ନାଲି ପିଆଜ ତୁଳନାରେ ଧଳା ପିଆଜ ବହୁତ ଲାଭଦାୟକ, ପୁରୁଷ ମାନଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ

ଭାରତୀୟ କିଚେନ ଯାହାକୁ ବେଶି ବ୍ୟବହାର କରାଯାଏ ସେ ପିଆଜ ଅଟେ। ପିଆଜ ବିନା ପ୍ରତ୍ୟକ ଡିସ ଅଧା ହୋଇଥାଏ। ପିଆଜ କେବଳ ଖାଇବାର ସ୍ବାଦ ବଢାଇ ନଥାଏ ବଂର ସେଥିରେ ଭରପୁର ପୋଷକ ତତ୍ବ ସହିତ ପ୍ରୋଟେକ୍ଟିବ କମ୍ପାଉଣ୍ଡ ରହିଥାଏ। ଯାହା ଆମକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ।

ମାର୍କେଟରେ ଆପଣ ନିଶ୍ଚିତ ନାଲି ଏବଂ ଧଳା ପିଆଜ ଦେଖିଥିବେ। ଦୁଇ ଜଣଙ୍କର ଅଲଗା ଅଲଗା ଫାଇଦା ହୋଇଥାଏ। କିନ୍ତୁ ସ୍ବାସ୍ଥ୍ୟ ଦୃଷ୍ଟିର ଧଳା ପିଆଜ ବହୁତ ଲାଭ ଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ଷ୍ଟୋରିରେ ଧଳା ପିଆଜର ଫାଇଦା ବିଷୟରେ ଜଣେଇବୁ।

ପୁରୁଷ ମାନଙ୍କ ପାଇଁ ରାମବାଣ।

ବୀର୍ଯ୍ୟବୁଦ୍ଧି ପାଇଁ ଧଳା ପିଆଜର ବ୍ୟବହାର କରାଯାଇଥାଏ। ମହୁ ସହିତ ଏହାକୁ ଶେବନ କଲେ ଏହାର ଡବଲ ଫାଇଦା ହୋଇଥାଏ। ପିଆଜରେ ଥିବା ଆଣ୍ଟିଅକ୍ସିଡେଣ୍ଟ ପ୍ରାକୃତିକ ରୂପରେ ସ୍ପର୍ମ ବଢେଇବାରେ ସାହାର୍ଯ୍ୟ କରିଥାଏ।

ହୃଦୟକୁ ରଖିଥାଏ ସ୍ବସ୍ଥ।

ଧଳା ପିଆଜରେ ଥିବା ଇଣ୍ଟିଅକ୍ସିଡେଣ୍ଟ ଏବଂ କମ୍ପାଉଣ୍ଡ ଜନ୍ତ୍ରଣାକୁ କମେଇବା ସହିତ ଟ୍ରାଇଗ୍ଲିସରାଇଡ୍ସ ଲେବୁଲକୁ କମ କରାଇଥାଏ। ଟ୍ରାଇଗ୍ଲିସରାଇଡ୍ସ କମ ହେବାରୁ କୋଲେସ୍ଟ୍ରେଲ ଲେବୁଲ କମ ହୋଇଥାଏ। ଯାହାପାଇଁ ହୃଦୟ ସ୍ବସ୍ଥ ରହିଥାଏ।

ପାଚନ ତନ୍ତ୍ରକୁ ରଖିଥାଏ ମଜବୁତ।

ଧଳା ପିଆଜରେ ଫାଇବର ଏବଂ ପ୍ରିବାୟୋଟିକ୍ସ ର ପ୍ରଚୂର ମାତ୍ରାରେ ମିଳିଥାଏ। ଯାହା ଆପଣଙ୍କ ପେଟର ଧ୍ୟାନ ରଖିଥାଏ। ପିଆଜରେ ପ୍ରୋବାୟୋଟିକ ଇନସୁଲିନ ଏବଂ ଫ୍ରୁକ୍ଟୋ ଓଲିଗୋସୈଚେରାଇଡ୍ସର ମାତ୍ରା ପ୍ରଚୁର ହୋଇଥାଏ। ଯଦି ଏହାକୁ ନିୟମିତ ଭାବରେ ଶେବନ କରାଯାଇଥାଏ ତେବେ ପେଟରେ ଭଲ ବ୍ୟାକ୍ଟେରିଆ ମାନଙ୍କର ସଂଖ୍ୟା ବିଢିଥାଏ।

କ୍ୟାନସର ସହିତ ଲଢିବା ଗୁଣ।

ଧଳା ପିଆଜ ଏଲିଏମ ପରିବାର ର ପରିବା ମାନଙ୍କର ଅଟେ। ଯେଉଁଥିରେ ସଲଫର କମ୍ପାଉଣ୍ଡ ଏବଂ ଫ୍ଲେବୋନୟଡ ଆଣ୍ଟିଅକ୍ସିଡେଣ୍ଟସ ମିଳିଥାଏ। ଯାହାକି କ୍ୟାନସର ସହ ଲଢୁଥିବା ବ୍ୟକ୍ତିଙ୍କୁ ଶକ୍ତି ଦେଇଥାଏ। ପିଆଜରେ ଥିବା ସଲଫର ,କ୍ବେର୍ସିଟିନ , ଫ୍ଲେବୋନାଡ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଟ୍ୟୁମର ଗ୍ରୋଥ କୁ ରୋକି ଥାଏ।

ରକ୍ତକୁ ପତଳା କରିଥାଏ।

ଧଳା ପିଆଜ ରକ୍ତକୁ ପତଳା କରିବାରେ ମଧ୍ୟ ବ୍ୟକ୍ତିକୁ ସାହାର୍ଯ୍ୟ କରିଥାଏ। ଏଥିରେ ଫ୍ଲେବୋନୟଡ ଏବଂ ସଲଫର ପରି କେତେକ ଏଜେଣ୍ଟ ମିଳିଥାଏ , ଯାହା ରକ୍ତ ପତଳା କରିବାରେ ସାହାର୍ଯ୍ୟ କରିଥାଏ।

ବ୍ଲଡ ସୁଗାର ଲେବୁଲ କରିଥାଏ କଣ୍ଟ୍ରୋଲ।

କ୍ରୋମିୟମ ଏବଂ ସଲଫର ଧଳା ପିଆଜ ମିଳିଥାଏ , ଯାହା ବ୍ଲଡର ସୁଗାର ଲେବୁଲକୁ କଣ୍ଟ୍ରୋଲ କରିଥାଏ। ଡାଇବେଟିସ ଲୋକମାନଙ୍କୁ ଖାଦ୍ୟରେ ଧଳା ପିଆଜ ଖାଇବା ଆବଶ୍ୟକ। ବାସ୍ତବରେ ଧଳା ପିଆଜରେ ମିଳୁଥିବା କମ୍ପାଉଣ୍ଡ ପରି କ୍ବେର୍ସିଟିନ ଏବଂ ସଲଫର ରେ ଆଣ୍ଟିଡାୟବିଟିକ ଗୁଣ ରହିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *