ଶାକାହାରୀ ଅଟନ୍ତି ଏହି ଚାରୋଟି ଭାରତୀୟ କ୍ରିକେଟର, ବଲରୁ ବାହାରୁଥିବା ଶର୍ଟ ଅଦ୍ଭୂତ ତାକତ ଦେଖାଏ

କ୍ରିକେଟ ପାଇଁ ନିଜକୁ ଫିଟ ରଖିବା ବହୁତ ଜରୁରୀ ଅଟେ। ଏଥିପାଇଁ ଖେଳାଳି ତାଙ୍କର ଫିଟନେସ ଉପରେ ବହୁତ ଧ୍ୟାନ ଦେଇଥାନ୍ତି ଏବଂ ଏହାକୁ ନେଇ ବହୁତ ସଚେତନ ମଧ୍ୟ ରହିଥାନ୍ତି। ଖାସ କରି ଖାଇବା ଓ ପିଇବା ଉପରେ ବହୁତ ଧ୍ୟାନ ଦେଇଥାନ୍ତି। ଆସନ୍ତୁ ଆପଣଙ୍କୁ କହୁଛି ସେହି ଚାରୋଟି କ୍ରିକେଟର କିଏ।

ମହେନ୍ଦ୍ର ସିଂହ ଧୋନୀ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଶାକାହାରୀ ଅଟନ୍ତି। ଭାରତକୁ ଆଈସିସି ର ତିନୋଟି ବଡ ଟ୍ରଫି ଯିତାଇ ଥିବା ଧୋନୀ ମାଂସାହାରୀ ଭୋଜନ ଛାଡି ସାରିଛନ୍ତି। ସେ ଶାକିହାରୀ ଖାଇବା ପସନ୍ଦ କରୁଛନ୍ତି। ରାତିରେ ଧୋନୀଙ୍କୁ ଗାଈ କ୍ଷୀର ପିଇ ବାକୁ ବହୁତ ପସନ୍ଦ। ଧୋନୀ ରାତିରେ ଭାରି ଖାଦ୍ୟ ଖାଇ ନଥାନ୍ତି। ସେ ୨- ୩ ଟି ରୁଟି , ସବୁଜ ପରିବାର ସାଲଟ ଏବଂ ଫଳ ଖାଇଥାନ୍ତି। ମ୍ୟାଚ ସମୟରେ କ୍ୟାପଟେନ କୂଲ ନିଜକୁ କୂଲ ରଖିବା ପାଇଁ ଟିଣ ଡ୍ରିଂକ୍ସ ଏବଂ ଫ୍ରେସ ଜୁସ ପିଇଥାନ୍ତି। ଏହା ଦ୍ବାରା ସୋଢା ଏବଂ ସଫ୍ଟ ଡ୍ରିଙ୍କ ରୁ ଦୂରେଇ ରୁହନ୍ତି। ଧୋନୀଙ୍କ ଅଧିନରେ ଟିମ ଇଣ୍ଡିଆ ଥିବା ବେଳେ ଭାରତ ଆଈସିସି ୱାର୍ଲଡ ଟି-20 , କ୍ରିକେଟ ୱାର୍ଲଡ କପ, ଏବଂ ଇଈସିସି ଚୌମ୍ପିଆନ୍ସ ଟ୍ରଫି ଜିତିଥିଲା।

ବିରେନ୍ଦ୍ର ସେବାଗ: ବିରେନ୍ଦ୍ର ସେବାଗଙ୍କୁ ଟିମ ଇଣ୍ଡିଆର ସବୁଠାରୁ ବିସ୍ଫୋଟକ ବୋଲର କୁହାଯାଏ। ତାଙ୍କୁ ମାଂସାହାରୀ ଖାଦ୍ୟ ପସନ୍ଦ ନୁହେଁ। ସେବାଗ ମଧ୍ୟ ଶାକାହାରୀ ଖାଇବାକୁ ପସନ୍ଦ କରନ୍ତି।

ବିରାଟ କୋହଲି: ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି ପ୍ରଥମରୁ ହିଁ ତାଙ୍କର ଫିଟନେସର ଧ୍ୟାନ ରଖି ଆସୁଛନ୍ତି। ବିରାଟଙ୍କୁ ଶାକାହାରୀ ଖଇବା ପସନ୍ଦ। କେତେବେଳେ ବହୁତ ଜଙ୍କ ଫୁଡ ଏବଂ ମାଂସ ଖାଉଥିବା ବିରାଟ ଏବେ ବେଗନ ଡାଇଟକୁ ଫଲୋ କରୁଛନ୍ତି। ଏହା ସମ୍ପୁର୍ଣ୍ଣ ଭାବରେ ପ୍ଲାନ ବେଷ୍ଟ ଡାଇଟ ହୋଇଥାଏ , ଯେଉଁଥିରେ ପରିବା ,ଫଳ , ବିନ୍ସ , ଗ୍ରେନ୍ସ , ଡାଲି , ନଟସ , ସିଡସ , ଟୋଫୁ , ପ୍ଲାଣ୍ଟ ବେସ୍ଡ ଅଇଲି ପରି ଖାଦ୍ୟ ଖିଆ ଯାଇଥାଏ। କିନ୍ତୁ ଡେୟରୀ ପ୍ରଡକ୍ଟସ ଏବଂ ଅଣ୍ଡା ସାମିଲ ନଥାଏ।

ରୋହିତ ଶର୍ମା: ଟିମ ଇଣ୍ଡିଆର ହିଟ ମ୍ୟାନ ରୋହିତ ଶର୍ମା ମଧ୍ୟ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସେ ଆଜି ପର୍ଯ୍ୟନ୍ତ ମଧ୍ୟ ମାଂସାହାରୀ ଖାଦ୍ୟ ଖାଇ ନାହାଁନ୍ତି। ତାଙ୍କୁ ମାଂସରୁ ଏଲର୍ଜି ଅଟେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *