ମଧ୍ୟ୍ୟପ୍ରଦେଶର ଗ୍ବାଲିୟରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ମଇଁଷି ମାନେ ନୂଆ ବନା ହୋଇଥିବା ରାସ୍ତାରେ ଗୋବର କରି ଥିଲେ। ପୁଣି ଗ୍ବାଲିୟରରେ ନଗର ନିଗମ ଡେୟରୀ ସଂଞ୍ଚାଳକ ମାଲିକ ଉପରେ ଦଶ ହଜାର ଟଙ୍କାର ଜୋରିମନା ଲଗାଇଛନ୍ତି। ମଇଁଷି ମାନଙ୍କର ମାଲିକ ବେତାଳ ସିଂହ ନଗର ନିଗମଙ୍କ ପାଖରେ ଜୋରିମନା ଦାଖଲ କରି ଦେଇଛନ୍ତି।
ନଗର ନିଗମ ଜୋନଲ ଅଫିସର ମନୀଷ କନ୍ନୌଜିୟା କହିଛନ୍ତି କି ଗ୍ବାଲିୟରର ଡିବୀ ସିଟି ରୋଡରେ ନବିନିକରଣର କାମ ଚାଲିଥିଲା। ଏହି ସମୟରେ ଯେତେବେଳେ ନଗର ନିଗମ କମିଶ୍ନର ଭିଜିଟ କରିବାକୁ ଆସିଥିଲେ ସେହି ସମୟରେ ମଇଁଷିମାନେ ପସି ନୂଆ ବନା ହୋଇଥିବା ରାସ୍ତା ଉପରେ ଗୋବର କରି ଦେଇଥିଲେ।
କମିଶ୍ନର ସନ୍ଦୀପ ମାକିନ ସେହି ସମୟରେ ଅଧିକାରୀଙ୍କୁ ମଇଁଷି ମାଲିକ ଉପରେ ଜୋରିମନା ଲଗେଇବାର ର୍ନିଦେଶ ଦେଇଥିଲେ। ଯାହାପରେ ଅଧିକାରୀମାନେ ମଇଁଷି ମାଲିକ ବେତାଳ ସିଂହଙ୍କ ଉପରେ ଦଶ ହଜାର ଟଙ୍କାର ଜୋରିମନା ଲଗେଇ ଜୋରିମାନ ମଧ୍ୟ ନେଇଥିଲେ।
କୁହାଯାଉଛି କି ତିନି ଥର ଚେଷ୍ଟା ପରେ ମଧ୍ୟ ମଇଁଷି ରାସ୍ତାରୁ ହଟି ନଥିଲେ। ସେହି ସମୟରେ ସେଠି ମଇଁଷିର ମାଲିକ ବେତାଳ ସିଂହ ଯାଇ ପହଁଚି ଥିଲେ। ସେ ମଇଁଷିକୁ ଡାକି ତା ସହ ନେଇ ଯାଇଥିଲା। ଏଥିପାଇଁ କମିଶ୍ନର ରାସ୍ତାରେ ଗୋବର କରିଥିବାର ଜୋରିମନା ଲଗାଇ ଥିଲେ।
ନିଗମ ଅଧିକାରୀ ମାନଙ୍କର କହିବା ଏହାକି ଏବେ ଠାରୁ ରାସ୍ତାକୁ ଯିଏ ଅପରିସ୍କାର କରେ ତା ନାମରେ ଜୋରିମନା ଲଗାଯିବ। ଏଥିପାଇଁ ନୂଆ ରାସ୍ତାର ଦେଖାରଖା ପାଇଁ ହୋମଗାର୍ଡ ଜବନାଙ୍କୁ ମଧ୍ୟ ରଖାଯାଇଛି।
ନଗର ନୀଗମଙ୍କର ଏହି ଆକ୍ସନ ପାଇଁ ଲୋକମାନଙ୍କ ମନରେ ଡର ସୃଷ୍ଟି ହୋଇଛି। ଏବେ ପ୍ରତ୍ୟେକ ଲୋକ ରାସ୍ତାକୁ ଅପରିସ୍କାର କରିବାକୁ ଡରୁଛନ୍ତି। ନିଗମ ଅଧିକାରୀମାନଙ୍କର କହିବା ଏହାକି ଏବେ ଠାରୁ ଯିଏ ରାସ୍ତା ଅପରିସ୍କାର କରୁଥିବାର ଦେଖିବାକୁ ମିଳିବ ତା ଉପରେ ନିଗମଙ୍କ ତରଫରୁ ଜୋରିମନା ଲଗାଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।