କୋର୍ଟରେ ପାରିବାରିକ ବିବାଦ କେସର ତାରିଖରେ ପହଁଚିଥିବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲ୍ଟେଜର ଡ୍ରାମା ଦେଖିବାକୁ ମିଳିଥିଲା। ରାସ୍ତା ମଝିରେ ସ୍ତ୍ରୀ ସ୍ବାମୀର କଲର ଧରି ଜୋର ସେ ଚାପୁଡା ମାରିଥିଲା। ଏହି ଘଟଣା ବିବାହର ମୁଙ୍ଗେର ଜେଲ ର ଅଟେ।
ଖବର ମୁତାବିକ ଘଟଣା ସାମ୍ମନାକୁ ଆସିଲା କି ତାରାପୁରର ମମତା ଦେବୀଙ୍କ ବିବାହ ୨୦୨୦ରେ ଜିଲ୍ଲାର ରାମନଗର ଥାନା ଅନ୍ତର୍ଗତ ନୌଆଗଢି କନ୍ତପୁର ନିବାଶୀ ଦିନେଶଙ୍କ ସହିତ ହୋଇଥିଲା ଏବଂ ଦୁଇ ଜଣଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ତିନୋଟି ପିଲାର ମା ମମତା ଦେବୀ ସ୍ବାମୀ ଏବଂ ଶାଶୁଘର ଲୋକମାନଙ୍କ ଅତ୍ୟାଚାର ସହି ନ ପାରି ବିରକ୍ତି ହୋଇ ପଡିଥିଲେ। ସ୍ବାମୀ ସ୍ତ୍ରୀ ମଧ୍ୟରେ ଏପରି ଝଗଡା ବଢି ଯାଇଥିଲା କି ଝଗଡା , ମାରପିଟ ସହିତ କଥା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା।
ବୁଧବାରକୁ ସେହି କେସରେ ଦୁଇ ପରିବାର ନ୍ୟାୟଳୟରେ ପହଁଚି ଥିଲେ ଏବଂ ଯେତେବେଳେ ଦୁଇ ଜଣ କୋର୍ଟ ବାହାରକୁ ଆସିଥିଲେ ତାଙ୍କର ପୁଣି ଆମ୍ମନା ସାମ୍ମନା ହୋଇଥିଲା। ସ୍ତ୍ରୀ ମମତା ଦେବୀ ରାସ୍ତା ମଝିରେ ସ୍ବାମୀର କଲର ଧରି ଭଲ ମନ୍ଧ କହିବା ସହିତ ନିଜ ସହିତ ହୋଇଥିବା ଅତ୍ୟାଚାର ପ୍ରତିଶୋଧ ନେବା ପାଇଁ ସ୍ବାମୀଙ୍କୁ ମାଡ ମାରିଥିଲେ।
ଏହି ଘଟଣା ବିଷୟରେ ମମତା ଦେବୀଙ୍କୁ ପଚରା ଯିବାରୁ ମମତା ଦେବୀ ସ୍ବାମୀ ଉପରେ ଆରୋପ ଲଗେଇ କହିଥିଲେ କି ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। କିଛି ନା କିଛି କାରଣରୁ ଶାଶୁଘର ଲୋକମାନଙ୍କ ଦ୍ବାରା ଅତ୍ୟାଚାରିତ ହେବ ସହିତ ମାରପିଟ ମଧ୍ୟ କରାଯାଏ ଯାହାପରେ ସେ ଦୁଇ ପିଲାଙ୍କ ସହିତ ଏକୁଟିଆ ନିଜ ପିଲାଙ୍କ ସହିତ ବାପଘରେ ରହୁଥିଲେ। ଦୁଇଟି ପିଲାଙ୍କୁ ପାଳିବା ପାଇଁ ସ୍ବାମୀ କିଛି ବି ପଇସା ଦେଉନଥିଲେ। ଏମିତିକି ବାପଘରୁ ମିଳିଥିବା ବସନ ସବୁ ସ୍ବାମୀ ଲୁଚାଇ ଦେଇଥିଲେ , ଯେଉଁଥିରେ ସେ ବହୁତ ଚିନ୍ତିତ ଥିଲେ।
ସେଇଠି ସ୍ବାମୀ ଦିନେଶ କୁମାର କହିଛନ୍ତି ତାଙ୍କ ସ୍ତ୍ରୀଙ୍କ ଦ୍ବାରା ମାମଲା ଦର୍ଜ କରାଯାଇଛି ଏବଂ ମୁଙ୍ଗେର ନ୍ୟାୟଳୟରେ କେସ ଚାଲିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।