ଫୁଲ ମେକଅପରେ ନିଜକୁ ସଜାଇ ଝାଡୁ ପୋଛା କରୁଛନ୍ତି ଚାକରାଣୀ, ଏକ ବିଶେଷ ସେବା କାରଣରୁ ଲୋକମାନଙ୍କ ମଧ୍ୟରେ ଘରକୁ ଡାକିବାର ଲାଗିଛି ପ୍ରତିଯୋଗିତା

ବ୍ୟବସାୟ କରିବା ସମସ୍ତଙ୍କ ପାଇଁ ସରଳ ହୋଇନଥାଏ | ଅନେକ ଲୋକ ବ୍ୟବସାୟ ଆରମ୍ଭ କରି ନେଇଥାନ୍ତି କିନ୍ତୁ ଆଇଡ଼ିଆର ଅଭାବରୁ ଖୁବଶୀଘ୍ର ବ୍ୟବସାୟ ବୁଡି ଯାଇଥାଏ | କରୋନା ମହାମାରୀରେ ଅନେକ ବ୍ୟବସାୟ ଷ୍ଟାର୍ଟଅପ୍ସ ବୁଡିଗଲା | ଏହି ମହାମରୀରୁ ସେହି ବ୍ୟବସାୟକାରୀମାନେ ବାହାରି ପାରିଲେ ଯେଉଁମାନେ ନିଜର ଆଇଡ଼ିଆ ଲଗାଇଲେ | ଇଂଲଣ୍ଡର ପ୍ଲାଇମାଉଥରେ ଏକ କମ୍ପାନୀ ଲୋକମାନଙ୍କୁ ଚାକରାଣୀ ଯୋଗାଇ ଦେଇଥାଏ | କରୋନା କାରଣରୁ ଲୋକମାନେ ଚାକରାଣୀ ରଖିବା ବନ୍ଦ କରି ଦେଇଥିଲେ | କମ୍ପାନୀ ବନ୍ଦ ହେବାର ସ୍ଥିତିକୁ ଆସିଯାଇଥିଲା କିନ୍ତୁ ସେ ଏପରି ଏକ ଅଫର ଦେବା ଆରମ୍ଭ ଯେ ଚାକରାଣୀ ପଠାଇବା ପାଇଁ ବେଟିଂ ଲିଷ୍ଟ ଲାଗିଯାଇଥିଲା | ଦ ନେକେଡ଼ କ୍ଲିନିଙ୍ଗ ନାମକ ଏହି କମ୍ପାନୀ ବର୍ତ୍ତମାନ ଚର୍ଚ୍ଚାରେ ଅଛି |

ୟୁକେରେ ଚାକରାଣୀ ସେବା ଦେଉଥିବା ଦ ନେକେଡ଼ କ୍ଲିନିଙ୍ଗ ଫର୍ମ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି | ଯେଉଁଠାରେ କରୋନା କାରଣରୁ ଏଠାରୁ ଲୋକ ସେବା ନେଉନଥିଲେ ସେହିପରି ବର୍ତ୍ତମାନ ଏଠାରେ ଲୋକଙ୍କର ବେଟିଂ ଲିଷ୍ଟ ଲାଗି ଯାଇଛି | ଏହି ଫର୍ମ ଲୋକଙ୍କୁ ଚାକରାଣୀ ଯୋଗାଇ ଦେଇଥାଏ |

କମ୍ପାନୀରର ଦୁଇଜଣ ଡ଼ାଇରେକ୍ଟର ଅଛନ୍ତି | ନିକ୍କୀ ବେଲଟନ ଏବଂ ଲିୟନ ବୁଲମ୍ୟାନ ଏହାକୁ ଆରମ୍ଭ କରିଥିଲେ | କରୋନା କାରଣରୁ ଲୋକମାନେ ନିଜର ଘରେ ଚାକରାଣୀ ରଖିବା ବନ୍ଦ କରିଦେଇଥିଲେ | ଏମିତିରେ ତାଙ୍କ କମ୍ପାନୀ ବନ୍ଦ ହେବାର ସ୍ଥିତିକୁ ଆସିଯାଇଥିଲା |

ସେତେବେଳେ ନିକ୍କୀଙ୍କୁ ଏକ ଆଇଡ଼ିଆ ଆସିଥିଲା | ସେ ବହୁତ ୟୁନିକ କନସେପ୍ଟ ବାହାର କରିଥିଲେ | ଏହା ଥିଲା ନେକେଡ଼ ଚାକରାଣୀ ଯୋଗାଇ ଦେବାର ଅଫର | ଏହି ଫର୍ମରୁ ରେଜିଷ୍ଟ୍ରେଡ଼ ଚାକରାଣୀ ଘର ମାନଙ୍କର କୌଣସି କପଡା ନପିନ୍ଧି କାମ କରିଥାନ୍ତି |

ଏଥିସହିତ ସମସ୍ତେ ଭଲ ଭାବରେ ମେକଅପ କରି କାମ କରିବାକୁ ଯାଉଛନ୍ତି | ନିକ୍କୀଙ୍କ ମୁତାବକ, ଅଫର କାରଣରୁ ତାଙ୍କ ପାଖରେ କ୍ଳାଇଣ୍ଟ ମାନଙ୍କର ବହୁତ ବେଟିଙ୍ଗ ହୋଇଯାଇଛି | କରୋନା ପରେ ଏହା ମାର୍କେଟରେ ତାଙ୍କର ବହୁତ ଚାହିଦା ବଢ଼ାଇ ଦେଇଛି |

କମ୍ପାନୀରୁ ପଠା ଯାଉଥିବା ଚାକରାଣୀ ୬ ହଜାର ୭ ଶହ ଟଙ୍କା ନେଇ ଆପଣଙ୍କ କପଡା ଧୋଇଦେବେ | ଏଥିସହିତ ବାଥରୁମ ସଫା କରିବା ବଦଳରେ ତାଙ୍କୁ ସାଢେ ଆଠ ହଜାର ଟଙ୍କା ଦେବାକୁ ପଡିବ | ଏହି ସମସ୍ତ ଫିସ ଘଣ୍ଟା ହିସାବରେ ସ୍ଥିର କରାଯାଇଛି | ଯଦି କପଡା ଧୋଇବାରେ ଦୁଇଘଣ୍ଟା ଲାଗେ ତେବେ ଫିସ ମଧ୍ୟ ଦୁଇଗୁଣା ହୋଇଯିବ |

ତେବେ ଏହି ଅଫର କାରଣରୁ କମ୍ପାନୀକୁ ବହୁତ ଆଲୋଚନା ମଧ୍ୟ ସାମ୍ନା କରିବାକୁ ପଡିଥିଲା | ଅନେକ ଲୋକ ତାଙ୍କର ବିରୋଧ ମଧ୍ୟ କରିଥିଲେ | କିନ୍ତୁ କ୍ଳାଇଣ୍ଟ ମାନଙ୍କର ପକ୍ଷରୁ ଭଲ ଫିଡବ୍ୟାକ କାରଣରୁ ଏହି ଆଇଡ଼ିଆ ବର୍ତ୍ତମାନ ସୁଦ୍ଧା ଚାଲୁଛି | ନିକ୍କୀ କହିଛନ୍ତି ଯେ ୨୦୨୧ ମସିହାରେ ଏହି ଆଇଡ଼ିଆକୁ ଆହୁରି ଆଗକୁ ନେଇଯିବେ |

ବର୍ତ୍ତମାନ ଏହି କମ୍ପାନୀ ୟୁକେରେ ସେବା ଦେଉଛନ୍ତି | କିନ୍ତୁ ନିକଟର ପରଫମାନ୍ସ ପରେ ବର୍ତ୍ତମାନ ଏହାକୁ ଆମେରିକାରେ, ଅଷ୍ଟ୍ରେଲିଆ ଏବଂ ଦୁବାଇ ପରି ଦେଶରେ ଆରମ୍ଭ କରିବାର ଯୋଜନା ରହିଛି | ଏଥିସହିତ ଆସନ୍ତା ବର୍ଷ ଠାରୁ ନିଜର ଜୋରଦାର ପ୍ରମୋଶନ ମଧ୍ୟ ଆରମ୍ଭ କରିଦେବେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *