ହରିଆଣଓ୍ବୀ ଡାନ୍ସର ସୁନୀତା ବେବୀ ଏବେ ୟୁଟ୍ୟୁବରେ ଛାଇ ଯାଛନ୍ତି। ସୁନୀତା ବେବିଙ୍କର ବଢୁଥିବା ଏହି ପପୁଲାରିଟୀକୁ ଦେଖି ଏହା କହିବା ଭୁଲ ହେବ ନାହିଁ କି ସେ ସପନା ଚୌଧୁରୀଙ୍କୁ ଟକ୍କର ଦେବାକୁ ଲାଗିଛନ୍ତି। ସୁନୀତା ବେବୀଙ୍କ ହୃଦୟସ୍ପର୍ଶି ଡାଂସର ଜାଦୁ ଫ୍ୟାନ୍ସଙ୍କ ଉପରେ ଭଲ ଚାଲୁଛି , ସେଥିପାଇଁ ତ ଷ୍ଟେଜ ଉପରେ ସୁନୀତାଙ୍କର ଡାଂସ ଦେଖି ସ୍ଟେଜ ଉପରେ ପଇସାର ବର୍ଷା ହେବାକୁ ଲାଗିଲା।
ସୁନୀତା ବେବୀଙ୍କର ଡାନ୍ସ ଭିଡିଓ ଏବେ ୟୁଟ୍ୟୁବରେ ବହୁତ ଧମାଲ କରୁଛି। ଏହି ସମୟରେ ବାପୁ ତେରା ଲାଡଲା ଗୀତରେ ବେବୀଙ୍କ ଡାନ୍ସକୁ ବହୁତ ପସନ୍ଦ କରାଯାଉଛି। ସୁନୀତା ବେବିଙ୍କର ଡ୍ୟାନ୍ସ ଦେଖି ସେଠାରେ ଥିବା ସମସ୍ତଙ୍କୁ ନାଚିବାର ଦେଖିବାକୁ ମିଳିଛି।
ବାପୁ ତେରା ଲାଡଲା ଗୀତରେ ସୁନୀତା ବେବୀଙ୍କୁ ସ୍ଟେଜ ରେ ପରଫର୍ମ କରିବାର ଦେଖିବାକୁ ମିଳିବ। ଏହିଥିରେ ସେ ସବୁଜ ଏବଂ ଗୋଲ୍ଡନ ରଙ୍ଗର ସୁଟ ପିନ୍ଧିଥିବାର ଦେଖିବାକୁ ମିଳିବ। ସୁନୀତାଙ୍କ ଡାନ୍ସ ଏତେ ସୁନ୍ଦର ଥିଲା କି ସେଠାରେ ଥିବା ଲୋକ ନାଚିବାକୁ ଲାଗିଥିଲେ।
ଏହି ସୁନ୍ଦର ମ୍ୟୁଜିକ ଭିଡିଓ କୁ ରଙ୍ଗାରଙ୍ଗ ମ୍ୟୁଜିକ ଚ୍ୟାନଲ ନିଜ ଆକାଉଣ୍ଟରେ ସେୟାର କରିଥିଲେ। ସୁନୀତାଙ୍କର ପପୁଲାରିଟି ଏଥିରୁ ଜଣା ପଡିବ କି ଏପର୍ଯ୍ୟନ୍ତ ସୁନୀତାଙ୍କ ସେହି ଭିଡିଓକୁ ୧୧ ଲକ୍ଷ ୨୨ ହଜାର ଲୋକ ଦେଖି ସାରିଲେଣି।