ମୁଖ ଦୁର୍ଗନ୍ଧ ସବୁଦିନ ପାଇଁ ଦୂର ହୋଇଯିବ, କରନ୍ତୁ ଏହି ଛୋଟ ଘରୋଇ ଉପଚାର

ଆଜି ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ବାରା ମୁଖ ଦୁର୍ଗଦ୍ଧ ସବୁ ଦିନ ପାଇଁ ଦୂର ହୋଇଯିବ।ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।

ବନ୍ଧୁଗଣ ମୁହଁରୁ ଦୁର୍ଗଦ୍ଧ ଆସିବା ବା ବେଡ୍ସ ମେନ ଅନେକ ଲୋକଙ୍କ କହିଥାନ୍ତି ଆମେ ବହୁତ ହାଇଜେନିକ କରିଥାଉ, ଭଲ ଖାଦ୍ୟ ପେୟ ଖାଇ ଥାଉ ବହୁତ ଭଲ ପାଟିରେ ଯତ୍ନ ନେଇଥାନ୍ତି। ସକାଳୁ ପ୍ରତିଦିନ ବ୍ରସ୍ କରିଥାନ୍ତି। ରାତିରେ ବି ସବୁଦିନ ବ୍ରସ୍ କରି ଶୋଇଥାଉ। ତଥାପି କାହିଁକି କେଜାଣି ସକାଳୁ ମୁହଁରୁ ଦୁର୍ଗଦ୍ଧ ଆସିଥାଏ। ଅନେକ ଥର ଲୋକମାନଙ୍କ ସାମ୍ନାରେ ମଧ୍ୟ ଆପଣଙ୍କୁ ଲଜିତ ହେବାକୁ ପଡ଼ିଥାଏ ଆପଣଙ୍କ ମୁଖ ଦୁର୍ଗଦ୍ଧ ପାଇଁ। ଏମିତିରେ ଆପଣଙ୍କର ମୁଖ ଦୁର୍ଗଦ୍ଧ ଦୂର କରିବା ପାଇଁ ଅନେକ ଉପାୟ ଆପଣେଇ ଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ଗୋଟେ ବହୁତ ଭଲ ସହଜ ଉପାୟ କହିବାକୁ ଯାଉଛୁ। ଯାହା ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ। ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ମୁଖ ଦୁର୍ଗଦ୍ଧ ସବୁଦିନ ପାଇଁ ଦୂର ହୋଇଯିବ।

ଆପଣ ଗୋଟେ ଛୋଟ ଗୁଜୁରାତି ଏବଂ ଗୋଟିଏ ଲବଙ୍ଗ ନେଇ ଆପଣଙ୍କ ଦାନ୍ତ ମାଢିରେ ଲଗେଇ ଦିଅନ୍ତୁ। ଏହାକୁ ଧୀରେ ଧୀରେ ଚୋଷନ୍ତୁ। ପୁରା ଧୀରେ ଧୀରେ ଚୋଷନ୍ତୁ। ସମୟ ଦିଅନ୍ତୁ ଏହାକୁ ଚୋବାଇବା ପାଇଁ। ସଙ୍ଗେ ସଙ୍ଗେ ଆଦୌ ଚୋବାନ୍ତୁ ନାହିଁ। ଏହାର ରାସ ସମ୍ପୂର୍ଣ ମୁହଁ ସାରା ଯେମିତି ଆସୁ ସେମିତି ଭାବେ ଚୋବାନ୍ତୁ। ତା ପରେ ଏହାକୁ ଘିଟି ଦିଅନ୍ତୁ। ଏହାର ପ୍ରୟୋଗ ଯଦି ଆପଣ ପ୍ରତିଦିନ ଏହିପରି ଭାବରେ କରିବେ ତେବେ କେବଳ ୫ ମିନିଟ ଭିତରେ ହିଁ ଆପଣଙ୍କ ମୁଖ ଦୁର୍ଗଦ୍ଧ ଦୂର ହୋଇଯିବ। ଯଦି ଆପଣଙ୍କର ମୁଖ ଦୁର୍ଗଦ୍ଧ ସବୁଦିନ ପାଇଁ ଦୂର କରିବାକୁ ଚାହୁଁଛନ୍ତି, ଯଦି ଆପଣ ଜୀବନ ସାରା ପାଇଁ ଏହି ମୁଖ ଦୁର୍ଗଦ୍ଧ ଦୂର କରିବା ପାଇଁ ଚାହାଁନ୍ତି ତେବେ ଏହି ପ୍ରୟୋଗକୁ ୩ ରୁ ୪ ଥର ପ୍ରତିଦିନ ଆରମ୍ଭ କରନ୍ତୁ।

ଯଦି ଆପଣଙ୍କୁ ଲାଗେ ଆପଣଙ୍କ ମୁଖ ଦୁର୍ଗଦ୍ଧ ଠିକ ହୋଇଗଲା ତେବେ ଆପଣ ଏହି ପ୍ରୟୋଗ କରିବା ବନ୍ଦ କରିଦିଅନ୍ତୁ। ଯଦି କେବେ ମୁଖରୁ ଦୁର୍ଗଦ୍ଧ ଆସିବାର ପୁଣି ଅନୁଭବ କରନ୍ତି ତେବେ ଆପଣ ଏହାକୁ ଚୋବାଇ ପାରିବେ। ତାର ଆବଶ୍ୟକତା ଆଉ ପଡ଼ିବ ନାହିଁ। ଏହା ନାଁ କେବଳ ଆପଣଙ୍କ ମୁଖ ଦୁର୍ଗଦ୍ଧ ଠିକ କରେ ସାଥିରେ ଆପଣଙ୍କ ପେଟ ଜନିତ ଯେଉଁ ସମସ୍ୟା ଅଛି, ଯେଉଁ କାରଣରୁ ଆପଣଙ୍କ ମୁଖରୁ ଦୁର୍ଗଦ୍ଧ ଆସୁଛି ପାଟି ପ୍ରବ୍ଲେମ, ଦାନ୍ତ ପ୍ରବ୍ଲେମ, ମୁହଁରେ ଯେଉଁ ରୋଗ ଅଛି ତାହା ପାଇଁ ଲବଙ୍ଗ ଏକ ଉତ୍ତମ ଔଷଧ ଅଟେ। ଗୁଜୁରାତି ଆପଣଙ୍କ ହଜମ ଠିକ କରିବାରେ ସାହାର୍ଯ୍ୟ କରିଥାଏ। ଏହି ଉପାୟ ଯଦି ଆପଣ ଆପଣାନ୍ତି, ତେବେ ଆପଣଙ୍କର ମୁଖ ଦୁର୍ଗଦ୍ଧ ସବୁଦିନ ପାଇଁ ଦୂର ହୋଇଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *