କପି ସୁମନ ହୋଲେ ସେୟାର କରିଛନ୍ତି।

ପ୍ରିଟୀ ଅଭିଜିତ ପେଟକରଙ୍କୁ ତିନି ବର୍ଷ ପୂର୍ବେ ବିବାହ କରିଥିଲେ। କିଛି ଦିନ ପୂର୍ବେ ପ୍ରିଟି ସୋଶିଆଲ ମିଡିଆ ସାହାର୍ଯ୍ୟରେ ମହାରାଷ୍ଟ୍ର ସରକାର , ପୋଲିସ ଏବଂ ଅନ୍ୟ କେତେକ ଲୋକମାନଙ୍କୁ ଏହି ଘଟଣା ପାଇଁ ସାହାର୍ଯ୍ୟ ମାଗିଥିଲେ। ନିଜର ପୋଷ୍ଟରେ ପ୍ରିଟି କହିଛନ୍ତି କି ତଙ୍କ ସ୍ବାମୀ ମୁସଲିମ ଅଟନ୍ତି ଏବଂ ଦୁଇ ଜଣଙ୍କ ବିବାହ ମସ୍ଜିଦରେ ହୋଇଥିଲା। ମୁସଲିମ ଲ ଅନୁସାରେ ମସ୍ଜିଦରୁ ତାଙ୍କୁ ସାର୍ଟିଫିକେଟ ଦିଆ ଯାଇ ନଥିଲା। ଏବେ ଅଭିଜିତି ପ୍ରିଟିଙ୍କୁ ଧର୍ମ ବଦଳେଇବା ପାଇଁ ବାଧ୍ୟ କରି ମାରପିଟ କରୁଛନ୍ତି।

ଏକ ପୋଷ୍ଟରେ ପ୍ରିଟି ଲେଖିଛନ୍ତି କି ତାଙ୍କ ସ୍ବାମୀ କହୁଛନ୍ତି ସେ ମୁସଲିମ ଅଟନ୍ତି , କିନ୍ତୁ ଧର୍ମ ବଦଳେଇବା ପାଇଁ ତାଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ। ସେ ଏବେ ମଧ୍ୟ ତାଙ୍କର ଲିଗାଲ ଡକ୍ୟୁମେଣ୍ଟରେ ଅଭିଜିତ ପେଟକର ଲେଖୁଛନ୍ତି। ସେ ମତେ ତିନି ବର୍ଷ ହେଲା ପ୍ରେମ ନାଁରେ ଧୋକା ଦେଉଛି। ଏହା ପୂର୍ବରୁ ସୋଶିଆଲ ମିଡିଆରେ ପ୍ରିଟିଙ୍କର କେତେକ ଫଟୋ ଭାଇରାଲ ହୋଇଛି , ଯେଉଁଥିରେ ତାଙ୍କ ମୁହଁରେ ମାର ପିଟର ଦାଗ ଦେଖା ଯାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *