ପେଟ୍ରୋଲ , ଡିଜେଲର ମୂଲ୍ୟ ବଢୁଥିବା ସମୟରେ ଜଦି ଇନ୍ଧନରେ ଅଳ୍ପ ସଞ୍ଚୟ ହୋଇଯାଏ ତେବେ କାହାକୁ ଭଲ ନ ଲାଗିବ? ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାକୁ ଧ୍ୟାନରେ ରଖି ଇଣ୍ଡିଆନ ଅୟଲ କରପୋରେଶନ ସହିତ ମିଶି ନୂଆ କୋ-ବ୍ରାଣ୍ଡେଡ ରୁପୈ ଡେବିଟ କାର୍ଡ ଲଞ୍ଚ କରିଛି।
ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଇନ୍ଧନ କମ୍ପାନୀ ଇଣ୍ଡିଆନ ଅୟଲ କରପୋରେଶନ ସହିତ କୋ-ବ୍ରାଣ୍ଡେଡ ରୁପୈ କାର୍ଡ ଲଞ୍ଚ କରିଛି। ସାରା ଦେଶରେ ଇଣ୍ଡିଆନ ଅୟଲକୁ ପେଟ୍ରୋଲ ପମ୍ପରେ ଏହି କାର୍ଡରେ ପ୍ରତ୍ୟେକ ଥର ୨୦୦ ଟଙ୍କାର ଇନ୍ଧନ କିଣିବାରେ ଗ୍ରାହକକୁ ୬ଗୁଣା ରିଓ୍ବାଡ ପଏଣ୍ଟ୍ସ ମିଳିବ।
କଣ୍ଟାକ୍ଟଲେସ ଡେବିଟ କାର୍ଡ।
ଏହି କାର୍ଡର ଏକ କଣ୍ଟାକ୍ଟଲେସ ଡେବିଟ କାର୍ଡ ହେବ। ଏହାର ମାନେ ଗ୍ରାହକ ବିନା ସ୍ବାଇପରେ ଏହି କାର୍ଡର ବ୍ୟବହାର କରି ପାରିବେ। ଭାରତୀୟ ରିଜର୍ବ ବ୍ୟାଙ୍କ ନିୟମ ଅନୁସାରେ ଗ୍ରାହକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ପିଓଏସ ମେଶିନରେ ଟାଇପ କରି ପାରିବେ।
ଏତିକି ହିଁ ନୁହେଁ ଇଣ୍ଡିଆନ ଅୟଲର ପମ୍ପରୁ ପେଟ୍ରୋଲ , ଡିଜେଲ ଇତ୍ୟାଦିର ପ୍ରତ୍ୟେକ କିଣାରେ ଗ୍ରାହକକୁ ୦.୭୫ ପ୍ରତିଶଦ ଲୟଲ୍ଟୀ ପଏଣ୍ଟ୍ସ ମଧ୍ୟ ମିଳିବ। ଏହି କାର୍ଡରେ ଇନ୍ଧନର କିଣାରେ କୌଣସି ମାସିକ ସୀମା ରହିବ ନାହିଁ।
ଏହାର ମାନେ ଗ୍ରାହକ ଇଣ୍ଡିଆନ ଅୟଲର ପେଟ୍ରୋଲ ପମ୍ପରେ ଏହି କାର୍ଡରେ ପେଟ୍ରୋଲ ଡିଜେଲ ପାଇଁ ଯେତେ ଅଧିକ ଦେୟ କରି ପାରିବେ , ତାକୁ ଏତିକି ଅଧିକ ରିଓ୍ବର୍ଡ ପଏଣ୍ଟ୍ସ ମିଲିବ।
ରେସ୍ଟୋରାଣ୍ଟ ଦେୟ ଉପରେ ମଧ୍ୟ ରିଓ୍ବର୍ଡ ପଏଣ୍ଟ୍ସ
ଏହା ବ୍ୟତିତ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାରେ , ସଉଦା କିଣିବାରେ , ସିନେମା ଦେଖିବାରେ ଏବଂ ବିଲର ଦୟ ମଧ୍ୟ କାର୍ଡରେ କରିବାରେ ରିଓ୍ବଡ ପଏଣ୍ଟ୍ସ ମିଳିବ। ଗ୍ରାହକ କାର୍ଡରେ ମିଳିଥିବା ରିଓ୍ବର୍ଡ ପଏଣ୍ଟର ଉପଯୋଗ ଗ୍ରୋସରୀ ଷ୍ଟୋର , ରେଷ୍ଟୁରାଣ୍ଟ , ସିନେମାର ଟିକେଟ ଏବଂ ବିଲର ଦେୟ କରି ପାରିବେ।
ଇଣ୍ଡିଆନ ଅୟଲ ଦେଶର ସବୁଠାରୁ ବଡ ଇନ୍ଧନ ବିତରକ କମ୍ପାନୀ ଅଟେ। ସାରା ଦେଶରେ କମ୍ପାନୀର ୩୦,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଅଛି। ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖାରା ଏହି ବିଷୟରେ କହିଛନ୍ତି କି ଇଣ୍ଡିଆନ ଅୟଲ କରପୋରେଶନ ଲିମିଟେଡ ସହିତ ନିଜର ରଣନୀତିକ ସହଭାଗୀତାର ମାଧ୍ୟମରେ ଏସବିଆଇ ଇଣ୍ଡିଆନ ଅୟଲ କଣ୍ଟାକ୍ଟଲେସ ରୁପୈ ଡେବିଟ କାର୍ଡ ଲଞ୍ଚ କରାଯାଇଛି।