ଆଠ ବର୍ଷ ରିଲେସନଶିପରେ ରହିବା ପରେ ମଧ୍ୟ ପ୍ରେମିକ ପ୍ରେମିକଙ୍କ ବିବାହ କରିବାକୁ ଅରାଯି। ଯୁବତୀ ଜଣଙ୍କର ଆରୋପ ଏହାକି ପ୍ରେମିକ ଜଣଙ୍କ ତାଙ୍କର ସମୟ ବର୍ବାଦ କରିଛନ୍ତି। ଯୁବତୀଙ୍କ ବୟସ ୨୬ ବର୍ଷ।
mwebantu.com ରିର୍ପୋଟ ଅନୁସାରେ ଯୁବତୀ ଜଣଙ୍କର କହିବା ଏହା କି ଯୁବକ ଜଣଙ୍କ କେବେବି ସିରିଅସ ନୁହେଁ , ଏଥିପାଇଁ ତାଙ୍କୁ ମକଦ୍ଦମା କରିବାକୁ ପଡିଲା। ଯୁବତୀ ଜଣଙ୍କର କହିବା ଏହାକି ତାଙ୍କର ତାଙ୍କ ଭବିଷ୍ୟତ ବିଷୟରେ ଜଣିବା ସମ୍ପୁର୍ଣ୍ଣ ଅଧିକାର ଅଛି।
୨୬ ବର୍ଷିୟ ଯୁବତୀଙ୍କର ନାମ ଗରଟ୍ରୁଡେ ନଗମା ଏବଂ ଏହି ଘଟଣା ଆଫ୍ରିକି ଦେଶର ଜାମ୍ବିଆର ଅଟେ। ପ୍ରେମିକ ହର୍ବର୍ଟ ସଲାଲିକିଙ୍କ ବୟସ ୨୮ ବର୍ଷ ଅଟେ। ନଗମାଙ୍କର କହିବା ଏହାକି ପ୍ରେମିକ ସହିତ ତାଙ୍କର ଏକ ପିଲା ମଧ୍ୟ ଅଛି। ଏହା ସହିତ ପ୍ରେମିକ ତାଙ୍କୁ ବିବାହର ପ୍ରତିଜ୍ଞା ମଧ୍ୟ କରିଥିଲେ।
ପ୍ରେମିକଙ୍କର କହିବା ଏହାକି ସେ ଆର୍ଥିକ ସ୍ଥିତିରେ ବହୁତ ର୍ଦୁବଳ ଅଛନ୍ତି ସେଥିପାଇଁ ସେ ଏବେ ବିବାହ କରିବାକୁ ଚାହୁଁ ନାହଁନ୍ତି। କିନ୍ତୁ ନଗମାଙ୍କର କହିବା ଅନୁସାରେ ସେ ତାଙ୍କ ପରିବାର ଠାରୁ ପ୍ରଥମରୁ ଯଉତୁକ ମଧ୍ୟ ନେଇ ସାରିଛନ୍ତି। ଯୁବତୀ ଜଣଙ୍କ କୋର୍ଟରେ କହିଛନ୍ତି କି ସେ ବିବାହ ପାଇଁ ଅପେକ୍ଷା କରି ଥକି ଗଲାଣି।
ଯୁବତୀ ଜଣକ କହୁଛନ୍ତି କି ଏବେ ତାଙ୍କୁ ତାଙ୍କର ପ୍ରେମିକ ଉପରେ ସନ୍ଧେହ ହେଉଛି। ଜାଣା ପଡିଲା କି ସଲାଲିକିଙ୍କ ଅନ୍ୟ କୌଣସି ଯୁବତୀଙ୍କ ସହିତ ଆଫେୟର ଚାଲିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।