ଏମିତି ମେସେଜ ଭାଇରାଲ ହେଉଛି ଯେଉଁଥିରେ କମ୍ପାନୀ ଗୁଡିକ ୧.୫ ରୁ ୩.୫ ଲକ୍ଷ ଟଙ୍କାରେ ଧନୀ ଲୋକମାନଙ୍କୁ ଭ୍ୟାକସିନ ଟୂରିଜ୍ମରେ ପଠାଉଛନ୍ତି। ଧନୀ ଏଥିପାଇଁ କାରଣ ଗରୀବଙ୍କ ବଜେଟରେ ତ ଏହି ପ୍ୟାକେଜ ଆକାଶ ଛୁଆଁ ଅଟେ। କେତେକ ଟୂର ଅପୋରେଟର କମ୍ପାନୀ ଗୁଡିକ ‘ ଭ୍ୟାକସିନ ଟୂର ‘ର ଆଡ ଭାଟାଇଜ ମେଣ୍ଟ କରିବା ଆରମ୍ଭ କରିଦେଇଛି।
ସବୁବେଳେ ଦେଶରେ ଟ୍ରାଭେଲ କମ୍ପାନୀ ଗୁଡିକ ଭ୍ୟାକସିନ ଟୂରିଜ୍ମ ଶବ୍ଦକୁ ପପୁଲାର ବନେଇ ଦେଇଛନ୍ତି। ଏହାର ଅର୍ଥ ହେଉଛି କୋରୋନା ଭାଇରସ ଭ୍ୟାକସିନ ଲଗେଇବା ପାଇଁ ଅନ୍ୟ ଦେଶକୁ ଯିବେ। ଓ୍ବାଟସପ ମେସେଜ ଏବଂ ଟ୍ବିଟର ପୋଷ୍ଟଙ୍କ ଦ୍ବାରା କେତେକ ଟ୍ରାଭେଲ ଏଜେନ୍ସି ଗୁଡିକ ଦାବି କରୁଛନ୍ତି କି ସେମାନେ କସ୍ଟମର୍ସଙ୍କୁ ଭ୍ୟାକସିନ ଟୂରିଜ୍ମ ର ସାହାର୍ଯ୍ୟରେ କୋଭିଡ-19 ର ଭ୍ୟାକସିନ ର ଅପେକ୍ଷାରୁ ବଞ୍ଚାଇ ପାରିବେ।

ଏମିତି ମେସେଜ ଭାଇରାଲ ହେଉଛି ଯେଉଁଥିରେ କମ୍ପାନୀ ଗୁଡିକ ୧.୫ ରୁ ୩.୫ ଲକ୍ଷ ଟଙ୍କାରେ ଧନୀ ଲୋକମାନଙ୍କୁ ଭ୍ୟାକସିନ ଟୂରିଜ୍ମରେ ପଠାଉଛନ୍ତି। ଧନୀ ଏଥିପାଇଁ କାରଣ ଗରୀବଙ୍କ ବଜେଟରେ ତ ଏହି ପ୍ୟାକେଜ ଆକାଶ ଛୁଆଁ ଅଟେ। କେତେକ ଟୂର ଅପୋରେଟର କମ୍ପାନୀ ଗୁଡିକ ‘ ଭ୍ୟାକସିନ ଟୂର ‘ର ଆଡ ଭାଟାଇଜମେଣ୍ଟ କରିବା ଆରମ୍ଭ କରିଦେଇଛି।
ଏହି ପ୍ୟାକେଜରେ ମୁମ୍ବାଇ-ନ୍ୟୁର୍ୟକ ବା ମୁମ୍ବାଇ-ଲଣ୍ଡନ ଫ୍ଲାଇଟ , ଥ୍ରୀ ରୁ ଫାଇବ ସ୍ଟାର ହୋଟେଲରେ କିଛି ଦିନ କିଛି ରାତି ରହିବାର ସୁବିଧା । ମୁକ୍ତ ବ୍ରେକଫାଷ୍ଟ ଏବଂ ଭ୍ୟାକସିନ ର ଏକ ଡୋଜ ସାମିଲ ମଧ୍ୟ ଅଛି।
କିନ୍ତୁ ଏହି ବିଷୟରେ କୌଣସି ଖବର ମିଳି ନାହିଁ କି ୩-୪ ଦିନର ଟୂରରେ ଟ୍ରାଭେଲ କମ୍ପାନୀ ଅନ୍ୟ ଡୋଜର କ’ଣ କରିବେ। ଯେତେବେଳେ ଏହି ଖୁସି ଖବର ସମସ୍ତଙ୍କୁ ଜଣା ପଡିଲା ସେତେବେଳେ କମ୍ପାନୀ ଗୁଡିକ କହିଲେ କି ସେମାନେ ଏବେ ବୁକିଙ୍ଗ ଖୋଲା ଯାଇ ନାହିଁ। କିନ୍ତୁ ଏହି ସ୍କିମ ବିଷୟରେ ପଚାରୁ ଥିବାର ଉତ୍ସାହ ଏବେଠାରୁ ଦେଖା ଯାଉଛି। ଭାରତ ସରକାରଙ୍କ ତରଫରୁ ବର୍ତ୍ତମାନ ଏମିତି କୌଣସି ଟୂର କୁ ଅନୁମତି ଦିଆ ଯାଇ ନାହିଁ। ବ୍ୟତିତ ଏହାର ଭ୍ୟାକସିନ ଟୂରିଜ୍ମର ପ୍ରଚାର ଏବଂ ବୁକିଙ୍ଗର ପ୍ରକ୍ରାୟା ଜାରି ଅଛି।

ବର୍ତ୍ତମାନ କମ୍ପାନୀ ପାଖରେ ଏବେ କୌଣସି ଜବାବ ନାହିଁ କି ତାଙ୍କର ଏହି ଭ୍ୟାକସିନ ଟୂରିଜ୍ମ କୁ କେବେ ଅନୁମତି ମିଳିବ। ଭାରତରେ ଯେଉଁ କମ୍ପାନୀ ଭ୍ୟାକସିନ ଟୂରକୁ ନେବା ପାଇଁ ଦାବି କରୁଛନ୍ତି , ସେମାନଙ୍କ ମଧ୍ୟରୁ ଜେମ ଟୂର ଆଣ୍ଡ ଟ୍ରାଭେଲ ପ୍ରାଇଭେଟ ଲିମିଟେଡ , ମୁମ୍ବାଇ ଏବଂ ଜେନିଥ ହଲିଡେଜ ଏବଂ କୋଲ୍କାତାର ନାମ ସାମ୍ମନାକୁ ଆସିଛି। ବର୍ତ୍ତମାନ ଇଣ୍ଡିଆ ଆସୋଶିଏସନ ଅଫ ଟୂର ଅପରେଟର୍ସ କହିବା ଏହାକି ଲୋକମାନେ ଏମିତି କୌଣି ଭ୍ୟାକସିନ ଟୂରିଜ୍ମିର ଶୀକାର ନ ହୁଅନ୍ତୁ, କାରଣ କୌଣସି ମାନ୍ୟତା ପ୍ରାପ୍ତ ଅପୋରେଟର ବିନା ଅନୁତିରେ ଏପରି ପ୍ୟାକେଜ ଜାରି କରି ପାରିବ ନାହିଁ। ଏହି ସବୁ ସ୍କିମ ଫୁଲପ୍ରୁଫ ନୁହେଁ। ଯେଉଁ କମ୍ପାନୀ ଏହାର ଦାବି କରିଛି ସେ ଆଶୋସିଏଶନ ର ଅଂଶ ନୁହେଁ।
ସରକାର ଏହି ଭ୍ୟାକସିନ ଟୂରିଜ୍ମକୁ ଅନୁୁମତି ଦେଇ ନାହାଁନ୍ତି ଏବଂ ଏହା ବିଷୟରେ କୌଣସି ବୟାନ ଆସି ନାହିଁ। କାରଣ ଏହି ଟୂର ଉପରେ ପ୍ରାମାଣିକ ପ୍ରଶ୍ନ ରହିଛି। ଏଥିପାଇଁ ମେଡିକାଲ ଭିଜାର ଆବଶ୍ୟକତାରେ କୌଣସି ସ୍ପଷ୍ଟିକରଣ ନାହିଁ। ବ୍ରିଟେନ ଘୋଷଣା କରିଛି କି ପ୍ରଥମେ ପ୍ରାଥମିକତା ସମୂହଙ୍କୁ ଭ୍ୟାକସିନ ଦିଆ ଯିବ। ଲିଷ୍ଟରେ ଟପ ରେ ହୋମ ରେଜିଡେଣ୍ଟ ଏବଂ ସ୍ଟାଫ ଅଛନ୍ତି ଏବଂ ପୁଣି ୮୦ ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ବାକି ସ୍ବାସ୍ଥ ଏବଂ ସୋଶିଆଲ କେୟାର ଓ୍ବାର୍କର୍ସ ଅଛନ୍ତି।

ଏହାପରେ ଯେତେବେଳେ ଆଉ ଡୋଜ ଉପଲବ୍ଧ ହେବ ତେବେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କର ମାସ ଇମ୍ୟୁନାଇଜେସନ ହେବ ଏବଂ ଏହା ସହିତ କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିବା ଜବାନ ଲୋକମାନଙ୍କୁ ମଧ୍ୟ ଭ୍ୟାକସିନ ଦିଆଯିବ। ଏକ ରିର୍ପୋଟ ଅନୁସାରେ ବହୁତ ଜଲଦି ଇଂଗଲଣ୍ଡ ଏବଂ ଆମେରିକାରେ କେତେ ମିଲିଅନ ଡୋଜ ଉପଲବ୍ଧ ହେବ। କିନ୍ତୁ ତାଙ୍କର ଡିସ୍ଟ୍ରିବ୍ୟୁଶନ କେମିତି ହେବ , ଏହା ବର୍ତ୍ତମାନ ସଫା ହୋଇନି। ବର୍ତ୍ତମାନ ଦୁନିଆର ବହୁତ ଦେଶରେ ଏବେ ଭ୍ୟାକସିନ ଦିଆ ଯିବାର ବ୍ଲ୍ୟୁପ୍ରିଣ୍ଟ ହିଁ ବନା ହୋଇନାହିଁ। ଏଥିପାଇଁ ଏହି ସମ୍ବାବନା କରାଯାଉଛି କି ଏପରି ଦେଶ ନିଜର ନାଗରିକ ମାନଙ୍କୁ ଟୂର ବ୍ୟାକସିନ ରେ ଯିବା ପାଇଁ ଅନୁମତି ଦେଇ ପାରିବେ। କିନ୍ତୁ ବର୍ତ୍ତମାନ କୌଣସି ଦେଶ ଏପର୍ଯ୍ୟନ୍ତ ଏପରି ପୁଷ୍ଟି କରିନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।