ପିତାଙ୍କ ପଥରେ ପୁଅ, ୱାଇଲ୍ଡ ସେ-କ୍ସ ପାର୍ଟି ପାଇଁ ସ୍କୁଲରୁ ଉଠାଇ ନିଆଯାଉଥିଲା ଝିଅ

ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଅନେକ କାହାଣୀ ମଝିରେ ମଝିରେ ସାମ୍ନାକୁ ଆସିଥାଏ | କିନ୍ତୁ ଏହା କେହି ମଧ୍ୟ ଜାଣି ନାହାନ୍ତି ଯେ ଏସବୁ କାହାଣୀରେ କେତେ ମିଛ ରହିଛି ଆଉ କେତେ ସତ | କାରଣ କିମ ଜୋଙ୍ଗ ଉନଙ୍କ ଅନୁମତି ନଥିଲେ ଉତ୍ତର କୋରିଆରୁ କୌଣସି ଖବର ବାହାରକୁ ଆସି ପାରିବ ନାହିଁ | ଏହି ଏକଛତ୍ରବାଦ ଏତେ କ୍ରୁର ଅଟନ୍ତି ତାହା ଆପଣ କରୋନା ସଂକ୍ରମିତଙ୍କୁ ଗୁଳି କରି ମାରିଦେବାର ଦିଆଯାଇଥିବା ଆଦେଶରୁ ଜାଣିପାରୁଥିବେ |

କିମ ଜୋଙ୍ଗ ଉନ ଜଣେ ଏପରି ଏକଛତ୍ରବାଦ ଶାସକ ଅଟନ୍ତି ଜି ସାମାନ୍ୟ ଭୁଲ ପାଇଁ ମଧ୍ୟ ମୃତ୍ୟୁର ଦଣ୍ଡ ଶୁଣାଇ ଦିଅନ୍ତି | କିମ ଜୋଙ୍ଗ ଉନ ଏଏବଂ ତାଙ୍କ ପିତା କିମ ଜୋଙ୍ଗ ଇଲ ଉଭୟଙ୍କ ବିଷୟରେ କୁହାଯାଇଥାଏ ଯେ ଉଭୟ ପିତା ପୁତ୍ର ବହୁତ ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି | ତାଙ୍କ ପିତା ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଏକ ଭିନ୍ନ ଭବନ ମଧ୍ୟ ବନାଇ ରଖିଛନ୍ତି | ସେ ଏତେ କ୍ରୁର ଥିଲେ ଯେ ସ୍କୁଲରୁ ଝିଭା ମାନଙ୍କୁ ଉଠାଇ ଆଣୁଥିଲେ | କିମ ଜୋଙ୍ଗ ଉନ ମଧ୍ୟ ଏହା କରୁଛନ୍ତି | ୮ ଜାନୁଆରୀ ଦିନ ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଜନ୍ମଦିନ ରହିଛି |

କିମ ଜୋଙ୍ଗ ଉନଙ୍କ ଜନ୍ମ ୮ ଜାନୁଆରୀ, ୧୯୮୩ ମସିହାରେ ହୋଇଥିଲା | ମାତ୍ର ଅଧିକାରିକ ସ୍ତରରେ ଏହାକୁ ୧୯୮୨ ବୋଲି ଗ୍ରହଣ କରାଯାଇଥାଏ | ତାଙ୍କର ପିତା କିମ ଜୋଙ୍ଗ ଇଲ (୧୯୪୧-୨୦୧୧) ପର୍ଯ୍ୟନ୍ତ ଉତ୍ତର କୋରିଆ ଉପରେ ରାଜୁତି କରି ଆସୁଥିଲେ | ତାଙ୍କ ମୃତ୍ୟୁ ପରେ ୨୮ ଡିସେମ୍ବର ୨୦୧୧ ମସିହାରେ କିମ ଜୋଙ୍ଗ ଉନ ନିଜକୁ ଉତ୍ତର କୋରିଆର ଏକଛତ୍ରବାଦ ଶାସକ ଭାବରେ ଘୋଷିତ କରାଇ ଦେଇଥିଲେ | କୁହାଯାଇଥାଏ ଯେ କିମ ଜୋଙ୍ଗ ଉନଙ୍କ ନିଷ୍ପତ୍ତି ବିଷୟରେ କେବଳ ଏପରି କଥା ସାମ୍ନାକୁ ଆସିଛି ଯାହା ଉତ୍ତର କୋରିଆର ବାହାରେ ରହୁଥିବା ଲୋକମାନେ କେବେ ଶୁଣିଥିବେ ନା ଦେଖିଥିବେ |

ଜାପାନୀ ସମାଚାର ପତ୍ର ସର୍ବପ୍ରଥମେ ଏହି କଥାର ଖୁଲାସା କରିଥିଲେ ଯେ କିମ ସ୍ୱିଜରଲ୍ୟାଣ୍ଡର ଏକ ସ୍କୁଲରେ ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ପାଠ ପଢିଥିଲେ | କୁହାଯାଏ ଯେ ପିଲାବେଳୁ କିମ ବହୁତ ଲାଜକୁଳା ସ୍ୱଭାବର ଥିଲେ | ସେ ଜଣେ ଭଲ ବାଁସ୍କେଟବଲ ଖେଳାଳି ଥିଲେ | ଏମିତିକି କୁହାଯାଏ ଯେ କିମ ଜର୍ମାନୀଙ୍କୁ ଘୃଣା କରୁଥିଲେ | ଯଦି ତାଙ୍କର କେହି ସହପାଠୀ ଜର୍ମାନୀ କହୁଥିବାର ଦେଖନ୍ତି ତେବେ ସେ ତେବେ କିମ ତାଙ୍କୁ ଗୋଇଠା ମାରି ଦେଉଥିଲେ |

ଲେଖିକା ଅନ୍ନା ଫିଫିଲଡ କିମ ଜୋଙ୍ଗ ଉନଙ୍କ ଯିବନି “ଦ ଗ୍ରେଟ ସକ୍ସେସର: ଦ ସିକ୍ରେଟ ରାଇଜ ଏଣ୍ଡ ରୁଲ ଅଫ କିମ ଜୋଙ୍ଗ”ରେ ଉଲ୍ଲେଖ କରିଛନ୍ତି ଯେ କିମ ଯେତେବେଳେ ମାତ୍ର ୭ ବର୍ଷର ଥିଲେ ସେତେବେଳେ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରାଯାଉଥିଲା | ତାଙ୍କର ସମସ୍ତ ଭୁଲକୁ କ୍ଷମା କରିଦିଆଯାଉଥିଲା | ତାଙ୍କୁ କେବେହେଲେ ଅନ୍ୟ ମାନଙ୍କ ସହିତ ଭଲ ବ୍ୟବହାର କରିବା ପାଇଁ ଶିକ୍ଷା ଦିଆଯାଉ ନଥିଲା | ପିଲାବେଳେ ତାଙ୍କ ଜିଦ ଅନୁସାରେ ଏକ କାରକୁ ମଧ୍ୟ ତାଙ୍କ ମନ ମୁତାବକ ମୋଡିଫାଏ କରିଦିଆଯାଇଥିଲା | ତାଙ୍କର ହାତରେ ପିସ୍ତଲ ଧରାଇ ଦିଆଯାଇଥିଲା | ଏହାକୁ ନେଇ ସେ ଅନ୍ୟ ପିଲା ମାନଙ୍କୁ ଭୟଭୀତ କରାଉଥିଲେ |

କିମ ଜୋଙ୍ଗ ଉନ ଏବଂ ତାଙ୍କ ପିତା କିମ ଜୋଙ୍ଗ ଇଲଙ୍କ ବିଷୟରେ କୁହାଯାଏ ଯେ ଉଭୟ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ | କିମ ଜୋଙ୍ଗ ଉନ ଜବରଦସ୍ତି ଝିଅମାନଙ୍କୁ ଉଠାଇ ନିଅନ୍ତି ଏବଂ ଯେତେବେଳେ ସେମାନେ ଗର୍ଭବତୀ ହୋଇଯାନ୍ତି ସେତେବେଳେ ତାଙ୍କୁ ଗାୟବ କରାଇ ଦିଅନ୍ତି | କୁହାଯାଏ ଯେ ଏହାର ଖୁଲାସା ଜଣେ ପୀଡିତା କରିଥିଲେ ଯିଏକି କିମଙ୍କର କବଳରୁ ଫେରାର ହୋଇ ଅନ୍ୟ ଦେଶର ସୀମା ଅତିକ୍ରମ କରୁଥିବା ସମୟରେ ଧାରା ପଡ଼ିଥିଲେ | କିମ ଜୋଙ୍ଗ ଉନ ସ୍କୁଲରେ ପଢ଼ୁଥିବା ସୁନ୍ଦର ଝିଅ ମାନଙ୍କୁ ନିଜ ସହ ଜୋରଜବରଦସ୍ତ ନେଇ ଯାଉଥିଲେ |

କିମଙ୍କ ପିତା କିମ ଜୋଙ୍ଗ ଇଲଙ୍କ ବିଷୟରେ ଖୁଲାସା ହୋଇଥିଲା ଯେ ସେ ଏସବୁ କରିବା ପାଇଁ ଏକ ସ୍ୱତନ୍ତ୍ର ଭବନ ନିର୍ମାଣ କରି ରଖିଥିଲେ | ସେହିଠାରେ ଝିଅ ମାନଙ୍କୁ ବନ୍ଦୀ କରି ରଖାଯାଉଥିଲା | ସ୍କୁଲରୁ ଝିଅ ମାନଙ୍କୁ ଉଠାଇ ନିଆଯାଉଥିଲା | ଏମାନଙ୍କୁ ମିଲିଟାରୀ ଅଫିସର ମାନଙ୍କ ପାଖକୁ ପଠାଇ ଦିଆଯାଉଥିଲା | ଏସବୁ ପୂର୍ବରୁ ଏମାନଙ୍କର କୁମାରିତ୍ଵର ଯାଞ୍ଚ ମଧ୍ୟ କରାଯାଉଥିଲା | ତାଙ୍କ ସହିତ ଏକଛତ୍ରବାଦ ଶାସକ ୱାଇଲ୍ଡ ସେକ୍ସ ପାର୍ଟି କରୁଥିଲେ | ତେବେ ଏଥିରେ କେତେ ପରିମାଣରେ ସତ ରହିଛି ତାହା କେହି ମଧ୍ୟ ଜାଣି ନାହାନ୍ତି |

ସୂଚନାଯୋଗ୍ୟ ଯେ କିମ ଜୋଙ୍ଗ ଉନଙ୍କ ଜେଜେବାପା କିମ ଇଲ ସୁଙ୍ଗ(୧୫ ଅପ୍ରେଲ ୧୯୧୨-୮ ଜୁଲାଇ,୧୯୯୫ ) ଉତ୍ତର କୋରିଆର ସଂସ୍ଥାପକ ରହିଥିଲେ | ୧୯୪୮ ମସିହାରେ ସେ ଉତ୍ତର କୋରିଆର ମୂଳଦୁଆ ରଖିଥିଲେ |

କିମ ଜୋଙ୍ଗ ଉନ ସମଗ୍ର ଦୁନିଆ ପାଇଁ ଏକ ବିପଦର ଘଣ୍ଟି ଅଟନ୍ତି | ଆମେରିକାର ସେନାର ଏକ ଆନ୍ତରିକ ରିପୋର୍ଟରେ ଦାବି କରାଯାଇଛି ଯେ କିମ ଜୋଙ୍ଗ ଉନଙ୍କ ସେନା ପାଖରେ ୬୦ରୁ ଅଧିକ ପରମାଣୁ ବୋମା ରହିଛି | ତାଙ୍କ ଲକ୍ଷ୍ୟରେ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ ରହିଛି | ଏହାଛଡା ଉତ୍ତର କୋରିଆ ପାଖରେ ସବୁଠୁ ଅଧିକ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି | ଏହାର ମୋଟ ଓଜନ ୫୦୦୦ ଟନରୁ ଅଧିକ ବୋଲି କୁହାଯାଉଛି |

କିମ ଜୋଙ୍ଗ ଉନ ଅନେକଥର ଅଦୃଶ୍ୟ ହୋଇଯାଇଥାନ୍ତି | ୨୦୧୪ ମସିହାରେ ସେ ୪୦ ଦିନ ପର୍ଯ୍ୟନ୍ତ ଗାୟବ ରହିଥିଲେ | ୨୦ ଦିନ ପରେ ଫେରି ଆସିଥିଲେ | ତାଙ୍କ ମୃତ୍ୟୁର ଖବର ମଧ୍ୟ ବହୁତ ସମୟରେ ଆସିଥାଏ | ଗତ ବର୍ଷ ଦୁଇଥର ଇଣ୍ଟରନେଟରେ ତାଙ୍କ ମୃତ୍ୟୁର ମିଛ ଖବର ସାମ୍ନାକୁ ଆସିଥିଲା | କୁହାଯାଉଥିଲା ଯେ କିମ ଜୋଙ୍ଗ ଉନଙ୍କ ରୋଗରେ ମୃତ୍ୟୁ ହୋଇଯାଇଛି | ଏହା ପୂର୍ବରୁ ଖବର ଆସିଥିଲା ଯେ ଉତ୍ତର କୋରିଆର ଶାସନ ଭରା କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୁଙ୍ଗଙ୍କୁ ଦିଆଯାଇପାରେ | କିନ୍ତୁ ସମସ୍ତ ତଥ୍ୟ ମିଛ ବାହାରିଥିଲା |

ଏହି ଏକଛତ୍ରବାଦ ଶାସକ ପ୍ରଥମଥର ପାଇଁ ନିଜର ନକାମୀ ସ୍ୱୀକାର କରିଛନ୍ତି | ସେ ଗତ ୫ ବର୍ଷରେ ପ୍ରଥମଥର ନିଜର ପାର୍ଟିର କଂଗ୍ରେସ ମିଟିଂ ଡ଼କାଇଛନ୍ତି | ଏଥିରେ ବିକାଶର ରୂପରେଖ ପ୍ରସ୍ତୁତ କରାଯିବ | କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସିଙ୍କ ମୁତାବକ, ଏହି ମିଟିଙ୍ଗ ମଙ୍ଗଳବାର ଦିନ ଆରମ୍ଭ ହୋଇଛି | କିମଙ୍କର ସସନାକାଳରେ ଏହା ପୂର୍ବରୁ ୨୦୧୬ ମସିହାରେ ମିଟିଂ ହୋଇଥିଲା | ଏହା ୪ ଦିନ ପର୍ଯ୍ୟନ୍ତ ଚାଲିଥିଲା | ଏହାପୂର୍ବରୁ ୧୯୮୦ରେ ମିଟିଙ୍ଗ ୫ ଦିନ ପାଇଁ ଏବଂ ୧୯୭୦ ମସିହାରେ ୧୨ ଦିନ ପାଇଁ ଚାଲିଥିଲା |

କିମ ଜୋଙ୍ଗ ଉନ ୨୦୧୧ ମସିହାରେ ଯେତେବେଳେ ଉତ୍ତର କୋରିଆରେ ଶାସନ ଭରା ସମ୍ଭାଳିଥିଲେ ସେତେବେଳେ ତାଙ୍କର ବୟସ ମାତ୍ର ୨୭ ବର୍ଷର ଥିଲା | ନିଶ୍ଚିତ ଭାବରେ ନିଜର ପରମ୍ପରାଗତ ଶାସନଭରା ମିଳିଥିଲା କିନ୍ତୁ ୱାସିଂଟନ ପୋଷ୍ଟର ବ୍ୟୁରୋଚିଫ ଅନ୍ନା ଫିଫିଲଡ କିମ ଜୋଙ୍ଗ ଉନଙ୍କ ଯିବନି “ଦ ଗ୍ରେଟ ସକ୍ସେସର: ଦ ସିକ୍ରେଟ ରାଇଜ ଏଣ୍ଡ ରୁଲ ଅଫ କିମ ଜୋଙ୍ଗ”ରେ ଉଲ୍ଲେଖ କରିଛନ୍ତି ଯେ କିମ ପିଲାବେଳୁ ଏକଛତ୍ରବାଦ ଶାସକଙ୍କର ସ୍ୱଭାବର ଅଟନ୍ତି | ପ୍ରଥମଥର ତାଙ୍କୁ ଯେତେବେଳେ ୪୦ ବର୍ଷୀୟ ସେଫ ମିଳିଥିଲା ସେ ତାଙ୍କ ସହିତ ହାତ ମିଳିବା ବଦଳରେ ତାଙ୍କୁ ଘୁରି ଘୁରି ଅଣାଇଥିଲେ | ଏହି ସେଫ ଜଣକ କିମଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି | କିମ ଯେତେବେଳେ ମାତ୍ର ୮ ବର୍ଷର ଥିଲେ ସେତେବେଳେ ସେ ଏକ୍ସପର୍ଟଙ୍କୁ ଡାକି ମେସିନ ଗୁଡିକର ଟେକ୍ନୋଲୋଜି ଶିଖାଉଥିଲେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *