ଓଡ଼ିଶାର ଚର୍ଚ୍ଚିତ ଆଦିତ୍ୟ ଦାସ ମୃତୁ କେସ ରେ ଛନ୍ଦି ହୋଇପଡ଼ିଥିବା ଆଦିତ୍ୟ ଦାସ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସୂଚନା ଅନୁସାରେ ବିଦ୍ୟାଶ୍ରୀ ଏବେ ଗୁରୁତ୍ୱର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ରେ ଭର୍ତି ହୋଇଛନ୍ତି ।
ଆଜି ବିଦ୍ୟାଶ୍ରୀ ନିଜେ ଫେସବୁକ ରେ ଲାଇଫ ଭିଡ଼ିଓ ରେ ନିଦ ବାଟିକା ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ଏହି ଭିଡିଓ ରେ ବିଦ୍ୟାଶ୍ରୀ କହିଛନ୍ତି କି ମାନସିକ ନିର୍ଯାତନା ବହୁତ ଅସହ୍ୟ ହୋଇ ପଡ଼ିଛି ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଛନ୍ତି । ଅନେକ ଦିନ ହେଲା ମାନବପ୍ରେମି ଆଦିତ୍ୟ ଦାସ ଙ୍କ ମୃତୁ ପରେ ବିଦ୍ୟାଶ୍ରୀ ଙ୍କୁ ବହୁତ ଦୋଷ ଆରୋପ ଲାଗିଆସୁଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରକୃତ ଅପରାଧୀ କିଏ ସାମ୍ନାକୁ ଆସିନାହିଁ ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।