ଓଡିଶାରେ ପୋଲିସ ଏପରି ଗଞ୍ଜେଇ ଚାଷର ଭାଣ୍ଡାଫୋଡ କରିଛି। ପୋଲିସ ଏବଂ ବନ ବିଭାଗର ଜ୍ବାଇଣ୍ଟ ଅପରେଶନରେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ପାଖାପାଖି ୪୦ ଏକର ଜମିର ଗଞ୍ଜେଇ ଚାଷ କୁ ନଷ୍ଟ କରି ଦିଆଯାଇଛି।
ପୋଲିସ ଉପାଧିକ୍ଷକ ଅଭିରାମ ବେହେରା କହିଛନ୍ତି କି ଜିଲ୍ଲା କଲେକ୍ଟରଙ୍କ ର୍ନିଦେଶରେ ପାଖାପାଖି ୩୦୦ କର୍ମିମାନେ ଏହି କାର୍ଯ୍ୟକୁ ସଫଳ କରିଛନ୍ତି। ବେହେରା କହିଛନ୍ତି ୨ କୋଟିର ଡ୍ରଗସକୁ ନଷ୍ଟ କରାଯାଇଛି।
ଏହା ବ୍ୟତିତ ସେହି ଇଲାକାର ଡିଏସପି କହିଛନ୍ତି କି ଏପରି ଅପରେଶନ ସେଠାରେ କରାଯିବ ଯେଉଁଠାରେ ଲୋକମାନେ ଆଇନ ବିରୋଧରେ ଯାଇ ଗଞ୍ଜେଇ ଚାଷ କରାଯାଉଛି।
ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ଘଟଣା ପରେ ବଲିଉଡରେ ଡ୍ରଗସର ଖୁଲାସା ହୋଇଥିଲା। ଏହି ଘଟଣାରେ କେତେକ ବଡ ବଡ ଆକ୍ଟର ଏବଂ ଅଭିନେତ୍ରୀ ମାନଙ୍କ ନାମ ସାମ୍ମନାକୁ ଆସି ସାରିଛି।
ବର୍ତ୍ତମାନ କମେଡିଆନ ଭାରତୀ ସିଂହ ଏବଂ ତାଙ୍କର ସ୍ବାମୀଙ୍କୁ ଏନସିବି ଗଞ୍ଜେଇ ଶେବନ କରୁଥିବାର ଆରୋପରେ ଗିରଫ କରିଥିଲା। ଡ୍ରଗସ ବିଷୟରେ ବହୁତ ଷ୍ଟାର ମାନଙ୍କୁ ପଚରା ଉଚରା କରା ସରିଛି।