ଗତ ବର୍ଷରେ ତିବ୍ର ପତନ ପାଇଁ ଆଜି ଭାରତରେ ସୁନା ଏବଂ ରୂପାର ମୂଲ୍ୟ ବଢାଯାଇଛି। ଏମସିଏକ୍ସରେ ସୁୁନା ୦.୫୪ ପ୍ରତିଶଦ ବଢି ୫୦.୭୮୧ ଟଙ୍କା ପ୍ରତି ଦଶ ଗ୍ରାମରେ ପହଁଚିଛି ଯେଉଁଠି ରୂପାର ମୂଲ୍ୟ ୦.୨୩ ପ୍ରତିଶଦ ବଢି ୬୯.୫୮୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଁଚିଛି। ଗତ ବର୍ଷ ସୁନା ୧୨୩୦ ଟଙ୍କା ପ୍ରତି ୧୦ ଗ୍ରାମ ଖସିଥିଲା ଯେତେବେଳେ କି ରୂପାର ୧୭୦୦ ଟଙ୍କା ପ୍ରତି କିଲୋଗ୍ରାମ ପତନ ହୋଇଥିଲା।
ବିଶ୍ୱ ବଜାରରେ ଏତେ ଥିଲା ମୂଲ୍ୟ।
ବିଶ୍ୱ ବଜାରରେ ମଧ୍ୟ ଗତ ବର୍ଷ ଅଧିକ ପତନ ପରେ ଆଜି ସୁନାର ଦାମ ବଢିଛି। ନିବେଶକ ମାନଙ୍କର ଆଶା ଅଛି କି ଆମେରିକାର ସିନେଟର ଦୌଡରେ ଏକ ଡେମୋକ୍ରେଟିକ ଜିତରୁ ଅଧିକ ରାଜକୋଷିୟ ସାହାର୍ଯ୍ୟ ମିଳିବ। ସୁନା ୦.୨ ପ୍ରତିଶଦ ବଢି ୧୯୨୨.୮୧ ଡଲାର ପ୍ରତି ହୋଇ ଯାଇଛି। ଗତ ବର୍ଷ ସୁନାରେ ୨.୫ ପ୍ରତିଶଦ ପତନ ହୋଇଥିଲା।
ଅନ୍ୟ ମୂଲ୍ୟବାନ ଧାତୁର ମୂଲ୍ୟ।
ଅନ୍ୟ ମୂଲ୍ୟବାନ ଧାତୁ ମାନଙ୍କ ମଧ୍ୟରୁ ରୂପା ୦.୪ ପ୍ରତିଶଦର ପତନ ଘଟିବା ସହିତ ୨୭.୧୯ ଡଲାର ପ୍ରତି ହୋଇ ଯାଇଛି। ଯେତେବେଳେ କି ପ୍ଲାଟିନମ ୧୧୦୧.୩୩ ଡଲାର ରେ ପହଁଚିଛି। ପୈଲେଡିୟମ ୦.୧ ପ୍ରତିଶଦ ପତନ ସହିତ ୨୪୩୭.୨୩ ଡଲାରରେ ବନ୍ଦ ହେଲା। ଆମେରିକ କେନ୍ଦ୍ରୀୟ ବ୍ୟାଙ୍କ ମାର୍ଚ୍ଚରେ କୋରୋନା ମହାମାରୀର ଆରମ୍ଭରୁ ନିଜର ବେଞ୍ଚମାର୍କ ବ୍ୟାଜ ଦରକୁ ଶୂନ୍ୟ କରି ଦେଇଥିଲା।
ଗତ ବର୍ଷ ୨୫ ପ୍ରତିଶଦ ବଢିଲା ସୁନା , ରୂପାରେ ୫୦ ପ୍ରତିଶଦ ପତନ।
କୋରୋନା ଭାଇରସ ମହାମାରୀର ପ୍ରଭାକୁ କମ କରିବା ପାଇଁ ସାରା ଦୁନିଆଁର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରଙ୍କ ଦ୍ବାରା ରାଜକୋଷିୟ ଉପାୟରେ ସୁନାର ମୂଲ୍ୟରେ ୨୫ ପ୍ରତିଶଦରୁ ଅଧିକ ର ବୃଦ୍ଧି କରିଥିଲେ , ଯେତେବେଳେ ରୂପା ପାଖାପାଖି ୫୦ ପ୍ରତିଶଦ ବଢି ଯାଇଥିଲା। ସୁନାକୁ ମୁଦ୍ରାସ୍ଫିତି ଏବଂ ମୁଦ୍ରାରେ ଆସିଥିବା ପତନର ବିରୋଧରେ ସଞ୍ଚୟର ରୂପ ଦେଖା ଯାଉଛି। ଭାରତରେ ସୁନା ନିଜର ଅଗଷ୍ଟର ଉଚ୍ଚ ସ୍ତର ବା ୫୭.୨୦୦ ଟଙ୍କା ପ୍ରତି ଦଶ ଗ୍ରାମରୁ ବହୁତ ତଳେ ଅଛି।
ସୁନାକୁ ସବୁଠାରୁ ଅଧିକ ଭାରତ କିଣିଥାଏ।
ଭାରତରେ ସୁନାର ମୂଲ୍ୟ ଅଗଷ୍ଟରେ ବଢି ୩.୭ ଆରବ ଡଲାର ହୋଇଥିଲା। ଯାହା ଗତ ବର୍ଷ ଏହି ମାସରେ ୧.୩୬ ଆରବ ଡଲାର ଥିଲା। ଚୀନ ପରେ ଭାରତ ସୁନାର ଅନ୍ୟ ସବୁ ଦେଶ ଠାରୁ ଅଧିକ କିଣିଥାଏ। ଭାରତରେ ସୁନାର ୧୨.୫ପ୍ରତିଶଦ ଆୟତ ଶୁଳ୍କ ଏବଂ ତିନି ପ୍ରତିଶଦ ଜିଏଷ୍ଟି ଲଗାଇଥାଏ।